Breaking News

ଚା ସହିତ ଏହି ସବୁ ଖାଦ୍ୟ ଖାଉଥିଲେ ସାବଧାନ ହୋଇଯାଆନ୍ତୁ ! ନଚେତ ହୋଇପାରେ ଏହି ସମସ୍ଯା

ଦର୍ଶକବନ୍ଧୁ ଆପଣ ମାନଙ୍କ ଭିତରୁ ଅଧିକାଂଶ ଲୋକ ନିୟମିତ ଚା ପିଇବାକୁ ପସନ୍ଦ କରିଥାନ୍ତି।କିଛି ଲୋକ ଙ୍କ ର ଚା ବିନା ଦିନ ଆରମ୍ଭ ହୋଇନଥାଏ। ଆଉ କିଛି ଲୋକ ଏପରି ଅଭ୍ୟସ୍ତ ହୋଇଥାନ୍ତି ଯେ ଗୋଟେ ଦିନ ବି ଚା ପିଇବା ଯଦି ଟିକେ ଡେରି ହୋଇଯାଏ ତେବେ ତାଙ୍କର ମୁଣ୍ଡ ବିନ୍ଧିବା ଆରମ୍ଭ ହୋଇଯାଏ। ହେଲେ ଏହି ଚା ଆପଣଙ୍କ ପାଇଁ କେତେ ହାନିକାରକ କଣ ଆପଣ ଜାଣିଛନ୍ତି? ସ୍ବାସ୍ଥ୍ୟ ବିଶେଷଜ୍ଞ ଙ୍କ କହିବା ଅନୁଯାୟୀ ଖାଲି ପେଟ ରେ ଚା ପିଇବା ଆଦୌ ଭଲ ନୁହେଁ।କାରଣ ଏହା ଅନେକ ପ୍ରକାରର ପେଟ ଜନିତ ସମସ୍ୟା ସୃଷ୍ଟି କରିଥାଏ।

କିଛି   ଲୋକ ଚା ସହିତ ଜଳଖିଆ ଖାଇବାକୁ ପସନ୍ଦ କରିଥାନ୍ତି ।ତେବେ ଚା ପିଇବା ସମୟରେ ମଧ୍ୟ ଚା ସହିତ କଣ ଖାଉଛନ୍ତି ଏହା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବା ଉଚିତ୍। ଏଭଳି ମଧ୍ୟ କିଛି ଖାଦ୍ୟ ରହିଛି ଯାହାକୁ ଆପଣ ଚା ସହିତ ଖାଇବା ଦ୍ବାରା ଦେହ ଅସୁସ୍ଥ ହୋଇଥାଏ।ତେଣୁ ଚା ସହିତ କେଉଁ ସବୁ ଖାଦ୍ୟ ଖାଇବା ଉଚିତ୍ ନୁହେଁ ଏବଂ ଏହା ଶରୀର ଉପରେ କି ପ୍ରକାର ପ୍ରଭାବ ପକେଇଥାଏ ଆସନ୍ତୁ ଜାଣିବା ସେ ସବୁ ବିଷୟରେ।ଅନେକ ଲୋକ ଚା ସହିତ ପକୋଡ଼ି ଖାଇବା ପାଇଁ ପସନ୍ଦ କରିଥାନ୍ତି କେବଳ ସେତିକି ନୁହେଁ ଅନ୍ୟାନ୍ୟ ବେସନ ତିଆରି ଜିନିଷ ଖାଇଥାନ୍ତି।ଯଦି ଆପଣ ମଧ୍ୟ ଚା ସହିତ ବେସନ ତିଆରି ଖାଦ୍ୟ ଖାଉଛନ୍ତି ତାହାଲେ ତାହାଲେ ବନ୍ଦ କରିଦିଅନ୍ତୁ।

କାରଣ ଏହା ଦ୍ଵାରା ପେଟ ଜନିତ ଅନେକ ସମସ୍ୟା ଦେଖାଦେଇଥାଏ।ଏହା ସହିତ ଶରୀର ରେ ହଜମ ଶକ୍ତି ମଧ୍ୟ ହ୍ରାସ ପାଇଥାଏ। ଚା ପିଇବା ସମୟରେ ଭୁଲ୍ ରେ ବି ଲେମ୍ବୁ ଖାଆନ୍ତୁ ନାହିଁ କାରଣ ଏହା ଦ୍ଵାରା ପାଚନ ଜନିତ ସମସ୍ୟା ଉପୁଜିଥାଏ।ଗରମ ସହିତ ଥଣ୍ଡା ଖାଦ୍ୟ ଖାଇବା ଉଚିତ୍ ନୁହେଁ ବୋଲି ଆମେ ଅଧିକାଂଶ ସମୟରେ ଶୁଣିଥିବା। ତେଣୁ ଚା ଏକ ଗରମ ପାନୀୟ ହୋଇଥିବାରୁ ଏହା ସହିତ ଥଣ୍ଡା ଜାତୀୟ ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ। ନଚେତ୍ ଏହା ଆମ ପାଚନତନ୍ତ୍ର ଉପରେ ଖରାପ ପ୍ରଭାବ ପକାଇଥାଏ। ଚା ସହିତ ଆଇସକ୍ରିମ ଭଳି ଥଣ୍ଡା ଖାଦ୍ୟ ଖାଇଲେ ପେଟ ଯନ୍ତ୍ରଣା ଭଳି ସମସ୍ୟା ଦେଖାଦିଏ।ତେଣୁ ଚା ସହିତ ଏହି ସବୁ ଖାଦ୍ୟ ଖାଇବାରୁ ନିଜକୁ ଯଥା ସମ୍ଭବ ଦୂରେଇ ରଖିବା ଭଲ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଭୋଜନ କେଉଁଠି ଓ କେମିତି କରୁଛନ୍ତି, ଜାଣି ନିଅନ୍ତୁ ଏହି ଭ-ୟ-ଙ୍କ- ର କଥା ,ନଚେତ ….

ଆସନ୍ତୁ ଭୋଜନ ବିଷୟ ରେ ଜାଣିବା କିଛି ନୂଆ ତଥ୍ୟ ମହାଭାରତ ସମୟ ରେ ମନ୍ୟୁଷ କୁ ଭୋଜନ କରିବା …

Leave a Reply

Your email address will not be published. Required fields are marked *