Breaking News

CCTV ରେ ରେକଡ଼ ହେଲା ସାଇବାବା ମନ୍ଦିର ଭିତରେ ବୁଲୁଥିବାର ଦୃଶ୍ୟ, ଭାଗ୍ୟରେ ଥିଲେ ଏଭଳି ଦୃଶ୍ୟ ଦେଖିବାକୁ ମିଳେ, ଏହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ….

ନମସ୍କାର ଦର୍ଶକବନ୍ଧୁ ବର୍ତମାନେ ଆମେ କଳିଯୁଗରେ ବଞ୍ଚୁଚନ୍ତି କଳିଯୁଗରେ ପାପର ମାତ୍ର ଏତେ ବଢି ଗଲାଣି ଯେ ଧୀରେ ଧୀରେ ମଣିଷ ବିପଦ ଆଡକୁ ଯାଉଛି ମଣିଷ ଏହି ଯୁଗରେ ଯେତେ ପାପ କାର୍ଯ୍ୟ କଲେ ମଧ୍ୟ ଠାକୁରଙ୍କୁ ଭକ୍ତିର ସହ ପୂଜା କରେ ପୂଜା କରିବା ସହିତ ଭକ୍ତ ମନରେ ସାଧା ବେଳେ ମନରେ ଗୋଟେ ପପ୍ରଶ୍ନ ଆସେ ଭଗବାନ କାହଁକି ଆମକୁ ଦେଖା ଦେଉନାହାନ୍ତି କେଲେ ଏହି ପ୍ରଶ୍ନ ଅଳ୍ପ କିଛି ଲୋକଙ୍କ ମନରେ ଆସେ |

କାରଣ ସେମାନେ କଳିଯୁଗରେ ବଞ୍ଚି ମଧ୍ୟ ଭଗବାନଙ୍କୁ ଦେଖିଛନ୍ତି ଏବଂ ତାଙ୍କ ପାଖରେ ଏପରି ଦିବ୍ୟ ଶକ୍ତି ଅଛି ସେମାନେ ଯେତେବେଳେ ଯେଉଁ ସମୟରେ ଚାହିଁବେ ଠାକୁରଙ୍କୁ ଦେଖିପାରିବେ ହେଲେ ଯେଉଁ ମାନେ ଭଗବାନ ଙ୍କୁ ଚାହୁଁଛନ୍ତି ସେମାନେ ପୁରା ପଡନ୍ତୁ ଆଉ ଦେଖନ୍ତୁ | ଦର୍ଶକବନ୍ଧୁ ଏହି କଥା ଜଣେ କହିଛନ୍ତି ରୁଦ୍ର ଭାଇ ରୁଦ୍ର ଭାଇ କହିଛନ୍ତି ଏହି ଘଟଣା କାଲିର ମୁ ଯାଜପୁର ସାଇ ମନ୍ଦିର ସିସିଟିଭି ଚେକ ଅଫିସର ଅଛି |

କଲି ସକାଳେ ଯେତେବେଲେ ସାଇ ମନ୍ଦିର ଖୋଲା ଗଲା ସେଠି ପୂଜାରୀ ଦେଖିଲେ ଯେ ସାଇବା ଙ୍କର ଗୋଟେ ହାର ମନ୍ଦିର ଭିତରେ ନାହିଁ ଏହା ଶୁଣି ସଙ୍ଗେ ସଙ୍ଗେ ସିସିଟିଭି ଚେକ କଲି ଓ ତା ପରେ ଯାହା ଦେଖିଲି ତାହା ଭାଗ୍ୟରେ ଥିଲେ ମିଳେ ମୁଁ ଦେଖିଲି ରାତି ଗୋଟେ ସମୟରେ ମନ୍ଦିର ଦ୍ୱାର ଆପେ ଆପେ ଖୋଲି ଗଲା ଓ ତା ଭିତରେ ଜୋରେ ଆଲୋକ ଜଳିଲା ସତେ ଯେମିତି ମନ୍ଦିର ଭିତରେ କିଏ ଏକ ସୂର୍ଯ୍ୟ ରଖି ଦେଇଛି |

ଏହି ଆଲୋକ କେହି ସମୟ ଜାଳିବା ପରେ ହଟାତ ବନ୍ଦ ହୋଇଗଲା ଏହି ଦୃଶ୍ୟ ଦେଖି ମୁଁ ବୁଝିଗଲି ଯେ ଇଏ ହେଉଛନ୍ତି ପ୍ରଭୁ ସାଇବାବା ତେଣୁ ହାରକୁ କେହିବି ନେନାହାନ୍ତି ହାର ମନ୍ଦିର ଭିତରେ କେଉଁଠି ଅଛି ଏହା ଭାବି ପୂଜକଙ୍କୁ କହିଲି ମନ୍ଦିର ଭିତରେ ଭଲସେ ଖୋଲିବା ପାଇଁ ଏହା ଶୁଣି ମନ୍ଦିର ଭିତରେ ଭଲସେ ଖୋଜିବା ପାଇଁ ପୂଜକ ଭଲସେ ଖୋଜିବା ପରେ ଏବଂ ହାର ମିଳିଗଲା |

About odisha news

Check Also

ବର୍ଷା ସହ ଖେଳ Tunguru ଭୋଳ ପାଇଁ ହେଲା କାଳ ଏହି କେସ ରେ ଜେଲ ଗଲେ ଟୁଙ୍ଗୁରୁ ହାତ ଯୋଡି ସମସ୍ତଙ୍କୁ ମାଗିଲେ ସାହାଯ୍ୟ…

ଦର୍ଶକବନ୍ଧୁ ବର୍ଷା ସହିତ ଖେଳ ଟୁଙ୍ଗୁରୁ ପାଇଁ ହେଲା କାଳ ଅଭିଯୋଗରେ ଶେଷରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ ତେବେ …

Leave a Reply

Your email address will not be published.