ଧନ ବୃଦ୍ଧି କରୁଥିବା ଫୁଲ, କରନ୍ତୁ ଏହି ଚମତ୍କାର ଉପାୟ

ଅପରାଜିତା ୟାର ଅର୍ଥ ଯିଏ କେବେ ବି ହାରିନଥାଏ । ବା ଯାହାର କେବେବି ପରାଜୟ ହୋଇ ନଥାଏ । ଏହାର ଅନ୍ୟ ଏକ ନାମ ହେଉଛି ନୀଳକଣ୍ଠ । ଯାହା ଶିବଙ୍କର ନାମ ଅଟେ । ଅପରାଜିତା ମାତା ଦୁର୍ଗାଙ୍କର ମଧ୍ୟ ନାମ ଅଟେ । ତେଣୁ ଏହି ଅପରାଜିତା ଫୁଲଟି ଶିବ ଓ ଶକ୍ତିଙ୍କର ସ୍ୱରୂପ ହୋଇଥାଏ । ଏଣୁ ଏହା ଅତ୍ୟନ୍ତ ଗୁଣକାରୀ ଓ ଚମତ୍କାରି ହୋଇଥାଏ । ଏହି ଅପରାଜିତା ସବୁ … Read more

ଦୀପାବଳୀ ଦିନ ଏହି ବୃକ୍ଷକୁ ଥରେ ମାତ୍ରେ ଛୁଇଁ ଦିଅନ୍ତୁ ଗରିବ ବି କୋଟିପତି ହୋଇଯିବ

ଆମ ହିନ୍ଦୁ ଶାସ୍ତ୍ରରେ ବୃକ୍ଷଲତା ଙ୍କୁ ଦେବୀ ଦେବତା ରୂପେ ପୂଜା କରା ଯାଇଥାଏ । ବୃକ୍ଷ ମଧ୍ୟରେ ଶ୍ରେଷ୍ଠ ବୃକ୍ଷ ହେଲା ଅଶ୍ଵସ୍ଥ ବୃକ୍ଷ କାରଣ ଏହାର ଆୟୁଷ ବହୁତ ଅଧିକ ହୋଇଥାଏ । ଶାସ୍ତ୍ର ଅନୁଯାଇ ଏହି ବୃକ୍ଷରେ ମା ଲକ୍ଷ୍ମୀ ଓ ବିଷ୍ଣୁ ବାସ କରିଥାନ୍ତି । ଦୀପାବଳି ଦିନ ଆପଣ ଏହି ବୃକ୍ଷକୁ ଛୁଇଁ ଦିଅନ୍ତୁ ଆପଣଙ୍କ ଜୀବନରୁ ଗରିବୀ, ରୋଗ ଦୁଃଖ କଷ୍ଟ ଦୂର ହୋଇ ଯିବ । ଆପଣ … Read more

ଧାର୍ମିକ ମାସ କାର୍ତ୍ତିକ ମାସରେ ଏହି ୩ଟି ଜିନିଷ ଖାଆନ୍ତୁ ନାହିଁ ନଚେତ ହୋଇପାରେ

ଆଜି ଠାରୁ ଆରମ୍ଭ ହେଉଛି ଧର୍ମର ମାସ କାର୍ତ୍ତିକ ମାସ, ଆଜି ଆମେ ଜାଣିବା କେଉଁ କାର୍ଯ୍ୟ କରିବା ଦ୍ଵାରା ଏହି ମାସର ସଂପୂର୍ଣ୍ଣ ପୂଣ୍ୟ ଫଳ ମିଳିଥାଏ ଓ କେଉଁ କାର୍ଯ୍ୟ କରିବା ଅନୁଚିତ, କଣ ଖାଇଲେ ମାସର ପୂଣ୍ୟ ମିଳିଥାଏ ଓ କେଉଁ କାମ କରିଲେ ପୁରା ପୂଣ୍ୟ ନଷ୍ଟ ହୋଇଥାଏ ।  ମାସ ଭିତରେ କାର୍ତ୍ତିକ ମାସ ହେଉଛି ସର୍ବଶ୍ରେଷ୍ଠ ମାସ । କାର୍ତ୍ତିକ ମାସ ଶରତ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ … Read more

କାର୍ତ୍ତିକ ମାସରେ ତୁଳସୀ ଆମକୁ ଧନୀ କରିଥାଏ ଜାଣନ୍ତୁ କଣ କରିବେ କିପରି କରିବେ

ମା ବୃନ୍ଦାବତୀଙ୍କୁ ଘରେ ସ୍ଥାପନ କରିବା ଦ୍ଵାରା ଅନେକ ଶୁଭ ଫଳ ମିଳିଥାଏ, ଯଦି ଆପଣ କୌଣସି କାର୍ଯ୍ୟ କ୍ଷେତ୍ରକୁ ବାହାରିବା ପୂର୍ବରୁ ମା ବୃନ୍ଦାବତୀଙ୍କ ମାଟି ମଥାରେ ମାରି ଯାଆନ୍ତି ତେବେ ସେହି କାର୍ଯ୍ୟ ସଫଳ ହୋଇଥାଏ । ଗାଁ ଗହଳିରେ ଲୋକ କଥା ରହିଛି ଯଦି ପିଲାଙ୍କ ଉପରେ କୁଦ୍ରୁଷ୍ଟି ପଡୁଛି ତେବେ ପିଲାର ମଥାରେ ଚଉରା ମାଟି ଲଗାଇବା ଦ୍ଵାରା ତାହା ଦୂର ହୋଇଥାଏ । ମା ବୃନ୍ଦାବତୀଙ୍କୁ ଘରର ମହିଳା ମାନେ … Read more

ଆଖି ବନ୍ଦ କରି ନିଜର ତର୍ଜନୀ ଆଙ୍ଗୁଠି ରଖନ୍ତୁ ଓ ନିଜର ଭାଗ୍ୟ ବିଷୟରେ ଜାଣନ୍ତୁ

ଯାହା ପାଖରେ ପ୍ରଭୁ ହନୁମାନଙ୍କର କୃପା ରହିଛି ତାକୁ ସଂସାରରେ କୌଣସି ବି ଶକ୍ତି ହରାଇ ପାରିବନି । ବା ତାର ଚେଷ୍ଟା କେବେ ବି ବିଫଳ ଯିବନି । ଆହା ସତ୍ୟ ସତ ପ୍ରତିଶତ ସତ୍ୟ । ଆଜି ଆପଣ ଆଖି ବନ୍ଦ କରି କି ଓମ୍ ରାମାୟ ନମଃ । ଓମ୍ ରାମ୍ ରାମାୟ ନମଃ । ଏହି ମନ୍ତ୍ରକୁ ୩ ଥର ଜପ କରି ଉପରେ ଥିବା ହନୁମାନ ଜ୍ୟୋତିଷରେ ଥିବା କୌଣସି … Read more

ହେଲା ମହାଖୁଲାସା ମୋଦୀ ଓ ହୀରାକୁଦ ବନ୍ଧ ରହିଛି ଭୟଙ୍କର ସମ୍ପର୍କ

ଦର୍ଶକ ବନ୍ଧୁମାନେ ପ୍ରଭୁ ଅଚ୍ୟୁତ ଏଠାରେ ବର୍ଣ୍ଣନା କରିଛନ୍ତି ଯେ ୨୬ ୬ ରେ ହୀରାକୁଦ ଯେ ଉଚ୍ଛିଳି ପଡିବ, ଓଡିଶା ଅଧା ଭାଗ ଭସାଇନେବ , ଏଠାର ୨୬ ମସିହା ୬ ମାସରେ ହୀରାକୁଦ ଭାଙ୍ଗିବ ଓ ଓଡିଶା ଜଳମଗ୍ନ ହୋଇଯିବ । ହୁଏତ ଅନେକ ଲୋକେ ଏହି କଥାକୁ ବିଶ୍ଵାସ କରିବେ ନାହିଁ ଯେ ଏହି ୨୦୨୬ ରେ ହୀରାକୁଦ ବନ୍ଧ ଭାଙ୍ଗିଯିବ । ଦିଲ୍ଲୀ ସରକାରଙ୍କ ଅର୍ଥାତ ନରେନ୍ଦ୍ର ମୋଦୀ ଯେତେବେଳେ ଶାସନ … Read more

୨୮ ଅକ୍ଟୋବର ଶନିବାର, ବିରଳ ଚନ୍ଦ୍ରଗ୍ରହଣ ୪ଟି ରାଶିରେ ରାଜ ଯୋଗ

ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୨୮ ଅକ୍ଟୋବର ଶନିବାର ଲାଗିବ । ଏହି ଗ୍ରହଣ ଟି ବହୁତ ପ୍ରବାଶାଳୀ ଅଟେ । ଚଳିତ ବର୍ଷ ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟପରାଗ ଗୋଟିଏ ମାସରେ ପଡିଛି । ଏହି ଗ୍ରହଣରେ ଏମିତି ୩ଟି ମହାସଂଯୋଗ ହେବେ ଯାହା ପାଖା ପାଖି ୧୭୫ ବର୍ଷ ପରେ ହେଉଛି । ଏହି ଚନ୍ଦ୍ରଗ୍ରହଣର ସୁତକ କାଳ ବା ହାଣ୍ଡିଛାଡି ସମୟ ହେଲା ୨୮ ଅକ୍ଟୋବର ୨୦୨୩ ଶନିବାର ଦିନ ୨.୩୨ ମିନିଟ … Read more

ମହାପ୍ରଭୁଙ୍କ ଅଲୌକିକ ଲୀଳା, ମନ୍ଦିରରୁ ବାହାରୁଛି କୂଢ କୂଢ ସୁନା

ଯାଜପୁର ଜିଲ୍ଲା ଅନ୍ତର୍ଗତ ଧର୍ମଶାଳା ବ୍ଲକର ଶିଖର କୁମାର ମିଶ୍ର , ବୟସ ୩୦ ବର୍ଷ, ଜାତିରେ ସେ ବ୍ରାହ୍ମଣ । ବାପା ଜେଜେ ବାପାଙ୍କ କାଳରୁ ଗାଁ ରେ ସମସ୍ତେ ପୁରୋହିତ କାମ କରନ୍ତି । ସେ ବି ତାଙ୍କ ବଂଶର କୌଳିକ ବୃତ୍ତିକୁ ଆପଣେଇ ନେଇଛନ୍ତି । ପୁରୋହିତ କାମ କରିବା ସହିତ ଗାଁ ପାଖ ବଜାରରେ ଏକ ରାସନ ଦୋକାନ ଟିଏ ଦେଇଛନ୍ତି । ଘରେ ବାପା ମା, ସାନ ଭାଇ ଓ … Read more

ଶନିବାର ଦିନ ଏହି ୩ଟି କାମ କରନ୍ତୁ ଆପଣଙ୍କର ସବୁ ସମସ୍ୟାର ଅନ୍ତ ଘଟିବ

ବନ୍ଧୁଗଣ ଶନିବାର ଦିନ ଶନିଦେବଙ୍କ ନାମ ନେଇ କରନ୍ତୁ ଏହି ୩ଟି କାମ । ଦୁଃଖ ଓ କଷ୍ଟ କେତେବେଳେ କେଉଁ ସମୟରେ ଆସେ ତାହା କହି ହୁଏ ନାହିଁ । ଆମର ଏହି ବ୍ୟସ୍ତ ବହୁଳ ଜୀବନରେ ଦୁଃଖ କଷ୍ଟ ଲାଗି ରହିଥାଏ, ଆମେ ଏହାକୁ ଦୂର କରିବା ପାଇଁ ଅନେକ ଚେଷ୍ଟା କରୁ ଥାଉ । ଆଉ ଯଦି ଶନିଙ୍କ କୋପ ଦୃଷ୍ଟି ପଡିଥାଏ ତେବେ ଏହା ଆହୁରି ଅଧିକ କଷ୍ଟ ଦେଇଥାଏ ତେଣୁ … Read more

କାହିଁକି ରୁଷିଆ ରୁ ନେମାକୁ ଆସିଥିଲା ଏକ ଟିମ, ସେମାନେ କଣ କରୁଥିଲେ ?

ଆପଣ ମାନେ ମାଳିକା କଥା ଜାଣିଥିବେ । ମାଳିକାରେ ଆଗକୁ କଣ ହେବ ସବୁ କଥା ପ୍ରଭୁ ଅଚ୍ୟୁତ ସବୁ  ୫୦୦ ବର୍ଷ ପୂର୍ବରୁ ଲେଖି କରି ଯାଇଛନ୍ତି । ୫୦୦ ବର୍ଷ ତଳର ସେହି ଆଜି ଦିନରେ କଣ ଘଟିବ ସବୁ କଥାକୁ ବର୍ଣ୍ଣନା କରି ଯାଇଛନ୍ତି । ମାଳିକାକୁ ବହୁତ ଲୋକେ ବିଶ୍ଵାସ କରନ୍ତି । ମାଳିକାରେ ଲେଖା ଥିବା ଘଟଣା ଯେହେତୁ ଆଜିର ଦିନରେ ବାସ୍ତବ ରୂପ ନେଉଛି ତେଣୁ ମାଳିକାକୁ ନେଇ … Read more