Breaking News

ବ୍ୟକ୍ତିଙ୍କୁ ଭାରି ପଡିଲା ସୁନା ର ଡ୍ରେସ, ତାଙ୍କ Saha ହେଲା ଏପରି କିଛି ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ !

ହେଲୋ ଫ୍ରେଣ୍ଡ୍ କଣ ଆପଣମାନେ ଜାଣିଛନ୍ତି ଏହି ଲୋକ ପିନ୍ଧି ଥିବା ସୁନାର ସାର୍ଟ ହିଁ ଏହି ଲୋକ ପାଇଁ କାଳ ପାଲଟି ଗଲା ମାନେ ସେହି ଲୋକର ଜୀବନ ନେଇଗଲା କଣ ଆପଣ ଏହା ଜାଣିଛନ୍ତି ଏହି ଦେଶର ଲୋକମାନେ ଏତେ ଗରିବ ଯେ ସେମାନେ ଖାଇବାରେ ମାଟିର ରୁଟି ଖାଆନ୍ତି ଆପଣ ଜାଣି ଆର୍ଶ୍ଚଯ୍ୟ ହୋଇଯିବେ ସେମାନେ ଏହି ମାଟିର ରୁଟି ସବୁ ଦିନ ଖାଆନ୍ତି କଣ |

ଆପଣ ଏହା ବି ଜାଣିଛନ୍ତି ଗୋଟେ ଏମିତି ଦେଶ ଅଛି ଯେଉଁଠି ଚୋରି କରିବା ଅପରାଧ ନୁହେଁ ମାନେ ସେଠାକାର ସୁପ୍ରିକୋର୍ଟ ସେଠାକାର ଲୋକମାନଙ୍କୁ ଚୋରି କରିବାର ଅନୁମତି ଦେଇଛନ୍ତି ଏମିତି କିଛି ଆଜି ଜାଣିବା ଯାହା ଜାଣି ଆପଣ ଆର୍ଶ୍ଚଯ୍ୟ ହୋଇଯିବେ |

ନମ୍ବର 1 ଏହି ଫଟୋ ରେ ଥିବା 3 ଟି ଝିଅଙ୍କ ମଧ୍ୟରୁ ଜଣେ ରୁମର ବାହାରକୁ ଯାଇ ଚୋରି କରି ଆସି ଏଥି ସୁଧାର ପିଲା ଭଳି ବସିଛି କଣ ଆପଣ କହି ପାରିବେ ଏମାନଙ୍କ ମଧ୍ୟରୁ କିଏ ଚୋର ତାହା କମେଣ୍ଟ ରେ ଜଣାନ୍ତୁ |

ନମ୍ବର 2 କଣ ଆପଣମାନଙ୍କୁ ଡେରିରେ ଶୋଇବାର ଅଭ୍ୟାସ ଅଛି ଏହା କେଉ ଖରାପ ଅଭ୍ୟାସ ନୁହେଁ କାରଣ ସାଇନ୍ସ କୁହେ ଯେଉଁ ମାନେ ଅଧିକ ଇଣ୍ଟେଳିଜେଣ୍ଟ ଥାଆନ୍ତି ଆଉ ଯେଉଁ ମାନଙ୍କର IQ ଲେଭେଲ ଅଧିକ ଥାଏ ପ୍ରକୃତରେ ସେମାନଙ୍କୁ ଡେରିରେ ଶୋଇବାର ଅଭ୍ୟାସ ଥାଏ |

ନମ୍ବର 3 ସୁନାର ସର୍ଟ ପିନ୍ଧି ଗିନିଜ ବୁକ୍ ଅଫ ୱାଲ୍ଡ ରେକର୍ଡ ରେ ନିଜର ଜାଗା କରି ସାରା ଦୁନିଆର ହୋଶ ଉଡେଇଥିବା ଏହି ଲୋକ ଲାଇଫ ଷ୍ଟାଇଲ ହିଁ ଏହି ଲୋକ ପାଇଁ କାଳ ପାଲଟି ଗଲା ଦୁତ୍ତାଫୁଗ୍ଲ ନାମକ ଏହି ଗୋଲ୍ଡ ମ୍ୟାନ ପିନ୍ଧିଥିବା ଏହି ସୁନାର ସାର୍ଟ ର ଦାମ ପାଖା ପାଖି ଦେଢ଼ କୋଟି ଟଙ୍କା କିନ୍ତୁ କଣ ହେବ ଯେଉଁ ଜିନିଷକୁ ଅଧିକ ଭଲ ପାଇଲା ସେହି ଜିନିଷ ହିଁ ଜୀବନ ନେଇ ଗଲା ଗୋଟିଏ ରାତିରେ ଦାତା ଏକୁଟିଆ ଘରକୁ ଫେରିବା ସମୟରେ କିଛି ଲୋକ ତାଙ୍କର ହତ୍ୟା କରି ଦେଲେ ତାହା ପର ଦିନ ପୋଲିସ ଯେତେ ବେଳେ ଚାନ ବିନ କରିଲା ସେହି ସୁନାର ସାର୍ଟ ମଧ୍ୟ ଗାୟପ ଥିଲା |

ନମ୍ବର 4 ଏହି ଫଟୋ ଟି ଆମେରିକାର କୋନରାଡ ସହରର ଗୋଟେ ଦିନ ଦୋକାନକୁ ଗୋଟେ ହରିଣ ଆସିଲା ସେହି ହରିଣଙ୍କୁ ଦୋକାନୀ ମାଲିକ ବିସ୍କୁଟ ଏବଂ କେକ ଖାଇବାକୁ ଦେଲା ହରିଣ ସେ ଶବୁକୁ ଖାଇ ସେଠାରୁ ଚାଲି ଗଲା କିନ୍ତୁ କିଛି ସମୟ ପରେ ହରିଣ ତାର ପୁରା ପରିବାରକୁ ନେଇ ସେଠାକୁ ଆସିଗଲା ଏହାକୁ କୁହନ୍ତି ସମ୍ପର୍କ |

ନମ୍ବର 5 ଆପଣଙ୍କ ଚାହିଁଲେ ମଧ୍ୟ ଆଖିକୁ ଖୋଲିକି ଛିଙ୍କୀ ପାରିବେ ନାହିଁ 99% ଲୋକମାନେ ଆଖି ଖୋଲିକି ଛିଙ୍କି ପାରନ୍ତି ନାହିଁ କେବଳ 1% ଲୋକମାନେ ହିଁ ଏମିତି କରି ପାରନ୍ତି ଆପଣ ମଧ୍ୟ ଚେଷ୍ଠା କରି ଦେଖି ପାରିବେ କିନ୍ତୁ ସାବଧାନ ଏତବି ଜୋରରେ ଚ୍ଛିଙ୍କି ବେନି କି ଆପଣଙ୍କର ଆଖି ସତରେ ବାହାରକୁ ଆସିଯିବ |

ନମ୍ବର 6 ଇଟିଲୀ ଦେଶରେ ଆପଣ ଖାଦ୍ୟ ଜିନିଷର ଚୋରି କରି ପାରିବେ ଏଠାକାର ସୁପ୍ରିକୋର୍ଟ ଖାଇବା ଜିନିଷର ଚୋରି କରିବା କୁ ଅନୁମତି ଦେଇଛନ୍ତି କିନ୍ତୁ ଗୋଟିଏ ସର୍ତ୍ତ ରେ ଆପଣଙ୍କୁ ବହୁତ ଜୋରରେ ଭୋକ ଲାଗୁଥିବ ଏବଂ ଆପଣଙ୍କ ଅବସ୍ଥା ଭୋକରେ ବୋହୁତ ଖରାପ ଏବଂ ଅସମ୍ଭାଳ ହୋଇଥିବ ତେବେ ଯାଇ ଆପଣ ଖାଇବା ଜିନିଷର ଚୋରି କରି ପାରିବେ |

ନମ୍ବର 7 କିନ୍ତୁ ଧନୀ ଲୋକ ମାନେ ଏତେ ଟଙ୍କା ରଖି କଣ ଫାଇଦା ଆଜିବି କିଛି ଏମିତି ଦେଶ ଅଛି ଯେଉଁଠୀ ଲୋକ ମାନଙ୍କୁ ଗୋଟେ ଟାଇମ୍ ଖାଇବାକୁ ମିଳୁନାହିଁ ଯେମିତି ହେତି ନାମକ ଏହି ଦେଶରେ ଏହି ଦେଶର ଜନସଂଖ୍ୟା ପାଖାପାଖି 1 କୋଟି 14 ଲକ୍ଷ ଆପଣମାନେ ଜାଣି ଆର୍ଶ୍ଚଯ୍ୟ ହୋଇଯିବେ ଏମାନଙ୍କ ମଧ୍ୟରୁ 24 % ଲୋକମାନଙ୍କୁ ଗୋଟେ ଟାଇମ୍ ଖାଇବାକୁ ମିଳୁନି ଶୁଣିବାକୁ ବୋହୁତ ଦୁଃଖ ଲାଗୁଛି କିନ୍ତୁ ଏହା ସବୁ ସତ ଏଠି ରହୁଥିବା ଗରିବ ଲୋକମାନେ ମାଟିରେ ଲୁଣ ପାଣି ମିଶାଇ ତାକୁ ଖରାରେ ଶୁଖାଇ ଖାଆନ୍ତୁ ଏମାନଙ୍କର ଏମିତି ଖାଇବା ଦେଖିଲେ ସରା ଦୁନିଆରୁ ଏମାନଙ୍କ ପାଖକୁ ଟଙ୍କା ଏବଂ ଖାଦ୍ୟର ସାହାଯ୍ୟ ଆସିଲା କିନ୍ତୁ କଣ ହେବ ଏଠିବି ରାଜ ନେତା ମାନେ ସେହି ଟଙ୍କା କୁ ଏମାନଙ୍କୁ ନଦେଇ ନିଜର ତକିଆ ତଳେ ଲୁଚେଇ ଦେଲେ |

ନମ୍ବର 8 ଦୁନିଆର ଅଧା ଟଙ୍କା କେବଳ 100 ଜଣଙ୍କ ପାଖରେ ଅଛି ଆମ ପୁରା ପୃଥିବୀରେ ଥିବା 195 ଦେଶରେ ଯେତିକି ଟଙ୍କା ଅଛି ତାହାର ଅଧା ଟଙ୍କା କେବଳ ଦୁନିଆର 100 ଜଣ ଧନୀ ଲୋକଙ୍କ ପାଖରେ ଅଛି |

About odisha news

Check Also

ବର୍ଷା ସହ ଖେଳ Tunguru ଭୋଳ ପାଇଁ ହେଲା କାଳ ଏହି କେସ ରେ ଜେଲ ଗଲେ ଟୁଙ୍ଗୁରୁ ହାତ ଯୋଡି ସମସ୍ତଙ୍କୁ ମାଗିଲେ ସାହାଯ୍ୟ…

ଦର୍ଶକବନ୍ଧୁ ବର୍ଷା ସହିତ ଖେଳ ଟୁଙ୍ଗୁରୁ ପାଇଁ ହେଲା କାଳ ଅଭିଯୋଗରେ ଶେଷରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ ତେବେ …

Leave a Reply

Your email address will not be published.