ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କହିବାକୁ ଯାଉଛୁ ମହାପୁରୁଷଙ୍କ ମାଳ ମାଳ ହୋଇ ରଚିତ ହୋଇଥିବା ମାଳିକା ବିଚାର ବିଷୟରେ। ତେବେ ଆପଣ ମାନେ ଜାଣିଥିବେ ଛଅ ସହ ବର୍ଷ ତଳେ ଲେଖା ହୋଇଥିବା ଏହି ମାଳିକା ଆମ ପାଇଁ ଆମ ଭବିଷ୍ୟତରେ କଣ ସବୁ ଘଟିବ ଏ ନେଇ ମହାପୁରୁଷ ମାନେ ଏହି ମାଳିକା ରେ ଲେଖିଛନ୍ତି। ଆଉ ଆମେ ମାନେ ଏହି ମାଳିକା ବିଚାର କୁ ପଢି ସତର୍କ ହୋଇଥାଉ। ଏହି ମାଳିକା ରେ ମହାପୁରୁଷ ମାନେ ବହୁତ କିଛି ତଥ୍ୟ ଆମ ମାନଙ୍କ ପାଇଁ ଦେଇଛନ୍ତି।
ତେବେ ବନ୍ଧୁଗଣ ଆଜି ଆମେ ଜାଣିବା ମାଳିକା ପ୍ରକାଶିତ ହୋଇଥିବା ଜଗତସିଂହପୁର ଜିଲ୍ଲାର ମହାବୀର ମନ୍ଦିର ବିଷୟରେ।ତେବେ ଛଅ ସହ ବର୍ଷ ତଳେ ମହାପୁରୁଷ ମାନେ ଆମ ମାନଙ୍କ ପାଇଁ ରଚନା କରିଯାଇଥିଲେ ମାଳିକା ତେବେ ଆମ ମାନଙ୍କୁ ସତର୍କ କରିବା ପାଇଁ ମହାପୁରୁଷ ମାନେ ଏହି ମାଳିକା ରଚନା କରିଥିଲେ।
ତେବେ ବନ୍ଧୁଗଣ ମହାପୁରୁଷ ମାନେ ମାଳିକା ଶାସ୍ତ୍ର ଦ୍ୱାରା ଆମ ମାନଙ୍କୁ ସତର୍କ କରିଛନ୍ତି।ଏହି ମାଳିକା ଶାସ୍ତ୍ର କାହାକୁ ଭୟବିତ କରିବା ପାଇଁ ନୁହେଁ ଏହା ଆମ ମାନଙ୍କ ଭଗବାନ ଙ୍କର ପ୍ରତି ଥିବା ଭକ୍ତି ଭାବ ସୃଷ୍ଟି କରିବା ଓ ଅନ୍ୟାୟ ପଥରୁ ବାହାରିବା ପାଇଁ।ଏହି ମହାବୀର ମନ୍ଦିର ର ପୂଜକ ଙ୍କର କହିବା କଥା ଏହି ମନ୍ଦିର କୁ ଅନେକ ଲୋକ ଆସିଥାନ୍ତି।
ଯେଉଁ ଲୋକମାନଙ୍କ ପିଲା କଥା କହି ପାରୁ ନାହାଁନ୍ତି କି ପାଟି ଫିଟୁନାହିଁ ସେମାନେ ଏଠି ମାନସିକ କରିଥାନ୍ତି ଓ କୁଲା ଢାଲା ବାନ୍ଧିଥାନ୍ତି। ତେବେ ଏହି ମନ୍ଦିର ପୂଜକ ଙ୍କର କହିବା କଥା ବଡ ବଡ ମେଡିକାଲରେ ରୋଗୀ ମାନେ ଭଲ ହେବ ପାଇଁ ଏଠାକୁ ଆସିଥାନ୍ତି। ଏହି ମନ୍ଦିର ର ପାଦୁକ ପାଣି ରେ ସବୁକିଛି ରୋଗ ଭଲ ହୋଇଯାଏ ବୋଲି ବିଶ୍ୱାସ ରହିଛି। ତେବେ ଯିଏ ଏଠାକୁ ଆସିଛି ସେ କେବେ ଖାଲି ହାତରେ ଫେରି ନାହିଁ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ