Breaking News

କ୍ୟାନ୍ସର ରୁ ସୁସ୍ଥ ହେବା ପରେ ଜନ୍ମଦିନ ପାଳନ କଲେ ଅଭିନେତ୍ରୀ ରାଜେଶ୍ଵରୀ ,ଭାଇରାଲ ହଉଛି ଭିଡିଓ

ଯଦି ଆପଣ ମାନେ ଟିଭି ରେ ସିରିଏଲ ଦେଖୁଥିବେ ତେବେ ଆପଣ ମାନେ ଏହି ଇଣ୍ଡଷ୍ଟ୍ରିରେ କାମ କରୁଥିବା ପ୍ରାୟ ଅଭିନେତ୍ରୀ ଏବଂ ଅଭିନେତା ମାନଙ୍କୁ ନିଶ୍ଚୟ ଜାଣିଥିବେ | ଏମିତିରେ ବି ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଏମାନେ ସାଧାରଣତଃ ଏମାନଙ୍କର ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଥାନ୍ତି । ଏମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଏହି ସଫଳତାକୁ ହାସଲ କରିଥାନ୍ତି ।


ଆଜିଆମେ ଏମିତି ଏକ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ଅଭିନୟ ର ବଳ ରେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ସେ ଆଉ କେହି ନୁହେଁ ସେ ହେଉଛନ୍ତି ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ରାଜେଶ୍ଵରୀ ।


ନିକଟରେ ଏହି କିଛି ସମୟ ହେବ ରାଜେଶ୍ଵରୀ ନିଜ ଜନ୍ମ ଦିନ ପାଇଁ ସୋସିଆଲ ମିଡିଆରେ ଖୁବ ଚର୍ଚାରେ ଅଛନ୍ତି । ତାଙ୍କର ଜନ୍ମ ଦିନ ପାଳନର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଆଜିଆମେ ଆପଣ ମାନଙ୍କୁ ରାଜେଶ୍ଵରୀ କିପରି ତାଙ୍କ ଜନ୍ମ ଦିନ ପାଳନ କରିଛନ୍ତି ତାହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ରାଜେଶ୍ଵରୀଙ୍କ ବିଷୟରେ ।


ଆପଣ ମାନେ ତାଙ୍କୁ ନିଶ୍ଚୟ ଓଡିଆ ଟିଭି ସିରିଏଲ ‘ତାରା ତାରିଣୀ’ରେ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ସେ ନିଜର ସୁନ୍ଦର ଭୂମିକା ପଦର୍ଶନ କରି ଲୋକପ୍ରିୟତା ହାସଲ କରିଛନ୍ତି । ରାଜେଶ୍ଵରୀଙ୍କ ଅଭିନୟ ଓ ସୁନ୍ଦରତାକୁ ଦେଖିବା ପାଇଁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରନ୍ତି ।ତେବେ ଗତକାଲି ସେ ‘ତାରା ତାରିଣୀ’ ସେଟରେ ନିଜର ଜନ୍ମ ଦିନକୁ ପାଳନ କରୁଥିବାର ନଜର ଆସିଛନ୍ତି । ତାଙ୍କର ଜନ୍ମ ଦିନ ଉତ୍ସବରେ ‘ତାରା ତାରିଣୀ’ ସିରିଏଲର ସମସ୍ତ କଳାକାର ଉପସ୍ଥିତ ଥିଲେ ।ନିକଟରେ ଏହି କିଛି ବର୍ଷ ହେବ ଓଡିଆ ଟିଭି ଅଭିନେତ୍ରୀ ରାଜେଶ୍ଵରୀ କ୍ୟାନ୍ସର ରୋଗରେ ପୀଡିତ ଥିଲେ । ହେଲେ ବର୍ତ୍ତମାନ ସେ କ୍ୟାନ୍ସର ରୋଗରୁ ସୁସ୍ଥ ହୋଇସାରିଛନ୍ତି ଓ ନିଜ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ମନୋରଞ୍ଜନ କରୁଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

Breaking news – ଆଜିର ଦୁଃଖ ଖବର ଚଳଚ୍ଚିତ୍ର ଏବଂ ସିରିଏଲର ଲୋକପ୍ରିୟ ହିରୋଇନ`ଙ୍କ ମୃତ୍ୟରେ ଖେଳିଗଲା ଶୋକର ଛାୟା, ସବୁଆଡେ ସୁଖର ଲହରୀ ଖେଳିଯାଇଛି….

ନମସ୍କାର ଦର୍ଶକବନ୍ଧୁ ବର୍ତମାନ ସମୟରେ ବଡ଼ ବୁଖା ଦାୟକ ଖବର ଆସିଛି ପ୍ରସିଦ୍ଧ ଅଭିନେତ୍ରୀ ଙ୍କ ଅଭିନୟରେ ଅନେକ କଳାକାର …

Leave a Reply

Your email address will not be published.