Breaking News

ଛାଡପତ୍ର ପରେ ଏହି ହିରୋଇନ ମାନେ କରୁଛନ୍ତି ଏପରି କାମ ଆପଣ ଜାଣିଲେ …

ଦର୍ଶକବନ୍ଧୁ ଆଜି ଆମେ ଏମିତି ସେଲିବ୍ରେଟି ଙ୍କ ବିଷୟରେ କଥା ହେବା ଯେଉଁ ମାନେ ରିଏଲ ଲିଫାଇ ରେ ଛାଡ ପତ୍ର ଦେଇଛନ୍ତି ଚାଲନ୍ତୁ ଜାଣିବା | ଦର୍ଶକବନ୍ଧୁ ପ୍ରଥମ ନମ୍ବର ରେ ଆସୁଛନ୍ତି କୋଏଲ ବାନାର୍ଜୀ ଆପଣ ମାନେ କୋଏଲ କୁ ବେଶେ ଭଲ ଭାବରେ ଜାଣିଥିବେ କୋଏଲ 2012 ମସିହାରେ ବବି ମିଶ୍ରଙ୍କୁ ବିବାହ କରିଥିଲେ ଏବଂ 2021 ମସିହାରେ କୋଏଲ ବବି ମିଶ୍ରଙ୍କୁ ଡିଭର୍ସ ଦେଇଥିଲେ |

ଦୁତୀୟ ରେ ଆସୁଛନ୍ତି ସୁନ୍ଦରୀ ରଚନା ବାନାର୍ଜୀ ତେବେ ଆପଣ ମାନେ ଜାଣିଥିବେ ରଚନା 2003 ମସିହାରେ ଓଲିଉଡ଼ ଆକ୍ଟର ସିଦ୍ଧାନ୍ତ ମହାପାତ୍ର ଙ୍କୁ ବିବାହ କରିଥିଲେ ଏବଂ 2004 ମସିହାରେ ଦୁଇ ଜଣଙ୍କର ଡିଭର୍ସ ହୋଇଥିଲା |

ଏହାପରେ ତୃତୀୟ ରେ ଆସୁଛନ୍ତି ଓଲିଉଡ଼ ର ଜବରଦସ୍ତ ଚୂଲୁବୁଲି ନାୟିକା ପ୍ରିୟା ଚୌଧୁରୀ ତେବେ ଦର୍ଶକବନ୍ଧୁ ପ୍ରିୟା 2013 ମସିହାରେ ଦୁର୍ଗାପ୍ରୟ ମିଶ୍ରଙ୍କୁ ବିବାହ କରିଥିଲେ ଏବଂ ଏହା ପରେ ଦୁଇ ଜଣ ଅଲଗା ହୋଇଯାଇଥିଲେ |

ଚତୁର୍ଥ ରେ ଆସୁଛନ୍ତି ଆପଣ ମାନଙ୍କର ଅତିପ୍ରିୟ ଅନୁ ଚୌଧୁରୀ ତେବେ ଦର୍ଶକବନ୍ଧୁ ଅନୁ 2006 ମସିହାରେ ସନ୍ଦୀପ ମିଶ୍ରଙ୍କୁ ବିବାହ କରିଥିଲେ ଏବଂ ପରେ 2012 ମସିହାରେ ଦୁହେଁ ଅଲଗା ହୋଇଯାଇଥିଲେ |

ଏହା ପରେ ପଞ୍ଚମ ରେ ଆସୁଛନ୍ତି ଅଲିଉଡ଼ର ଜବରଦସ୍ତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ତେବେ ଦର୍ଶକବନ୍ଧୁ ଆପଣ ମାନେ ଜାଣିଥିବେ କି ବର୍ଷା ଏବଂ ଅନୁଭବ ସୁଟିଙ୍ଗ ସେଟ ରୁ ଭଲ ପାଇ ବିବାହ କରିଥିଲେ କିନ୍ତୁ ପରେ ଅଲଗା ହୋଇଯାଇଥିଲେ |

ଦର୍ଶକବନ୍ଧୁ ନମ୍ବର ୬ ରେ ଆସୁଛନ୍ତି ଉଷାଶ୍ରୀ ମିଶ୍ର ଆପଣ ମାନେ ଉଷାଙ୍କୁ ବେଶେ ଭଲ ଭାବରେ ଜାଣିଥିବେ ତେବେ ଦର୍ଶକବନ୍ଧୁ ଉଷାଶ୍ରୀ 2009 ମସିହାରେ ରତନଙ୍କୁ ବିବାହ କରିଥିଲେ ଏବଂ 2019 ମସିହାରେ କୌଣସି ସାଧାରଣ ବଶତଃ ଦୁଇ ଜଣ ଅଲଗା ହୋଇଯାଇଥିଲେ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.