Breaking News

ବିଶ୍ୱରେ ରହିଛି ଏମିତି ୫ଟି ଦେଶ ଯେଉଁଠି କେବେ ବି ରାତି ହୁଏ ନାହିଁ।

ଦର୍ଶକବନ୍ଧୁ ବିଶ୍ବ ର ଏହି ୫ ଦେଶ ଯେଉଁଠି କେବେବି ରାତି ହୁଏନି | ସୂର୍ଯ୍ୟ ଉଦୟ ପରେ ଚନ୍ଦ୍ର ଲୁଚିଯାଏ ଏବଂ ଚନ୍ଦ୍ର ଦୁବିଯିବ ପରେ ସୂର୍ଯ୍ୟ ଉଦୟ ହୋଇଥାଏ ଏହା କୌଣସି ନୂଆ କଥା ନୁହେଁ | ଏହା ସୃଷ୍ଟି ର ନିୟମ କିନ୍ତୁ ବିଶ୍ବ ରେ ଏଭଳୀ ୫ ଟି ଦେଶ ଅଛି ଯେଉଁଠି କେବେବି ରାତି ହୁଏନି | ଆପଣ ଜାଣିଛନ୍ତି କି ଫିନଲ୍ୟାଣ୍ଡ ନରୱେ ସୁଡେନ୍ ଆଇସଲ୍ୟାଣ୍ଡ ଏବଂ କାନାଡା ରେ ରାତି ହୁଏନାହିଁ ଫିନଲ୍ୟାଣ୍ଡ‌ ଉତ୍ତର ୟୁରୋପ ର ଫେନୋସ ଗାର୍ଡିଆନ୍ କ୍ଷେତ୍ର ରେ ଫିନଲ୍ୟାଣ୍ଡ ଅବସ୍ଥିତ ଏହି ଦେଶ ରେ ଅଧିକାଂଶ ଅଞ୍ଚଳ ରେ ଗରମ ଅନୁଭୂତ ହୋଇଥାଏ | ପାଖାପାଖି ୭୩ ଦିନ ଏଠାରେ ସୂର୍ଯ୍ୟ ଉଦୟ ହୋଇନଥାଏ |

ନରୱେ,ଏହି ଦେଶ ରେ ମେ ମାସ ରୁ ଜୁଲାଇ ମାସ ପର୍ଯ୍ୟନ୍ତ ପାଖାପାଖି ୭୬ ଦିନ ସୁର୍ଯ୍ୟ ଉଦୟ ହୋଇନଥାଏ ଏହି କାରଣ ରୁ ନରୱେ କୁ ଲଣ୍ଡ ଅଫ ଦି ମିଡନାଇଟ ବୋଲି କୁହାଯାଏ | ସ୍ଵିଡେନ ଉତ୍ତର ୟୁରୋପ ର ବାଲଡିକ ସାଗର ରେ ଏହି ସହର ଅବସ୍ତିତ | ଏଠାରେ ମେ ମାସ ରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ସୂର୍ଯ୍ୟ କେବେବି ଅସ୍ତ ହୁଏନାହିଁ | ବାକି ୮ ମାସ ରେ ବିଳମ୍ବିତ ରାତିରେ ସୂର୍ଯ୍ୟ ଅସ୍ତ ହୋଇ ପୁଣୀ ଭୋରୁ ୪ ଟା ୩୦ ରେ ଉଦୟ ହୋଇଥାଏ ଆଇସଲ୍ୟାଣ୍ଡ ଏହା ଏଭଲି ଏକ ଦେଶ ମେ ମାସ ରୁ ଜୁଲାଇ ମାସ ପର୍ଯ୍ୟନ୍ତ ସୂର୍ଯ୍ୟ କେବେବି ସୂର୍ଯ୍ୟ ଅସ୍ତ ହୁଏନାହିଁ |

ବିଳମ୍ବିତ ରାତିରେ ଲୋକେ ଏଠି ଖରା ର ଆନନ୍ଦ ନେଇଥାନ୍ତି କାନାଡା ମୋଟ କ୍ଷେତ୍ରଫଳ ଓ ଭୂମି କ୍ଷେତ୍ରଫଳ ଦୃଷ୍ଟିରୁ ବିଶ୍ବ ର ସବୁଠୁ ବଡ଼ ଦେଶ ହଉଛି | କାନାଡା ଏକ ବିକଶିତ ଦେଶ ପ୍ରତି ବ୍ୟକ୍ତି ର ଆୟ ବିଷୟ ରେ ବିଶ୍ଵ ର ୭ ମା ସ୍ଥାନ ରେ ରହିଛି କାନାଡା ୫୦ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଏଠାରେ ଅସ୍ତ ହୋଇନଥାଏ କାନାଡା ର କିଛି ଅଂଶ ରେ ଏଭଳି ଦେଖାଯାଇଥାଏ |

About odisha news

Check Also

ଜଣେ ଗରିବ ଝିଅ କେମିତି ହେଲା ନଡ଼ିଆ ରାଣୀ ମା ତାରିଣୀ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଦର୍ଶକବନ୍ଧୁ ତାରିଣୀ ମନ୍ଦିର କେନ୍ଦୁଝର ଜିଲ୍ଲା ଘଟ ଗାଁ ରେ ଥିବା ଏକ ଠାକୁରାଣୀ ମନ୍ଦିର ଏଠାରେ ଅଧିଷ୍ଟାତି ଦେବୀ …

Leave a Reply

Your email address will not be published.