Breaking News

ଚାହୁଁ ଚାହୁଁ ଲୋକଙ୍କ ଉପରେ ପଡିଗଲା Ravan, ତାପରେ ଯାହାହେଲା ଦେଖିଲେ ଛାତି ଥରି ଉଠିବ ଆପଣଙ୍କର…ଦେଖନ୍ତୁ

ତେବେ ଲୋକ ଙ୍କ ଉପରେ ଖସିପଡିଲା ରାବଣର ପ୍ରତିକୃତି ଏକାଧିକ ଆହତ ହସ୍ପିଟାଲ ରେ ହେଲେ ଭର୍ତ୍ତି ରାବଣ ପୋଡ଼ି ବେଳେ ଦୁର୍ଘଟଣା ହୋଇଥିଲା ହରିଆଣା ର ରାବଣ ଦହନ ବେଳେ ଲୋକଙ୍କ ଉପରେ ପଡ଼ିଛି ଯାହାର ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଇଚି ।

ହରିଆଣା ର ରାବଣ ପୋଡ଼ି ବେଳେ ଘଟିଲା ଅଘଟଣ ରାବଣ ଦହନ ବେଳେ ଜଳୁ ଥିବ ରାବଣ ପ୍ରତିକୃତି ବେଳେ ସେଠୀ ଥିବା ଲୋକ ଙ୍କ ଉପରେ ପଡ଼ିଛି ଫଳରେ ରାବଣ ପୋଡ଼ି ବେଳେ ଆତଙ୍କ ସ୍ଥିତି ସୃଷ୍ଟି ହେଇଚି ଏହି ଘଟଣାରେ କେତେ ଜଣ ଆହତ ହୋଇଛନ୍ତି ଏପଜନ୍ତ କିଛି ବି ସ୍ପଷ୍ଟ ହୋଇନାହିଁ ।

ଏହା ପରେ ରାବଣ ପ୍ରତିକୃତି କୁ ଅତି କଷ୍ଟ ରେ ଯେସିପି ରେ ଉଠାଇ ରାବଣ ପୋଡ଼ି ସମ୍ପନ କରିଥିଲେ ପ୍ରାୟ 70ଫୁଟ ର ରାବଣ ପୋଡ଼ି ବେଳେ ଲୋକେ ପ୍ରତିକୃତି ଲାଗିଥିବ ବାଡି କାଢ଼ିବାକୁ ଲାଗିଥିଲେ ସେତେ ବେଳେ ଅଚାନକ ଅଧାରୁ ରାବଣ ପ୍ରତିକୃତି ଭାଙ୍ଗି ଯାଇ ଥିଲା ଲୋକ ଙ୍କ ଉପରେ ରାବଣ ପ୍ରତିକୃତି ପଡ଼ିବା ପରେ ଧନ ଧପଡ ଆରମ୍ଭ ହୋଇ ଯାଇ ଥିଲା ।

ପ୍ରତିକୃତି ରେ 7ଜଣ ଦବି ଯାଇ ଥିଲେ ବୋଲି କୁହା ଯାଇଛି ଏହା କୁ ନେଇ କିଛି ସୂଚନା ଆସିଁ ନି କିଛି ଲୋକ ଙ୍କ ଉପରେ ରାବଣ ପ୍ରତିକୃତି ପଡ଼ିବାରୁ ବଞ୍ଚି ଯାଇ ଥିଲେ । ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲ ନିଆ ଯାଇଛି ।

ରାବଣ ପୋଡ଼ି ପାଖର ଲୋକ ଭିଡ ଦେଖି ପୋଲିସ କାର୍ଯ୍ୟାୁଷ୍ଠାନ ନେଇଥିଲେ ସେହି ପେଟ ହରିଆଣାର ଭାଇ କୁମ୍ଭକର୍ଣ୍ଣ ପୁତ୍ର ମେଘନାଦ ପୋଡ଼ା ଯାଇଚି ସେପଟେ ସେହି ହରିଆଣାର ମୂର୍ତ୍ତୀ କୁ ଜେଶୀପି ରେ ଉଠାଇ ରାବଣ ପୋଡ଼ି କରା ଯାଇଥିଲା ।

About odisha news

Check Also

Jhiari କୁ ନେଇ ଫେରାର ହୋଇଗଲା Mousa, ସ୍ତ୍ରୀ ଯାଇ ପହଁଚିଲା ଥାନା, ତାପରେ ଘଟିଲା କିଛି ଏପରି ଯାହା କେହି ବି ବିଶ୍ୱାସ କରିନଥିଲେ…

10 ବର୍ଷ ତଳେ କରିଥିଲେ ପ୍ରେମ ବିବାହ ଏବେ ସ୍ତ୍ରୀ କୁ ଛାଡି ସୁନ୍ଦରୀ ଝିଆରୀ ସହ ମଉସା ଫେରାର …

Leave a Reply

Your email address will not be published.