Breaking News

ଆଶ୍ଚର୍ଯ୍ୟ ଖବର – ବିଶ୍ୱର ସବୁଠାରୁ ବଡ଼ କାର, ଯାହାକୁ ଦେଖିଲେ ଆପଣଙ୍କ ହୋସ ଉଡିଯିବ !!

ଦର୍ଶକବନ୍ଧୁ ବିଶ୍ୱର ସବୁଠାରୁ ଲମ୍ବା କାର ଏହାର ଦାମ ଜାଣିଲା ପରେ ଆପଣ ମୁଣ୍ଡରେ ହାତ ଦେବେ | ଆମେ ବିଭିନ୍ନ ପ୍ରକାର କାର ସମ୍ପର୍କ ମଧ୍ୟରେ ଜାଣିଥିବା କିନ୍ତୁ ଆପଣ ସବୁଠାରୁ ବିଳାଶ ପୂର୍ଣ୍ଣ କାର ସମ୍ପର୍କ ବିଷୟରେ ଶୁଣିଛନ୍ତିକି ଆମେ ବର୍ତମାନ ବିଶ୍ୱର ସବୁଠାରୁ ବିଳାଶ ପୂର୍ଣ୍ଣ କାର ବିଷୟରେ ଜାଣିବା

ଏହାକୁ ବିଶ୍ୱର ସବୁଠାରୁ ଲମ୍ୱା କାର କୁହାଯିବାର କାରଣ ହେଉଛି ଏହାର ଲମ୍ବ ହେଉଛି ଏକ ସହ ଫୁଟ ଏହାର ଲମ୍ବ ହୋଇଥିବାରୁ ଏହି କାରରେ 70 ଜଣ ଲୋକ ବସି ପାରିବେ ଏହା ଏତେ ଲମ୍ବ ହୋଇଥିବାରୁ ଅନେକ ବିଳାଶ ପୂର୍ଣ୍ଣ ଵେବସ୍ତା ରହିଛି ଯାହା ସମ୍ପର୍କରେ କେବେ କେହି ଚିନ୍ତା କରିନଥିବେ | ଏହାର ନାମ ହେଉଛି ଆମେରିକାନ ଟ୍ରିପ ଏହା ଆମେରିକା ଦେଶର ଅଟେ |

ତେବେ ଏହି କାର 100 ଫୁଟ ଲମ୍ୱ ହେବା ସହିତ ଏଥିରେ ମଧ୍ୟ 26 ଟି ଚକ ଲାଗିଛି ଏହା ସହିତ ଏହାକୁ ଏତେ ଲମ୍ବ କରାହେବାର କାରଣ ହେଉଛି ଅନେକ ବ୍ୟବସ୍ତା କରାଯାଇଛି ଯେପରିକି ଏହାକୁ ଛୋଟ ହୋଟେଲ କହିଲେ ମଧ୍ୟ କିଛି ଭୁଲ ହବନି ଏଥିରେ ଗାଧେଇବା ପାଇଁ ସୁଇମିଙ୍ଗ ପୁଲ ମଧ୍ୟ ରହିଛି ତା ସହିତ ମଧ୍ୟ ହେଲିପିଏଡ ରହିଛି ଏହି ସମସ୍ତ ଦିନିଷ କୌଣସି କାରରେ ମଧ୍ୟ ନାହିଁ |

ଏପରି କାର ସମ୍ପର୍କ ବିଷୟରେ କେହି କେବେ ଚିନ୍ତା କରିନଥିବେ କିନ୍ତୁ ଏହାପରେ ମଧ୍ୟ ଏପରି ହୋଇଛି ଏହା ସହିତ ଏହି କାର ମଧ୍ୟ କୌଣସି ଆଶ୍ଚର୍ଯ୍ୟ ଠାରୁ କମ ମଧ୍ୟ ନୁହେଁ ଏହି କାରର ଇତିହାସ ଦେଖିଲେ ଏହା ଜଣା ପଡ଼ିଥାଇକି ଏହାକୁ କୋଉ ଫିଲ୍ମ ସୁଟିଙ୍ଗ ପାଇଁ ତିଆରି କରାଯାଇଛି ଏହାକୁ ତିଆରି କରିଯିବା ସହ ଅନ୍ୟାନ ଫିଲ୍ମ ପାଇଁ ମଧ୍ୟ ତିଆରି କରାଯାଇଥିଲା |

ତେବେ ଏହି କାର ସେହି ସମୟରେ ପ୍ରସିଦ୍ଧ ହୋଇଥିଲାକି ଏହାକୁ ଅନେକ ଧନୀ ଲୋକ ଭଡାରେ ନେଇ ମଧ୍ୟ ବ୍ୟବହାର କରନ୍ତି ସେହି ସମୟରେ ଏହି କାରର ଭଡ଼ା ଘଣ୍ଟା ପ୍ରତି 14000 ଟଙ୍କା ଏହା ସହିତ ସେହି କାରକୁ ସେହି ସମୟରେ ଅନେକ ଲୋକ ବ୍ୟବହାର କରିବା ସହିତ ଏହାକୁ ଅନେକ ଲୋକ ପସନ୍ଦ କରିବାକୁ ଲାଗିଲେ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.