ବନ୍ଧୁଗଣ ୫ ଦିନ ପର୍ଯ୍ୟନ୍ତ ଭିଜିବା ସାରା ରାଜ୍ୟ 24 ଘଣ୍ଟା ମଧ୍ୟରେ ୧୧ ଟି ଜିଲ୍ଲା ରେ ପ୍ରବଳ ବର୍ଷା ଜାରି ହେଲା ସତର୍କ ସୂଚନା ଉପକୂଳ ଓଡିଶା ଓ ଏହାରି ପ୍ରସଵର୍ତୀ ଅଞ୍ଚଳରେ ବାୟୁ ମଣ୍ଡଳ ଉପରେ ଏକ ଘୃଣି ବଳୟ ସମୁଦ୍ର ପତନ ଠାରୁ 3.1ରୁ ୫ ଦଶମିକ ୮ କିଲୋ ମିଟର ଉଚ୍ଚତା ସକ୍ରୟ ରହିଛି ଏହାର ପ୍ରଭାବରେ ରାଜ୍ୟର ତମାମ ଏହି ସବି ଜିଲ୍ଲାରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସହ କାଳବୈଶାଖୀ ର ସମ୍ଭାବନା ରହିଥିଲା ବେଳେ ଆଗାମୀ 24 ଘଣ୍ଟ ମଧ୍ୟରେ ରାଜ୍ୟର ୧୧ ଟି ଜିଲ୍ଲାରେ ପ୍ରବଳ ବର୍ଷା ରହିଛି ବୋଲି କହିଛି ଭୁବେନଶ୍ୱର ସ୍ତିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର |
ତେବେ ଦର୍ଶକବନ୍ଧୁ ତେବେ କେଉଁ କେଉଁ ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି ଜଣାନ୍ତୁ | ତେବେ ଆଗାମୀ 24 ଘଣ୍ଟା ମଧ୍ୟରେ ଅର୍ଥାତ ଜୁଲାଇ ୧ ତାରିଖ ଶୁକ୍ରବାର ମଧ୍ୟାନ ସୁଦ୍ଧା ରାଜ୍ୟର ଗଜପତି କନ୍ଧମାଳ ନୟାଗଡ଼ ଖୋର୍ଦ୍ଧା କଟକ ଢେଙ୍କାନାଳ ବୌଦ୍ଧ କେନ୍ଧୁଝର ମୟୁରଭଞ୍ଜ ଓ ସୁନ୍ଦରଗଡ଼ ଏହି ୧୧ ଟି ଜିଲ୍ଲାର ଗୋଟେ କିମ୍ଭା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି ରାଜ୍ୟର ଅନ୍ୟ ଜିଲ୍ଲା ମାନଙ୍କରେ ଗୋଟେ କିମ୍ଭା ଦୁଇଟି ସ୍ଥାନରେ ହାଲୁକରୁ ମାଧ୍ୟମ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନ ରେ ଏକ ସତର୍କ ସୂଚନା ଜାରି କରିଛି ଭୁବେନଶ୍ୱର ସ୍ତିତ ଆଞ୍ଚଳିକ ପାଣିପାଗ ବିଭାଗ |
ଏହାକୁ ଦୁଷ୍ଟିରେ ରଖି ଭବନେଶ୍ୱର ସ୍ତିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲା ଗୁଡିକ ପାଇଁ ସତର୍କ ସୂଚନା ଜାରି କରାଯାଇଛି ସେହିପରି ଏହି ସମୟ ମଧ୍ୟରେ ଅଭ୍ୟନ୍ତରଣ ଓଡିଶାରୁ ଆରମ୍ଭ କରି ପଶ୍ଟିମ ଓଡିଶା ଓ ଉତର ଓଡିଶା ଓ ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡିକରେ ଅନେକ ସ୍ଥାନରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା କିମ୍ଭା ବଜ୍ରପାତ ହେବାର ସମ୍ଭାବନା ରହିଛି ଭୁବନେଶ୍ୱର ସ୍ତିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି |
ତେବେ ଭୁବେନଶ୍ୱର ଓ କଟକ ଅଖା ପାଖ ଅଞ୍ଚଳର ଆକାଶ ଆଂଶିକ ମେଘୁଆ ରହିବ ସହିତ ଭୁବନେଶ୍ୱର କିଛି ସ୍ଥାନରେ ମଧ୍ୟମରୁ ହାଲୁକା ବର୍ଷା ସହ ବର୍ଷା ଓ କଟକର କିଛି ସ୍ଥାନରେ ହାଲୁକା ବର୍ଷା ବର୍ଷା ସହିତ ବର୍ଷା ହୋଇପାରେ |
Check Also
ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !
କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …