Breaking News

ବର୍ତମାନର ବଡ଼ ଖବର ପାଣିପାଗ ନେଇ ବଡ଼ ସୂଚନା, ବର୍ଷାରେ ଭିଜିବ ରଥଯାତ୍ରା ୫ଦିନ ହବ ବର୍ଷା କେଉଁ ଜିଲ୍ଲାକୁ କେତେ ଦିନ ହେବ ବର୍ଷା ସମ୍ପୂର୍ଣ ଖବର ଜଣାନ୍ତୁ…

ବର୍ଷାରେ ଭିଜିବ ରଥଯାତ୍ରା ଗୁଳୁଗୁଳିରୁ ମିଳିବ ତ୍ରାହି କାରଣ ଆଗାମୀ 5ଦିନ ଯାଏଁ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭବାନ ରହିଛି ସେଥିପାଇଁ ଆବଶକ୍ୟ ପଦଖେପ ନେବାକୁ ଜିଲ୍ଲା ପ୍ରଶାସନ କୁ ନିଦେର୍ଶ ଦେଇଛନ୍ତି SRC ସମସ୍ତ ପ୍ରକାର ପରିସ୍ତିତର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ SRC ପରାମର୍ଶ ଦେଇଛନ୍ତି ତେବେ ପାଣିପାଗ ବିବାହାଗର ଆକଳନ ଅନୁସାରେ ଆସନ୍ତା କାଲି ସୁନ୍ଦର ଗଡ଼ କେଉଁଝର ଝାସୁଗୁଡା ସମ୍ବଲପୁର ବରଗଡ଼ ନୂଆପଡା ବଲାଙ୍ଗୀରି ଓ କଳାହାଣ୍ଡି ଜିଲ୍ଲାରେ ଗୋଟେରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏହା ଛଡା ବଜ୍ରପାତ ଓ ଘଡ ଘଡି ମାରି ପାରେ |

ତେବେ ଆଜି ସକାଳୁ ଆସନ୍ତା କାଲି ସକାଳ ମଧ୍ୟରେ ସୁନ୍ଦର ଗଡ଼ କେନ୍ଧୁଝର ମୟୁରଭଞ୍ଜ ଅନୁଗୁଳୁ ଢେଙ୍କାନାଳ ବୋଦ୍ଧ ଓ ଯାଜପୁର ଜିଲ୍ଲାରେ ଗୋଟାଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ସେହିପରି ସୁନ୍ଦରଗଡ଼ କେନ୍ଧୁଝର ମୟୁରଭଞ୍ଜ ଦେବଗଡ଼ ସମ୍ବଲପୁର ଅନୁଗୁଳୁ ଢେଙ୍କାନାଳ ବୋଦ୍ଧ ଓ କନ୍ଦମାଲ ଜିଲ୍ଲାରେ ଗୋଟେ କିମ୍ଭା ଦୁଇଟି ସ୍ଥାନରେ ବଜ୍ରପାତ ହେବାର ଆଶଙ୍କା ରହିଛି ସେଥିପାଇଁ ସତର୍କ ସୂଚନା ଜାରି କରାଯାଇଛି |

ସେହି ପରି୧ ତାରିଖ ସକାଳୁ କେନ୍ଧୁଝର ମୟୁରଭଞ୍ଜ ଯାଜପୁର ଭଦ୍ରକ ବାଲେଶ୍ୱର କେନ୍ଦ୍ରାପଡା ଓ କଟକ ଜିଲ୍ଲାରେ ଗୋଟେ ରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ତେବେ 2ତାରିଖ ସକାଳ ଆଠଟାରୁ ୩ ତାରିଖ ସାଢେ ଆଠଟା ପର୍ଯ୍ୟନ୍ତ ଅନୁଗୁଳୁ ଢେଙ୍କାନାଳ ଯାଜପୁର କଟକ ଜଗସିଂପୁର କେନ୍ଧୁଝର ଦେବଗଡ଼ ସୁନ୍ଦରଗଡ଼ ସମ୍ବଲପୁର ସୋନପୁର ଓ ବୌଦ୍ଧ ଜିଲ୍ଲାରେ ଗୋଟେ କିମ୍ଭା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ଅଶଙ୍ଖା ରହିଛି ସେଥିପାଇଁ ସତର୍କ ସୂଚନା ଜାରି କରାଯାଇଛି |

ତେବେ ୩ ତାରିଖ ସକାଳ ସାଢେ ଆଠଟାରୁ 4ତାରିଖ ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ନୂଆପଡା ନବରଙ୍ଗପୁର କଳାହାଣ୍ଡି ବଲାଙ୍ଗୀରି କନ୍ଧମାଳ ବୌଦ୍ଧ ସୋନପୁର ବରଗଡ଼ ସମ୍ବଲପୁର ଝାରସୁଗୁଡା ସୁନ୍ଦରଗଡ଼ କେନ୍ଧୁଝର ଓ ମୟୁରଭଞ୍ଜ ଜିଲ୍ଲାର ଗୋଟେ କିମ୍ଭା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.