ମାଟ୍ରିକ ମୂଲ୍ୟାୟନ ପଦ୍ଧତିକୁ ମିଳିଲା ବୋର୍ଡର ଅନୁମୋଦନ। ନବମର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷାକୁ ମୂଲ୍ୟାୟନ ବେଳେ ପ୍ରାଧାନ୍ୟ ଦିଆଯିବ। ନବମ ଓ ଦଶମ ପ୍ରଦର୍ଶନ ଆଧାରରେ ଛାତ୍ରଛାତ୍ରୀଙ୍କୁ ମାର୍କ ମିଳିବ। ଦଶମ ଶ୍ରେଣୀର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଅଭ୍ୟାସ ପରୀକ୍ଷାକୁ ମୂଲ୍ୟାୟନରେ ପ୍ରାଧାନ୍ୟ ଦିଆଯିବ। ଏଥିସହ ମୂଲ୍ୟାୟନ ବେଳେ ନବମର ୪୦ ପ୍ରତିଶତ ଓ ଦଶମର ୬୦ ପ୍ରତିଶତ ନମ୍ବରକୁ ବିଚାରକୁ ନିଆଯିବ। ପ୍ରତି ବିଷୟରେ ଦୁଇଟି …
Read More »ଛାତ୍ର ଛାତ୍ରୀ ଙ୍କ ପାଇଁ ବଡ ଖବର || ଏବେ ଅନଲାଇନ୍ ରେ ହେବ ସବୁ ପରୀକ୍ଷା
ରାଜ୍ୟରେ କୋଭିଡ ସଂକ୍ରମଣ ବଢୁଥିବାରୁ ବୈଷୟିକ ଶିକ୍ଷା ଗୁଡିକର ପରୀକ୍ଷା ଅନଲାଇନ ହେବ ବୋଲି କୁହାଯାଇଛି | କେତେକ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକରେ କୋଭିଡ ସଂକ୍ରମଣ ବଢୁଥିବାରୁ ଆଇଶୋଲେସନ ଉପରେ ଗୁରୁତ୍ଵ ଦିଆଯାଇଛି | ତେବେ ଏହି ଭଳି ଏକ ଗୁରୁତ୍ଵପୂର୍ଣ ନିଷ୍ପତିକୁ ସ୍ଵାଗତ କରିଛନ୍ତି ବିପିୟୁଟି ର ଛାତ୍ର ଗୋଷ୍ଠୀ | ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଙ୍କୁ ଭେଟି ଛାତ୍ର ମାନେ …
Read More »ରାଜ୍ୟ ସରକାର ନେଲେ ନିଷ୍ପତି , ଏଥର ସବୁ ପରୀକ୍ଷା ହେବ ବନ୍ଦ !
କାରୋନା ବିଶ୍ଵ ର ପିଛା ଛାଡୁନି କହିଲେ ଅତ୍ୟୁକ୍ତି ହେବ ନାହିଁ |ପ୍ରଥମ ଲହର ପରି ଦ୍ଵିତୀୟ ଲହର ମଧ୍ୟ ସାରା ବିଶ୍ଵ ରେ ବ୍ୟାପିବାରେ ଲାଗିଛି | ଦିନ କୁ ଦିନ କାରୋନା ସ୍ଥିତି ପୁଣି ଥରେ ଗମ୍ଭୀର ହେବା ରେ ଲାଗିଛି |ଦ୍ଵିତୀୟ ଲହରୀ କରୋନା ପୁଣି ଚିନ୍ତା ର କାରଣ ସାଜିଛି |ଏ ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି ଯେ ରାଜ୍ୟ ରେ ସବୁ …
Read More »ଓଡିଶା ହାଇକୋର୍ଟରେ ବାହାରିଲା ନିଯୁକ୍ତି ସୁଯୋଗ, ଖାଲି ରହିଛି 202ଟି ପଦ
ଯେଉଁମାନେ ସରକାରୀ ଚାକିରି ଖୋଜୁଛନ୍ତି ସେମାନଙ୍କ ପାଇଁ ଆସିଯାଇଛି !!! ଖୁସି ଖବର ଓଡିଶା ହାଇକୋର୍ଟ ତରଫରୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ବା ଏଏସଓ ପାଇଁ ନିଯୁକ୍ତି ବାହାରିଯାଇଛି । ଗ୍ରୁପ-B ସ୍କେଲର ୨୦୨ ଟି ପୋଷ୍ଟ ପାଇଁ ଓଡିଶା ହାଇକୋର୍ଟ ରେ ନିଯୁକ୍ତି ବାହାରି ସାରିଛି । ଯାହାର ଗ୍ରେଡ଼ ପେ ପ୍ରାୟତଃ ୩୫,୪୦୦ ରୁ ୧ ଲକ୍ଷ ୧୨ ହଜାର ୪୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । …
Read More »ଯୁବକ ଙ୍କ ମହାନତା ! ଆର୍ମୀ ଚାକିରି ପାଇଁ ଯୁବକ ଙ୍କୁ ଦଉଛନ୍ତି ମାଗଣା ଟ୍ରେନିଂ
ଘରକୁ ଛୁଟି କାଟିବାକୁ ଆସି ନୂତନ ଯବାନ ସୃଷ୍ଟି କରିବାରେ ଲାଗି ପଡିଛନ୍ତି ଯବାନ ଜଣକ | ତେବେ ଯାଜପୁର ବିଂଝାରପୁରର ସୁଯୋଗ୍ୟ ସନ୍ତାନ ସେଖ ଉମର ଓ ତାଙ୍କ ସାଥୀ । ଦେଶର ସୁରକ୍ଷା ପାଇଁ ଭାରତୀୟ ସେନାରେ ଯୋଗ ଦେବାକୁ ବେକାର ଯୁବକ ଯୁବତୀଙ୍କୁ ମାଗଣା ତାଲିମ ଦେଇ ଉତ୍ସାହିତ କରୁଛନ୍ତି ।ତେବେ ସେନାରେ କାର୍ଯ୍ୟରତ ଥାଇ ଯାଜପୁର ଜିଲା ବିଂଝାରପୁର ଅଂଚଳର ଯବାନମାନେ ଛୁଟିରେ ଘରକୁ …
Read More »ବେରୋଜଗାର ଯୁବକ ଯୁବତୀଙ୍କ ପାଇଁ ବଡ ସୁଯୋଗ! ଓଡିଶା ବିଦ୍ୟୁତ ବିଭାଗ (OPTCL ) ଆସିଲା ବଡ ନିଯୁକ୍ତି ସୁଯୋଗ ! ତୁରନ୍ତ ଆବେଦନ କରନ୍ତୁ …
ବେରୋଜଗାର ଥିବା ଯୁବକ ଯୁବତୀଙ୍କ ପାଇଁ ଓଡିଶା ବିଦ୍ୟୁତ ବିଭାଗ ଆଣିଛି ସୁବର୍ଣ୍ଣ ସୁଯୋଗ । Odisha Power Transmission Corporation Limited (OPTCL) ତରଫରୁ ଏକ ବଡ ନିଯୁକ୍ତି ସୁଯୋଗ ସୃଷ୍ଟି କରା ଯାଇଛି । ଏହି ବଡ ଧରଣର ନିଯୁକ୍ତି ସୁଯୋଗ ନିଶ୍ଚିନ୍ତ ଭାବେ ରେ ବେକାର ଥିବା ଯୁବକ ଯୁବତୀ ମାନଙ୍କ ପାଇଁ ଏକ ଖୁସି ଖବର । ଯେଉଁ ଯୁବକ ଯୁବତୀ ମାନେ ବିଦ୍ୟୁତ …
Read More »