ପୁଚୁକି ଗାଲି ଗୀତରେ ଡ୍ୟାନ୍ସ କରି ନଥିଲେ ବୈରାଗୀ, ଅସଲ ଡ୍ୟାନ୍ସର ସାଜିଦ ଥିଲେ, ଲୁହରେ ଲୁହରେ ସିଦ୍ଧାନ୍ତଙ୍କ ସହ ହେଲା ଧୋକା
ବୈରାଗୀ ନାମକ ଜଣେ ବ୍ୟକ୍ତିଙ୍କୁ ସିଦ୍ଧାନ୍ତ ଭେଟିବା ପାଇଁ ଯାଇଥିଲେ ଆପଣ ଜାଣିଥିବେ, ବୈରାଗୀଙ୍କ ସେ ସବୁ ଘଟଣା ସବୁ ମିଛ ଥିଲା, ବୈରାଗୀଙ୍କ ଲୁହରେ ଭାସି ଯାଇଥିଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ଏବେ ଆଉ ଜଣେ ବ୍ୟକ୍ତି କହୁଛନ୍ତି ସିଦ୍ଧାନ୍ତଙ୍କ ସହ ପୁଚୁକିଗାଲି ଗୀତରେ ନାଚୁଥିବା ଡ୍ୟାନ୍ସର ବୈରାଗୀ ନୁହଁନ୍ତି ସେ ହେଉଛନ୍ତି ସାଜିଦ ।ପାଦ ଛୁଇଁ ଧୋକା ଦେଲେ ବୈରାଗୀ, ଲୁହ ପୋଛି ଛାତିରେ ଲଗାଇଥିଲେ ସିଦ୍ଧାନ୍ତ । ଏବେ ସତ ପଦାକୁ … Read more