Breaking News

ବର୍ଷାଙ୍କ ରୋଜଗାର ଏବେ ଟୁଙ୍ଗୁରୁ ଠାରୁ ବି ଅଧିକ…ଆଲବମରେ ଅଭିନୟ କରି କେତେ ଟଙ୍କା ପାଇଲେ ବର୍ଷା….ଦେଖନ୍ତୁ Video !

ବର୍ଷାଙ୍କ ରୋଜଗାର ଏବେ ଟୁଙ୍ଗୁରୁ ଠାରୁ ବି ଅଧିକ ଆଲବମରେ ଅଭିନୟ କରି କେତେ ଟଙ୍କା ପାଇଲେ ବର୍ଷା | ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଟୁଙ୍ଗୁରୁ ଓ ବର୍ଷା ଙ୍କ ପ୍ରେମ କାହାଣୀ ଦିନକୁ ଦିନ ଚର୍ଚ୍ଚାର ବିଷୟ ହେବାରେ ଲାଗିଛି ନିକଟରେ ଟୁଙ୍ଗୁରୁ ଗୀତ ଓ ଭିଡ଼ିଓ ମଧୁ ରିଲିଜି ହୋଇଥିଲା ତେବେ ବର୍ଷା ମଧ୍ୟ ଚାହିଁ ଥିଲେ ସେ ଏବେ ଟୁଙ୍ଗୁରୁ ଭଳି ଫେମସେ ହେବେ ବୋଲି ବର୍ଷା ଏକ ନୂଆ ଆଲମ୍ବରେ ନଜର ଆସିବେ ତେବେ ଏହି ସମ୍ବଧରେ ସେ ମିଡ଼ିଆ ସାମ୍ନାରେ କଣ ମତ ଦେଇଛନ୍ତି ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା |

ତେବେ ମିଡ଼ିଆ ବର୍ଷା ଙ୍କୁ ୱେବହ୍ଲି ପଦକ୍ଷେପ ନେବା କାରଣ ପଚାରି ଥିଲେ ସେତେବେଳେ ସେ ଉତରେ କହିଥିଲେ ସେ କାହିଁକି ସଵାୟୁଵେଲେ କାନ୍ଧି କାନ୍ଧି ଘର କୋଣରେ ରହିବେ ଗୋଟେ ପୁଅ ଯଦି ତାଙ୍କୁ ଗୋଟେ ପୁଅ ଯଦି ଛାଡି ଆଲବମରେ ସୁଟିଙ୍ଗ କରିପାରେ ସେ ମଧ୍ୟ ସୁତିନଜି କରିପାରିବେ ଏବେ ଦୁନିଆକୁ ଦେଖିଆ ପାରିବେ ଟନଙ୍କ ଭିତରେ ମଧ୍ୟ ଟ୍ୟାଲେନ୍ଡ ଅଛି | ବର୍ତମାନ ବର୍ଷା ଭୁବନେଶ୍ୱର ଓ କଟକରେ ସୁଟିଙ୍ଗି କରୁଛନ୍ତି |

କଟକ ର ବାରଙ୍ଗ ରେ ତାଙ୍କର ସୁଟିଙ୍ଗି ଶେଷ ହୋଇ ସାରିଛି ରାତି 4ଟାରୁ କାରରେ ଆସି ସୁଟିଙ୍ଗି ଆରମ୍ଭ କରିଛନ୍ତି ଗୋଟେ ଗୀତାରେ ସେ ହିରୋଇନି ଅଛନ୍ତି ଏବଂ ତାଙ୍କ ସହିତ ଆଉ ଜଣେ ସାଇଟି ହିରୋଇନି ମଧ୍ୟ ଅଭିନୟ କରିଛନ୍ତି ସେ କହିଛନ୍ତି ଯେ ବର୍ତମାନ ସାରା ଦେଶରେ ତାଙ୍କୁ ଚର୍ଚ୍ଚା ଚାଲିଛି ଯେଉଁ କାରଣରୁ ସେ ବହୁତ ଖୁସି ଅଛନ୍ତି |

ତାଙ୍କ ଗୀତାରେ ସେ ପ୍ରଥମ ପାଉଣା ସେ ଟୁଙ୍ଗୁରୁ ଦେବେ ବୋଲି କହିଛନ୍ତି ଏହା ସହିତ ସେ ଘଟଗାଁ ତାରିଣୀ ମିଡ଼ିଆ ସାମ୍ନାରେ ମୁଣ୍ଡିଆ ମାରି ତାଙ୍କୁ ସୁପର ଷ୍ଟାର ବନେଇ ଦେବାକୁ ଅନୁରୋଧ କରିଛନ୍ତି ସେ ମିଡ଼ିଆ ସାମ୍ନାରେ ଟୁଙ୍ଗୁରୁ କୁ କହିଛନ୍ତି ସେ ଯେଉଁଠି ସେ ସୁଟିଙ୍ଗି କରୁଛନ୍ତି ସେ ଭଲରେ କରନ୍ତୁ ବୋଲି ସେ କହିଛନ୍ତି |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.