ଆଜି ୩୧ ଅକ୍ଟୋବର ୨୦୨୩ ମଙ୍ଗଳବାର, କେମିତି କଟିବ ସମସ୍ତ ରାଶିର ଦିନ
ଆଜି ୩୧ ଅକ୍ଟୋବର ୨୦୨୩ ମଙ୍ଗଳବାର, କାର୍ତ୍ତିକ କୃଷ୍ଣପକ୍ଷ ତୃତୀୟା ରା.ଘ.୯.୩୧ ଗତେ ଚତୁର୍ଥୀ ରୋହିଣୀ ନକ୍ଷତ୍ର ରା.ଘ ୩.୫୮ ଗତେ ମୃଗଶିରା ନକ୍ଷତ୍ର । ମେଷ ରାଶି – ଆପଣଙ୍କ ସାହାସ ବୃଦ୍ଧି ହେବ, ରୋଜଗାର ସମ୍ବନ୍ଧୀୟ କ୍ଷେତ୍ରରେ ଶୁଭ ଫଳ ମିଳିବ, ପାରିବାରିକ ଜୀବନ ଉତ୍ତମ ହେବ, କିଛି ମହତ୍ତ୍ଵ ପୂର୍ଣ୍ଣ କଥାର ଆଲୋଚନା କରିବେ, ଧନ ଆଗମନରେ ରୋଜଗାରର ନୂଆ ସ୍ରୋତ ମିଳିବ । ବୃଷ ରାଶି – ବ୍ୟକ୍ତିତ୍ବରେ ସକାରାତ୍ମକ ପ୍ରଭାବ … Read more