Breaking News

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସିଛି ପୁରୀ ବେଳା ଭୂମିରେ ମଦ ପିଇ ସୋଇଛନ୍ତି ସବ୍ୟସାଚୀ, କଣ ପାଇଁ କଲେ ଏମିତି ସବ୍ୟସାଚୀ ଦେଖନ୍ତୁ ପୁରା ଖବର !

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସଛି ଓଲିଉର ଜବରଦସ୍ତ ଆକ୍ଟର ସବ୍ୟସାଚୀ ଙ୍କର ଏମିତି କଣ ହୋଇଥିଲା ଆପଣ ଦେଖିଲେ ଆଚମ୍ବିତ ହୋଇଯିବେ | ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଓଡ଼ିଆ ଲୋକ ପ୍ରିୟ ଅଭିନେତା ମାନଙ୍କ ମଧ୍ୟରୁ ସବ୍ୟସାଚୀ ଆପଣ ମାନେ ଭଲ ଭାବେରେ ଜାଣି ଥିବେ ତାହାଲେ ଅଭିନେତା ସବ୍ୟସାଚୀ ବେଶେ ଚର୍ଚ୍ଚା ରେ ଅଛନ୍ତି ଅଭିନେତା ସବ୍ୟସାଚୀ ବହୁ ସାରା ଚଳଚିତ୍ରରେ ଜବରଦସ୍ତ ଅଭିନୟ ଦେଖାଇ ବେଶେ ଲୋକ ପ୍ରିୟତା ହୋଇ ପାରିଛନ୍ତି |

ତେବେ ସବ୍ୟସାଚୀ ନିଜର ଜବରଦସ୍ତ ଅଭିନୟ ପାଇଁ ସେ ଲୋକ ପ୍ରିୟ ହୋଇପାରିଛନ୍ତି ଆଜି ସାରା ଓଡ଼ିଶାରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି ଓଲିଉଡର ସୁପର ବୟ ସବ୍ୟସାଚୀ ଙ୍କର ଏମିତି ରୂପ ଧାରଣ କରିଥିବା ଦେଖି ଆମ ଓଡ଼ିଆ ଦର୍ଶକମାନେ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି ସବ୍ୟସାଚୀ ଏମିତି ରୂପ କାହିଁକି ଧାରଣ କରିଛନ୍ତି | ଦୀର୍ଘ 2 ବର୍ଷ ପରେ ସବ୍ୟସାଚିଙ୍କର ଆସିବାକୁ ଯାଉଛି ଏକ ନୂଆ ଓଡ଼ିଆ ଚଳଚିତ୍ର ସବ୍ୟସାଚୀଙ୍କ ଆସିବାକୁ ଯାଉଥିବା ଆଗାମୀ ସିନେମାଟି କୌଣସି ତେଲୁଗୁ ସିନେମାର କପି ନୁହେଁ ଏହା ଓଡ଼ିଆ ଏକ ସତ କାହାଣୀ |

ସବ୍ୟସାଚୀ ଙ୍କୁ ଭଲ ଚରିତ୍ର ରେ ଅଭିନୟ ଓ କାହାଣୀ ନ ମିଳିବାରୁ ସେ ଅଭିନୟ କରୁଛନ୍ତି ସବ୍ୟସାଚୀଙ୍କ ଆଗାମୀ ସିନେମା ଓଡ଼ିଆ ସିନେମାକୁ ନୂଆ ପରିଚୟ ଦେବେ ବୋଲି ସମସ୍ତେ ଆସ କରିଛନ୍ତି | ତେବେ ବର୍ତମାନ ସମୟରେ ଏହାର ପ୍ରଥମ ପର୍ଜୟ ସୁଟିଙ୍ଗ ସାରି ଯାଇଥିଲା ଓ ଦ୍ୱତୀୟ ପର୍ଜୟ ସୁଟିଙ୍ଗ ଅଗଷ୍ଟ ମାସ ଆରମ୍ଭ ହେବ | ତେବେ ଚଳଚ୍ଚିତ୍ର ଟିର ନାମ ହେଉଛି ପୁସ୍କର ଏହି ଚଳଚ୍ଚିତ୍ର ରେ ସବ୍ୟସାଚୀ ଏହି ସିନେମାରେ ତରଙ୍ଗ ସିନେମା ପ୍ରଡସନ ରେ ଆସୁଛି |

ସବ୍ୟସାଚିଙ୍କର ପ୍ରଥମ ପର୍ଜୟ ସୁଟିଙ୍ଗ ସେଟର କିଛି ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଏହି ଖବରଟିର ସୂଚନା ସବ୍ୟସାଚୀ ନିଜେ ଜାଣିଛନ୍ତି ଓଡ଼ିଆ ସିନେମା ଏବେ ଫୁଣି ତାର ନିଜସ୍ତ କାହାଣୀକୁ ଫେରୁଛି ତେବେ ବର୍ତମାନ ସବ୍ୟସାଚୀ ଏକ ଓଡ଼ିଆ କାହାଣୀ ରେ ଅଭିନୟ କରୁଛନ୍ତି ଏହା ଦ୍ୱାରା ଓଡ଼ିଆ ସିନେମା ଫୁଣି ଥରେ ତାର ଅସ୍ତିତ୍ୱ ଫେରି ପାଇବ ବୋଲି ଆସ କରାଯାଉଛି |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.