Breaking News

ବର୍ଷାଙ୍କୁ ଫ୍ୟାମିଲି କୋର୍ଟଙ୍କ କଡ଼ା ଚେତାବନୀ ,୫ ହଜାର ଟଙ୍କା ଜରିମାନେ ଦେବା ସହ ବର୍ଷାଙ୍କୁ କଡ଼ା ତାଗିଦ କରାଯାଇଛି…. ଦେଖନ୍ତୁ Barsha ଏହି ବିଷୟରେ କଣ କୋଉଛନ୍ତି !

ନମସ୍କାର ଦର୍ଶକବନ୍ଧୁ ଚେତାବନୀ ପରେ ଚେତାବନୀ ବର୍ଷାଙ୍କୁ କୋର୍ଟ ର କଢ଼ା ଚେତାବନୀ ବର୍ଷା ପ୍ରିୟଦର୍ଶନୀ ତାଗିଦି କଲା କୋର୍ଟ 5000 ଟଙ୍କା ଜୋରିମାନା ସହ ଏହି ସବୁ ସର୍ତ୍ତ ବର୍ଷାଙ୍କ ସହ ରହିଛିନ୍ତି ଫେମିଲି କୋର୍ଟ | ବର୍ଷା ପ୍ରିୟଦର୍ଶନୀ ଙ୍କ ସାଖ୍ୟ ଗ୍ରହଣ କରାଯିବ ସହ ଅନୁଭବ ମହାନ୍ତିଙ୍କୁ ପିଟିସନରେ ସଂଶୋଧନ ପାଇଁ ଅନୁମତି ଦିଆଯିବ ହେଲେ ଏଥିପାଇଁ ଉଭୟ କୋର୍ଟକୁ ଦେବେ 5 ହଜାର ଟଙ୍କା ଜୋରିମାନା | କୋର୍ଟରେ ବର୍ଷା ଓ ଅନୁଭବଙ୍କ ଉପରେ ଶୁଣାଣି କରି ଏଭଳି ରାୟ ଶୁଣାଇଛନ୍ତି |

ଖାଲି ସେଥିକି ନୁହେଁ କୋର୍ଟ ବର୍ଷାଙ୍କ ସହ ଆଉ କିଛି ସର୍ତ୍ତ ମଧ୍ୟ ରଖିଛି ସର୍ତ୍ତ ଅନୁସାରେ ବର୍ଷା ଭବିଷ୍ୟତରେ କୋର୍ଟରେ ଦାଖଲ କରିବାକୁ ଥିବା ସତ୍ୟ ପାଠରେ କୌଣସି ପ୍ରକାରର ଜାଲିଆତି ଯେମିତି କରିବେ ନାହିଁ | କୋର୍ଟରେ ସେ ଏକ ସତ୍ୟ ପାଠ ଦାଖଲ କରି ପ୍ରତିସ୍ମୁତି ଦେବେ | ବୈବାହିକ ବିଛେଦ ମାମଲା ଫଇସଲା ଲାଗି ସବୁ ପ୍ରକାରର ସହଯୋଗ କରିବେ ବୋଲି ପ୍ରତିସ୍ମୁତି ଦେବେ ବର୍ଷା ପ୍ରିୟଦର୍ଶନୀ |

ଅଯଥାରେ ଶୁଣାଣି ଘୁଞ୍ଚାଇବା ପାଇଁ ପ୍ରାର୍ଥନା କରିବେ ନାହିଁ ହେଲେ ଏହି ସବୁ ଶୁଣାଣି ପରେ ପ୍ରତିଥର ପରି ଅନୁଭବ ମହାନ୍ତି ଉପସ୍ଥିତ ଥିବା ବେଳେ ବର୍ଷା ପ୍ରିୟଦର୍ଶନୀ ଉପସ୍ଥିତ ନଥିଲେ ଯେଉଁଥି ପାଇଁ କୋର୍ଟ ବର୍ଷାଙ୍କ ଉପରେ ରାଗିଯାଇଥିଲା ତେବି ଯଦି ଦେଖିବା କୋର୍ଟଙ୍କ ଏଭଳି ନିଷ୍ପତି ପଛରେ ବର୍ଷାଙ୍କର ହାତ ରହିଛି ବର୍ଷା ପୂର୍ବରୁ କୋର୍ଟ ଆଗରେ ଏମିତି କିଛି କାଣ୍ଡ କରିଛନ୍ତି ଯେଉଁଥି ପାଇଁ ବର୍ଷାଙ୍କ ତାଗିଦି କରିଛନ୍ତି ଫ୍ୟାମିଲି କୋର୍ଟ |

ପୂର୍ବରୁ ଅନେକ ବାର କୋର୍ଟ କୁ ନାଖଜ କରିଛନ୍ତି ବରମ୍ବାର ଶୁଣାଣି ଘୁଞ୍ଚାଇବାକୁ ପ୍ରାର୍ଥନା କରିବା ସହ କୋର୍ଟକୁ ଆସୁନଥିଲେ ବର୍ଷା ଯାହା କରୁଥିଲେ ତାଙ୍କ ଓକିଲଙ୍କ ଜରିଆରେ ହିଁ କରୁଥିଲେ ତେବେ ଏମିତି ସବୁ ବର୍ଷା ଏଥିପାଇଁ କରୁଥିଲେ କି | ସେ ଅନୁଭବ ଙ୍କୁ ହାରସ କରିବା ପାଇଁ ଚାହୁଁଥିଲେ ଏହା ଆମେ କୋଉନୁ ଏମିତି କୋଉଛନ୍ତି ଅନୁଭବଙ୍କ ଓକିଲ |

ଖାଲି ଏତିକି ନୁହେଁ ବର୍ଷା ଫ୍ୟାମିଲି କୋର୍ଟରେ ଯାହା କହିଲେ କହିଲେ ହାଇ କୋର୍ଟରେ ମିଛ ଦେଇଥିଲେ ବର୍ଷା ପ୍ରିୟଦର୍ଶନୀ ଯାହା ଜଣାପଡିଛି କୋର୍ଟ ଏମିତି ରାୟ ଏମିତି ବର୍ଷାଙ୍କ ବିରୋଧରେ ଶୁଣାଇଛନ୍ତି | ସେପଟେ ଅନୁଭବଙ୍କ ପକ୍ଷରୁ ବୈବାହିକ ବିଛେଦ ପିଟିସନ ରେ ସଂଶୋଧନ ଅଦାଲତକୁ ପ୍ରାର୍ଥନା କରାଯାଇଥିଲା ଯାହାକୁ ବର୍ଷାଙ୍କ ତରପରୁ ବିରୋଧ ମଧ୍ୟ କରାଯାଇଥିଲା କିନ୍ତୁ ଅଦାଲତ ଏଥିରେ ଉଭୟଙ୍କୁ ଶୁଣିବା ପରେ ଏହି ସଂଶୋଧନ ଦ୍ୱାରା ମାମଲାର କୌଣସି ପ୍ରକାରର ପରିବର୍ତନ ହଉନଥିବାରୁ ଏଥିପାଇଁ ଅନୁଭବ ତାଙ୍କ ପିଟିସନରେ ସଂଶୋଧନ କରିବାକୁ ଅନୁମୋଦନ କରିଛନ୍ତି କୋର୍ଟକୁ |

About odisha news

Check Also

ବର୍ଷା ସହ ଖେଳ Tunguru ଭୋଳ ପାଇଁ ହେଲା କାଳ ଏହି କେସ ରେ ଜେଲ ଗଲେ ଟୁଙ୍ଗୁରୁ ହାତ ଯୋଡି ସମସ୍ତଙ୍କୁ ମାଗିଲେ ସାହାଯ୍ୟ…

ଦର୍ଶକବନ୍ଧୁ ବର୍ଷା ସହିତ ଖେଳ ଟୁଙ୍ଗୁରୁ ପାଇଁ ହେଲା କାଳ ଅଭିଯୋଗରେ ଶେଷରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ ତେବେ …

Leave a Reply

Your email address will not be published.