Breaking News

ବର୍ଷା ସହ କଲା ଖେଳ ଗିରଫ ହେଲା Tunguru Bhola…ପୁରା ଘଟଣା ଜାଣିଲେ ମୁଣ୍ଡ ପିଟିଦେବେ ଆପଣ…ଦେଖନ୍ତୁ

ହେଲୋ ଫ୍ରେଣ୍ଡ୍ ବର୍ତ୍ତମାନ୍ ର ବଡ ଖବର ଗିରଫ ହେଲା ଟୁଙ୍ଗୁରୁ ଭୋଳ ଲାଗିଗଲା ସାଙ୍ଘାତିକ ଅଭିଯୋଗ ଟୁଙ୍ଗୁରୁ ଓ ବର୍ଷାଙ୍କ ପ୍ରେମ କାହାଣୀ କୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଲାଗି ରହିଥିବା ବେଳେ ସାମ୍ନାକୁ ଆସିଛି ବଡ ଖବର ଓଡ଼ିଶାରେ ଚହଳ ପକାଇଥିବା ଟୁଙ୍ଗୁରୁ ଭୋଳ ଏବେ ଗିରଫ ଦୁ-ଷ୍କ-ର୍ମ ଅଭିଯୋଗ ରେ ଟୁଙ୍ଗୁରୁକୁ ଗିରଫ କରିଛି

ପୋଲିସ ଭରତ ପୁର ଥାନା ହଠାତ୍ ଟୁଙ୍ଗୁରୁକୁ ଗିରଫ କରିଛି ଏବେ ଟୁଙ୍ଗୁରୁ ଜେଲ ରେ ରହିବ ବର୍ଷାଙ୍କ ଦୁ-ଷ୍କ-ର୍ମ କରିଥିବା ଟୁଙ୍ଗୁରୁ ବିରୁଦ୍ଧରେ କିଛି ଦିନ ପୂର୍ବରୁ ବର୍ଷା ଭରତ ପୁର ଥାନା ରେ ଆସି ଅଭିଯୋଗ କରିଥିଲେ କିଛି ଦିନ ପୂର୍ବରୁ ଟୁଙ୍ଗୁରୁ ଏବଂ ବର୍ଷାଙ୍କ ପ୍ରେମ ସମ୍ପର୍କ କୁ ନେଇ ଓଡ଼ିଶା ପଡୁଥିଲା ଉଠୁଥିଲା ବର୍ଷା ଭରତପୁର ଥାନା ଆଗରେ ଆସି ଧାରଣା ଦେଇଥିଲେ

କି ଟୁଙ୍ଗୁରୁ ତାଙ୍କ ସହ ପ୍ରତାରଣା କରୁଛି ଅଟୋ ରେ ବସାଇ ପ୍ରେମ କରୁଥିଲା ଆଉ ଯେବେ ତାର ମନ ଭରିଗଲା ସେବେ ତାଙ୍କୁ ଛାଡି ପଳାଇଲା ଏବେ ସେ ତାଙ୍କୁ ବାହା ହେବେ କହି ଥାନା ଆଗରେ ଧାରଣା ଦେଇଥିଲେ ତେବେ ବର୍ଷାଙ୍କ ର ଅଭିଯୋଗ ପରେ କ୍ୟାମେରା ସାମ୍ନାକୁ ଆସିଥିଲେ ଟୁଙ୍ଗୁରୁ ଭୋଳ ଆଉ କହିଥିଲେ କି ବର୍ଷା ତାଙ୍କୁ ତାଙ୍କ ଘରେ କିଡନାପ କରି ରଖିଥିଲେ

ଓ ଏହାର କିଛି ଦିନ ପରେ ବର୍ଷା ଏବଂ ଟୁଙ୍ଗୁରୁଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଭାଇରାଲ ହୋଇଥିଲା ଯାହା ପରେ ବର୍ଷା ଭରତ ପୁର ଥାନା ରେ ଅଭିଯୋଗ କରିଥିଲେ ଆଉ ସେହି ଅଭିଯୋଗ କୁ ଆଧାର କରି ପୋଲିସ ଏବେ ଟୁଙ୍ଗୁରୁ କୁ ଗିରଫ କରିଛି କିଛି ଦିନ ପୂର୍ବରୁ ଟୁଙ୍ଗୁରୁ ତାଙ୍କ ଘରକୁ କିଛି ଲୋକ ଅତିଆର କରିନେଇଥିବା କହି କ୍ୟାମେରା ସାମ୍ନାରେ ଅଭିଯୋଗ କରିଥିଲେ

କ୍ୟାମେରା ସାମ୍ନାରେ ଟୁଙ୍ଗୁରୁ ସାହାଯ୍ୟ ମଗୁଥିବାର ଦେଖିବା ପାଇଁ ମିଳି ଥିଲା ତେବେ ଭିଡ଼ିଓ ରେ ଟୁଙ୍ଗୁରୁଙ୍କ କହିବା ମୁତାବକ ବରହ୍ମପୁର ରେ ଗତ 8 ବର୍ଷ ହେବ ଜମି ବାଡ଼ି ବିବାଦ ଲାଗି ରହିଛି 30 ଲକ୍ଷ ର ଘରକୁ ଐବୈଧ୍ୟ ଭାବରେ ତିଆରି କରାଯାଇଛି

ବୋଲି ଦର୍ଶାଇ ଛନ୍ତି ତହସିଲଦାର ଓ ବିଡ଼ିଓ ଏନେଇ ସେ ହିଞ୍ଜିଳି ଗାଁ ର ଥାନାରେ ଅଭିଯୋଗ କରିଥିଲେ ବି IIC ତାଙ୍କର କଥା ଶୁଣି ନଥିଲେ ଏଥି ପାଇଁ ଟୁଙ୍ଗୁରୁ ଏହି ମାମଲାରେ ମିଡ଼ିଆ ଭାଇଙ୍କ ସହାୟତା ମାଗିଥିବା ଭିଡ଼ିଓ ରେ ଦେଖିବା ପାଇଁ ମିଳୁଥିଲା ତେବେ ଏବେ ଶେଷ ରେ ଗିରଫ ହେଲେ ଟୁଙ୍ଗୁରୁ ଭୋଲ

About odisha news

Check Also

Jhiari କୁ ନେଇ ଫେରାର ହୋଇଗଲା Mousa, ସ୍ତ୍ରୀ ଯାଇ ପହଁଚିଲା ଥାନା, ତାପରେ ଘଟିଲା କିଛି ଏପରି ଯାହା କେହି ବି ବିଶ୍ୱାସ କରିନଥିଲେ…

10 ବର୍ଷ ତଳେ କରିଥିଲେ ପ୍ରେମ ବିବାହ ଏବେ ସ୍ତ୍ରୀ କୁ ଛାଡି ସୁନ୍ଦରୀ ଝିଆରୀ ସହ ମଉସା ଫେରାର …

Leave a Reply

Your email address will not be published.