Breaking News

ବିୟର ଶରୀର ପାଇଁ କେତେ ଲାଭ ଦାୟକ ହୋଇଥାଏ, ନିହାତି ଜାଣି ରଖିବା ଦରକାର…

ଦର୍ଶକବନ୍ଧୁ ଗବେଷଣା ରେ ଖୁଲାସ ଯଦି ବିଅର୍ ସୀମିତ ମାତ୍ର ରେ ପିଉଥାନ୍ତି ତେବେ ଶରୀର ପାଇଁ ଲାଭ ଦାୟକ। ବିଅର ପ୍ରସ୍ତୁତି ପାଇଁ ଅଙ୍ଗୁରୁ କୁ ସଢା ଯାଇ।ଅଧିକାଂଶ ସମୟ ସେବନ ଏହା ଶ୍ଵସ୍ତ ପାଇଁ ହାନିକାରକ ବୋଲି କୁହାଯାଏ | କିନ୍ତୁ ଗବେଷଣା ରେ କୁହାଯାଇଛି ଯଦି ଵିଅର୍ ସୀମିତ ମାତ୍ର ରେ ପିଆଯାଉଛ ରଲଟେବେ ଶରୀର ପାଇଁ ଲାଭ ଦାୟକ ଅଟେ | ସୀମିତ ମାତ୍ର ରେ ଵିଅର ସେବନ ରେ ହୋଇଥିବା ଉପକାର ବିଷୟ ରେ ଚାଲନ୍ତୁ ଜାଣିବା।ଚିନ୍ତା ଦୂର କରିଥାଏ।କିନ୍ତୁ ଆଲକୋହଲ କୁ ଦେହ ପାଇଁ ଖରାପ ବୋଲି କୁହାଯାଇଥାଏ ତେବେ ସୀମିତ ମାତ୍ର ରେ ବୀଅର ସେବନ ଦେହ ପାଇଁ ଭଲ ହୋଇଥାଏ |

ଆଜିକାଲି ଚିନ୍ତା ଓ ଥକା ପଣ ଲାଗିବା ଆଜି ପାଇଁ ଏକ ସାଧାରଣ ସମସ୍ୟା ଅଟେ ଗୋଟିଏ ଘଟଣା ରୁ କୁହାଯାଇଛି ଜେ ଵିଆର ସେବନ କରିବା ଦ୍ୱାରା ଏହି ସବୁ ସମସ୍ୟା ଦୂର ହୋଇଯାଇଥାଏ | କିନ୍ତୁ ୩୫୦ ମିଲି ରୁ ଅଧିକ ପେଇବା ଉଚିତ୍ ନୁହଁ ଯଦି କିଡନୀ ରେ ଷ୍ଟୋନ ସମସ୍ୟା ଦେଖାଦେଇଥାଏ ତେବେ ଵିଅର୍ ପିଇବା ଦ୍ଵାରା ପରିସ୍ରା ରେ ବହାରିଯାଇଥାୟେ | ସେଥିପାଇଁ ଷ୍ଟୋନ ସମସ୍ୟା ଥିଲେ ଵିଅର୍ ପାଇବାକୁ କୁହାଯାଇଥାଏ | ଏହା ସେବନ କରିବା ସ୍କିନ ପାଇଁ ଲାଭ ଦାୟକ।

ଵିଅର୍ ପିଇବା ଦ୍ଵାରା ତ୍ଵଚା ରେ ଚମକ ଆସିଥାଏ ଅଲଜାଇମାର ସମସ୍ୟା ପାଇଁ ଲାଭ ଦାୟକ ଵିଅର୍ଅ ଲଜାଇମର ପାଇଁ ଶୁଣିବା ସମସ୍ୟା ଦେଖାଦେଇଥାଏ ଓ ଭୁଲିବା ସମସ୍ୟା ଦେଖାଦେଇଥାଏ | କୁହାଯାଏ ଯେ ସୀମିତ ମାତ୍ର ରେ ଵିଅର୍ ସେବନ କରି ଏହି ସମସ୍ୟା ରୁ ଦୂରେଇ ରହିପାରିବ ଵିଆର୍ ରେ ଥିବା ସିଲିକନ୍ ଏହି ବେମାରୀ ପାଇଁ ଲାଭଦାୟକ | କିଛି ଗବେଷଣା ରୁ କୁହାଯାଇଛି ଜେ ୭୫ ମିଲିଗ୍ରମ୍ ବୀଅର ସେବନ ଦ୍ଵାରା ଅଳ୍ସର୍ ସମସ୍ୟା ଦୂର ହୋଇଥାଏ ବୀଅର କୁ ସୀମିତ ମାତ୍ର ରେ ସେବନ କରିବା ଆବଶ୍ୟକ। ଵିଅର୍ ଅଧିକ ସେବନ କରିବା ଦ୍ୱାରା ଶରୀର ପାଣି କଷ୍ଟ ଦାୟକ ହୋଇଥାଏ |

About odisha news

Check Also

ଟମାଟୋ ଖାଉଥିଲେ ହୋଇ ଯାଆନ୍ତୁ ସାବଧାନ, ନହଲେ ହୋଇପାରେ ଏମିତି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…

ଦର୍ଶକବନ୍ଧୁ ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ମତରେ ଟମାଟୋ ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ଏହା ଦୃଷ୍ଟି ଶକ୍ତି ବଢାଇବା ଠାରୁ …

Leave a Reply

Your email address will not be published.