Breaking News

Breaking News : ଫାଇନାଲ ତାରିଖ ଆସିଗଲା ମାଟ୍ରିକ ରେଜଲ୍ଟ କୁ ନେଇ, ଏହି ତାରିଖରେ ପ୍ରକାଶ ପାଇବା Matric ରେଜଲ୍ଟ !

ଦର୍ଶକବନ୍ଧୁ ଦିନକୁ ଦିନ ମାଟ୍ରିକ ରେଜଲ୍ଟ ତାରିଖ ଘୁଞ୍ଚି ଘୁଞ୍ଚି ଚାଲିଚି ତେବେ ଆପଣ ମାନେ ପରୀକ୍ଷ ଦେଇଛନ୍ତି ତେବେ ମନରେ ମଧ୍ୟ ଡର ସୃଷ୍ଟି ବଢି ଚାଲି ଥିବ ତେବେ ମାଟ୍ରିକ ରେଜଲ୍ଟ ନେଇ ଆସିଛି ନୂଆ ଘୋଷଣା | ସୂଚନା ଯୋଗ୍ୟ ରାଜ୍ୟରେ ଏପ୍ରିଲ 9 ରୁ ପରୀକ୍ଷା ଆରମ୍ଭ ହୋଇଥିଲା ବେଳେ ମେ 7ରେ ସରି ଥିଲା ଦୁଇ ବର୍ଷ ପରେ ଅଫଲାଇନେ ରେ ପରୀକ୍ଷ ହୋଇଥିଲା ବେଳେ 3003 ପରୀକ୍ଷା କେନ୍ଦ୍ରରେ ମୋଟା 5 ଲକ୍ଷ 71909 ଜଣ ପରୀକ୍ଷା ଦେଇଥିଲେ ପରୀକ୍ଷା ପରିଚାଲ ପାଇଁ ରାଜ୍ୟର 29 ହଜାରରୁ ଅଧିକ ଶିକ୍ଷକ ଶିଖେତ୍ରୀଙ୍କୁ ନିଓଜିତ କରାଯାଇଥିଲା |

58ଟି ମୂଲ୍ୟାୟନ କେନ୍ଦ୍ର ରେ 21 ରୁ ମୂଲ୍ୟାୟନ ପକ୍ରିୟା ଆରମ୍ଭ ହୋଇଥିଲା ତା ଶେଷ ହୋଇ ଯାଇଅଛି କିନ୍ତୁ ଏ ପର୍ଯ୍ୟନ୍ତ ରେଜଲ୍ଟ ଆସିନି ପୂର୍ବରୁ ସୂଚନା ମିଳୁଥିଲା ଜୁନ ଶେଷ ସୁଧାରେ ଆପଣଙ୍କ ମାଟ୍ରିକ ରେଜଲ୍ଟ ଦେଖିବାକୁ ମିଳିବ ତା ମଧ୍ୟ ହେଲାନି | ତେବେ ଆପଣ ଦେଖି ପାରୁଥିବେ ଜୁନ 29 ତାରିଖରେ ଆପଣଙ୍କୁ ଏକ ନୂଆ ସୂଚନା ମିଳିବ ଯେଉଁଥିରେ ଆପଣଙ୍କୁ ମାଟ୍ରିକ ରେଜଲ୍ଟ ର ସଠିକ ତାରିଖ ଦିଆଯିବ |

ଜୁଲାଇର ପ୍ରଥମ ସପ୍ତାହ ରେ ଆପଣଙ୍କୁ ସଠିକ ରେଜଲ୍ଟ ଦେଖିବାକୁ ମିଳିବ ତାହା କେଉଁ ତାରିଖରେ ବାହାରିବା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ ତେବେ ଯାହା ଆଜି 30 ତାରିଖ ଗାଁ ମାଧ୍ୟମକୁ ନୂଆ ରିପୋଟ ଦେବେ ମନ୍ତ୍ରୀ ସୌମ୍ୟରଞ୍ଜନ ଦାସ ଜୁଲାଇ ପ୍ରଥମ ସପ୍ତାହ ରେ ପ୍ରକାଶ ପାଇବା ମାଟ୍ରିକ ରେଜଲ୍ଟ ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାସ | ଯାହାକି ଏବେ ପରୀକ୍ଷା ଖାତା ପୁରା ଦେଖା ସାରିଥିବା ପରେ ଅନ୍ୟାନ କାର୍ଯ୍ୟ ଚାଲିଛି ରେଜଲ୍ଟ ପ୍ରକାଶିତ ତାରିଖ ଘୋଷଣା ହୋଇନଥିବା ବେଳ ଖୁବୁ ଶୀଘ୍ର ଏସମ୍ପର୍କରେ ଜଣାଇ ଦିଆଯିବ ବୋଲି କହିଛନ୍ତି ଯାହାକି ଆଜି ମଧ୍ୟ ଆପଣଙ୍କୁ ଦେଖିବାକୁ ମିଳିବ |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.