ଗ୍ୟାସ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ପାଇଁ ସରକାରଙ୍କ ବଡ ଘୋଷଣା, ଖୁସି ଖବର ଦେଲେ ସରକାର
ଆମର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବୁ ଠାରୁ ବଡ ଘୋଷଣା। ଆମ ଦେଶର ମହିଳା ମାନଙ୍କ ସୁବିଧା ପାଇଁ ମୋଦି ସରକାର ଉଜ୍ଵଳା ଯୋଜନାର ଆରମ୍ଭ କରିଥିଲେ ଏହି କଥା ତ ଆପଣ ମାନେ ଜାଣିଥିବେ ।ଏହି ଯୋଜନାରେ ରାସନକାର୍ଡ ଧାରୀ ମାନଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ଦିଆ ଯାଉଛି । ସବସିଡରେ ଗୋଟିଏ ବର୍ଷରେ ୧୨ଟି ଗ୍ୟାସ ସିଲିଣ୍ଡର ମିଳିଥାଏ । ସବସିଡ ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧା ସଳଖ ଜମା … Read more