Breaking News

ବୁଢ଼ୀ ହେଲେଣି କିନ୍ତୁ ଆଜି ଯାଏଁ ବିବାହ କରି ନାହାନ୍ତି ଏହି ଓଡ଼ିଆ ହିରୋଇନି ମାନେ !

ନମସ୍କାର ଦର୍ଶକବନ୍ଧୁ ଆମ ଅଲିଉଡ଼ ଇଣ୍ଡଷ୍ଟ୍ରି ର ବହୁ ସାରା ହିରୋଇନି ମାନେ ଅଛନ୍ତି ଯେଉଁ ମାନେ ବିଭାହ ପାଇଁ ପ୍ରାପ୍ତ ବୟସ ହୋଇଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ବିଭାହ ବନ୍ଧନରେ ବାନ୍ଧି ହୋଇନାହାନ୍ତି ଏହି ଭଳି ହିରୋଇନି ମନ ବିଷୟରେ ଆଜି ଜାଣି ନିଅନ୍ତୁ |

ପ୍ରଥମ ନମ୍ବର ରେ ଆସୁଛନ୍ତି ଲିପି

ଲିପି ବହୁସାରା ସିରିଏଲରେ ଅଭିନୟ କରୁଥିବାର ନିଶ୍ଚୟ ଭାବେ ଦେଖିଥିବେ ସେ ପୂର୍ବରୁ ଆଲବମ ଜଗତ ଜରିଆରେ ଅଲିଉଡ ଇଣ୍ଡଷ୍ଟ୍ରି ଆସିଥିଲେ ବର୍ତମାନ ସମୟରେ ଲିପି ପରୀ 40 ବର୍ଷ ବୟସ ହୋଇଛି କିନ୍ତୁ ଏପର୍ଯ୍ୟନ୍ତ ବିଭାହ ବନ୍ଧନରେ ବାନ୍ଧି ହୋଇନାହାନ୍ତି |

ଏହାପରେ ଆସୁଛନ୍ତି ଅରୁଣୁଧତୀ ଦେବିକା

ଅରୁଣୁଧତୀ ଦେବିକା ବହୁତବ ପୁରୁଣା ହିରୋଇନି ଅଟନ୍ତି ବହୁତ ଦିନ ହେବ ସେ ଓଡ଼ିଆ ସିରିଏଲ ଶିନିମରେ ଅଭିନୟ କରି ସାରିଛନ୍ତି ବର୍ତମାନ ଡେବିକାଙ୍କୁ 37ବର୍ଷ ବୟସ ହୋଇଛି ସେ ଏପର୍ଯ୍ୟନ୍ତ ବିଭାହ କରିନାହାନ୍ତି |

ଏହାପରେ ଆସୁଛନ୍ତି ଦେବଯାନୀ

ଆପଣ ମାନେ ଦେବଯାନୀ କୁ ବହୁ ସରେ ସିନେମା ଓ ଆଲବମ ରେ ଅଭିନୟ କରିଥିବାର ଦେଖିଥିବେ ବର୍ତମାନ ସମୟରେ ଦେବଜାନୀକୁ 36 ବର୍ଷ ବୟସ ହୋଇଛି କିନ୍ତୁ ସେ ଏ ପର୍ଯ୍ୟନ୍ତ ବିବାହ ବନ୍ଧନରେ ବାନ୍ଧି ହୋଇନାହାନ୍ତି |

ଏହା ପରେ ଆସୁଛନ୍ତି ପୁନମ ମିଶ୍ର

ପୁନମକୁ ବ୍ରତମ ସମୟରେ 34 ବର୍ଷ ବୟସ ହୋଇଗଲାଣି ହେଲେ ସେ ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି ଆପଣମାନେ ପୁନମ କୁ ବହୁସାରା ଫିଲ୍ମ ରେ ଅଭିନୟ କରିଥିବା ଦେଖିଥିବେ ଓ ସେ ବାଇଶି ପାହାଚେ କହିଲିବି ମୀନ ଫିଲ୍ମ ରେ ବହୁ ସାରା ଲୋକ ପ୍ରିୟ ହାସଲ କରିଛନ୍ତି |

ଏପରେ ଆସୁଛନ୍ତି ଲିପ୍ସା

ବର୍ତମାନ ସମୟରେ ଲିପ୍ସାଙ୍କୁ 33 ବର୍ଷ ବୟସ ହୋଇଛି ତାହାଲେ ଆପଣ ମାନେ ଲିପ୍ସା କୁ ବହୁ ସାରା ସିନେମା ଓ ସିରିଏଲ ରେ ଅଭିନୟ କରିଥିବାର ଦେଖିଥିବେ ଏହା ପ୍ରାପ୍ତ ବୟସ ହୋଇଥିଲେ ମଧ୍ୟ ଲିପ୍ସା ଏପର୍ଯ୍ୟନ୍ତ ବିବାହ ବିକ୍ରୀ ନାହାନ୍ତି |

About odisha news

Check Also

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସିଛି ପୁରୀ ବେଳା ଭୂମିରେ ମଦ ପିଇ ସୋଇଛନ୍ତି ସବ୍ୟସାଚୀ, କଣ ପାଇଁ କଲେ ଏମିତି ସବ୍ୟସାଚୀ ଦେଖନ୍ତୁ ପୁରା ଖବର !

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସଛି ଓଲିଉର ଜବରଦସ୍ତ ଆକ୍ଟର ସବ୍ୟସାଚୀ ଙ୍କର ଏମିତି କଣ ହୋଇଥିଲା ଆପଣ …

Leave a Reply

Your email address will not be published.