ହେଲୋ ଫ୍ରେଣ୍ଡ୍ସ ଆମ ଓଲିଉଡ଼ ରେ ଏମିତି ଆକ୍ଟର ମାନେ ଅଛନ୍ତି ଯେଉଁମାନଙ୍କ ପ୍ରାପ୍ତ ବୟସ ହୋଇଥିଲେ ମଧ୍ୟ ସେମାନେ ଏପର୍ଯ୍ୟନ୍ତ ବିବାହ ବନ୍ଧନରେ ବାନ୍ଧି ହୋଇ ନାହାନ୍ତି ତେବେ ଆସନ୍ତୁ ଜାଣିବା ସେହି ଆକ୍ଟର ମାନେ ସବୁ କିଏ କିଏ |
ବୁଦ୍ଧାଦିତ୍ୟ ମହାନ୍ତି
ଦର୍ଶକବନ୍ଧୁ ଆପଣମାନେ ବୁଦ୍ଧାଦିତ୍ୟ ଙ୍କୁ ବହୁତ ସାରା ସିନେମା ରେ ଅଭିନୟ କରୁଥିବା ଓ ବହୁତ ସାରା ରିଆଲିଟି ସୋ ରେ ଜଜ ଭାବରେ ଥିବାର ଦେଖିଥିବେ ତେବେ ବନ୍ଧୁଗଣ ବୁଦ୍ଧାଦିତ୍ୟ ମହାନ୍ତି ଙ୍କୁ ବର୍ତ୍ତମାନ ସମୟରେ 43 ବର୍ଷ ବୟସ ହୋଇଗଲାଣି ହେଲେ ସେ ଏପର୍ଯ୍ୟନ୍ତ ବିବାହ ବନ୍ଧନରେ ବାନ୍ଧି ହୋଇନାହାନ୍ତି |
ବୁଲୁ
ଦର୍ଶକବନ୍ଧୁ ଆପଣମାନେ ଓଡ଼ିଆ ଆଲବମ ଅଭିନେତା ବୁଲୁଙ୍କୁ ଆପଣମାନେ ବେଶ ଭଲଭାବରେ ଜାଣିଥିବେ ଓ ତାଙ୍କର ସୁନ୍ଦର ଡ୍ୟାନ୍ସ ଆପଣମାନେ ବହୁତ ସାରା ଆଲବମ ରେ ଦେଖିସାରିଥିଲେ ତେବେ ବନ୍ଧୁଗଣ ବଲୁଙ୍କୁ ବର୍ତ୍ତମାନ ସମୟରେ 41 ବର୍ଷ ବୟସ ହୋଇଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ବିବାହ ବନ୍ଧନ ରେ ବାନ୍ଧି ହୋଇନାହାନ୍ତି |
ଅଶ୍ୱିନ
ତେବେ ଦର୍ଶକବନ୍ଧୁ ଆପଣମାନେ ଲଭ ଗୁରୁ ଅଶ୍ୱିନୀଙ୍କୁ ଆପଣମାନେ ବେଶ ଭଲଭାବରେ ଜାଣିଥିବେ ବହୁତ ସାରା ସିନେମା ରେ ଅଭିନୟ କରୁଥିବା ନିଶ୍ଚିତ ଭାବରେ ଦେଖିଥିବେ ତେବେ ବନ୍ଧୁଗଣ ଅଶ୍ୱିନୀ ଙ୍କୁ 38 ବର୍ଷ ହୋଇଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ବିବାହ କରି ନାହାନ୍ତି |