ବର୍ତ୍ତମାନର ବଡ ଖବର – ଶୁଭମନ୍ ଗିଲ୍ଙ୍କ ଅବସ୍ଥା ଗୁରୁତର, ଡେଙ୍ଗୁ କାରଣରୁ ଆଇସିୟୁରେ ଲାଗିଲା ଭେଣ୍ଟିଲେଟର
କ୍ରିକେଟର ଶୁଭମନ ଗିଲଙ୍କ ଅବସ୍ଥା ଗୁରୁତ୍ଵାର । ଡେଙ୍ଗୁ କାରଣରୁ icu ରେ ଲାଗିଲା ଭେଣ୍ଟିଲେଟର । ଦେହରୁ କମି ଯାଇଛି ପ୍ୟାଟିଲେଟ ର ପରିମାଣ । ବିଶ୍ଵକପ ଖେଳିବା ଏବେ ତାଙ୍କ ପାଇଁ ଅସମ୍ଭବ । ଚେନ୍ନାଇର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଶୁଭମନ। ଆଫଗାନସ୍ଥାନ ସହ ଥିବା ମ୍ୟାଚ ମଧ୍ୟ ଏବେ ସେ ଖେଳି ପାରିବେ ନାହିଁ । ଭାରତୀୟ ଦଳକୁ ବିଶ୍ଵକପ ଆରମ୍ଭରୁ ଲାଗିଲା ଏକ ବଡ ଝଟକା । ଡେଙ୍ଗୁରୁ ଭଲ ହୋଇଥିବା … Read more