Breaking News

ବର୍ଷାରେ ଭିଜୁଛି ମା ନ୍ୟାୟ ନମିଳିବାରୁ 19ରେ ଓଡ଼ିଶା ବନ୍ଦ ଡାକରା, 12 ଦିନର ଶାନ୍ତି ପୂର୍ଣ୍ଣ ପ୍ରତିବାଦ ନା ନ୍ୟାୟ ମିଳିଲା ନା ମିଳିଲା ସରକାରଙ୍କ ପ୍ରତିଶ୍ରୁତି ଶେଷରେ ହତୋତ୍ସାହିତ ହୋଇ Odisha ବନ୍ଦର ଡାକରା |

ବିଜେପି କଲେଜ ଛାତ୍ରୀ ରୁଚିକା ମହାନ୍ତି ଙ୍କ ଆତ୍ମହତ୍ୟା ପ୍ରସଙ୍ଗର ନିଆଁ ଏବେ ପୁରା ଓଡ଼ିଶାରେ ଖେଳିଗଲାଣି କଲେଜ ସାମ୍ନାରୁ ଧାରଣାରେ ରୁଚିକାଙ୍କ ମା ଓ ଅନ୍ଧୋଲନ କାରୀଙ୍କୁ ପୋଲିସ ଜବରଦସ୍ତ ଉଠାଇନେବା ନ୍ୟାୟ ମାଗୁଥିବା ଏହି ଅସହାୟ ମା କୁ ଘୋଷାରି ଘୋଷାରି କିପରି ଅପଦସ୍ତ କର ଗଲା ପୁରା ଓଡିଶା ଦେଖିଲା ଏହି ଘଟଣାରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିବାକୁ ଜଣେ ମା କୁ ନ୍ୟାୟ ଦେବାକୁ ଓଡ଼ିଶାର ବିଭିନ୍ନ ପାଠ ପଢ଼ୁଥିବା ଛାତ୍ର ଛାତ୍ରୀ ସୁରକ୍ଷାକୁ ନଜରରେ ରଖି ଓଡିଶା ବନ୍ଦ ଡାକରା ଦେଇଛି ନବ ନିରିମାଣ କୃଷକ ସଙ୍ଘଠନ |

ବୁଧବାରରେ ଅନ୍ଧୋଲନ କରୁଥିବା ରୁଚିକାଙ୍କ ମା କୁ ସମର୍ଥନ ଦେବାକୁ ପହଞ୍ଚି ଥିଲେ ଚାଷୀ ନେତା ଅକ୍ଷୟ କୁମାର ଏହି ସମୟରେ ଗୋଟେ ମା ର ଦୁଃଖ ସହିନପାରି ନଥିଲେ | ରୁଚିକା ଙ୍କୁ ନ୍ୟାୟ ଦେବାକୁ 19 ତାରିଖରେ ଓଡିଶା ବନ୍ଦ ଡାକରା ଦେଇଛନ୍ତି ଏହି ବନ୍ଦ ଡାକରାକୁ ବିଭିନ୍ନ ଛାତ୍ର ଛାତ୍ରୀ ସଙ୍ଘଟନ ମଧ୍ୟ ସମର୍ଥନ ଜଣାଇଛନ୍ତି | ଆସନ୍ତା 19 ତାରିଖରେ ନ୍ୟାୟ ପାଇବା ଆଶାରେ ଦିନ କାଟୁଛନ୍ତି |

ଏହି ଘଟଣା ଓଡ଼ିଶାର ହୃଦୟକୁ ଦୋହରେଇ ଦେଇଛି ଏତେ ସବୁ ହେଲା ପରେ ସରକାର ଙ୍କର ଏପର୍ଯ୍ୟନ୍ତ 11 ଦିନ ବିତି ଗଲାଣି ମଧ୍ୟ କୌଣସି ତଦନ୍ତର କଚି ଶୁଣାଣି ବାହାର ନକରି ବରଂ ସାରାକରଙ୍କ ତରପରୁ DCP ନିଜେ କୋଉଛନ୍ତି ରାଗିଙ୍ଗି ହେଇ ନାହିଁ | ସରକାରଙ୍କୁ ଜବାବ ଦେବା ପାଇଁ ଆଗାମୀ 19 ତାରିଖ ଓଡିଶା ବନ୍ଦ ଡାକରା ଓ ନବନରିମାଣ କୃଷକ ସଙ୍ଘଠନ ଓ ଅନେକ କିଛି ସଙ୍ଘଠନ ମିଶି 19 ତାରିଖରେ ଓଡିଶା ବନ୍ଦ ଡାକରା ଦେଇଛନ୍ତି |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.