ଦର୍ଶକବନ୍ଧୁ ବିଶ୍ବ ର ଏହି ୫ ଦେଶ ଯେଉଁଠି କେବେବି ରାତି ହୁଏନି | ସୂର୍ଯ୍ୟ ଉଦୟ ପରେ ଚନ୍ଦ୍ର ଲୁଚିଯାଏ ଏବଂ ଚନ୍ଦ୍ର ଦୁବିଯିବ ପରେ ସୂର୍ଯ୍ୟ ଉଦୟ ହୋଇଥାଏ ଏହା କୌଣସି ନୂଆ କଥା ନୁହେଁ | ଏହା ସୃଷ୍ଟି ର ନିୟମ କିନ୍ତୁ ବିଶ୍ବ ରେ ଏଭଳୀ ୫ ଟି ଦେଶ ଅଛି ଯେଉଁଠି କେବେବି ରାତି ହୁଏନି | ଆପଣ ଜାଣିଛନ୍ତି କି ଫିନଲ୍ୟାଣ୍ଡ ନରୱେ ସୁଡେନ୍ ଆଇସଲ୍ୟାଣ୍ଡ ଏବଂ କାନାଡା ରେ ରାତି ହୁଏନାହିଁ ଫିନଲ୍ୟାଣ୍ଡ ଉତ୍ତର ୟୁରୋପ ର ଫେନୋସ ଗାର୍ଡିଆନ୍ କ୍ଷେତ୍ର ରେ ଫିନଲ୍ୟାଣ୍ଡ ଅବସ୍ଥିତ ଏହି ଦେଶ ରେ ଅଧିକାଂଶ ଅଞ୍ଚଳ ରେ ଗରମ ଅନୁଭୂତ ହୋଇଥାଏ | ପାଖାପାଖି ୭୩ ଦିନ ଏଠାରେ ସୂର୍ଯ୍ୟ ଉଦୟ ହୋଇନଥାଏ |
ନରୱେ,ଏହି ଦେଶ ରେ ମେ ମାସ ରୁ ଜୁଲାଇ ମାସ ପର୍ଯ୍ୟନ୍ତ ପାଖାପାଖି ୭୬ ଦିନ ସୁର୍ଯ୍ୟ ଉଦୟ ହୋଇନଥାଏ ଏହି କାରଣ ରୁ ନରୱେ କୁ ଲଣ୍ଡ ଅଫ ଦି ମିଡନାଇଟ ବୋଲି କୁହାଯାଏ | ସ୍ଵିଡେନ ଉତ୍ତର ୟୁରୋପ ର ବାଲଡିକ ସାଗର ରେ ଏହି ସହର ଅବସ୍ତିତ | ଏଠାରେ ମେ ମାସ ରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ସୂର୍ଯ୍ୟ କେବେବି ଅସ୍ତ ହୁଏନାହିଁ | ବାକି ୮ ମାସ ରେ ବିଳମ୍ବିତ ରାତିରେ ସୂର୍ଯ୍ୟ ଅସ୍ତ ହୋଇ ପୁଣୀ ଭୋରୁ ୪ ଟା ୩୦ ରେ ଉଦୟ ହୋଇଥାଏ ଆଇସଲ୍ୟାଣ୍ଡ ଏହା ଏଭଲି ଏକ ଦେଶ ମେ ମାସ ରୁ ଜୁଲାଇ ମାସ ପର୍ଯ୍ୟନ୍ତ ସୂର୍ଯ୍ୟ କେବେବି ସୂର୍ଯ୍ୟ ଅସ୍ତ ହୁଏନାହିଁ |
ବିଳମ୍ବିତ ରାତିରେ ଲୋକେ ଏଠି ଖରା ର ଆନନ୍ଦ ନେଇଥାନ୍ତି କାନାଡା ମୋଟ କ୍ଷେତ୍ରଫଳ ଓ ଭୂମି କ୍ଷେତ୍ରଫଳ ଦୃଷ୍ଟିରୁ ବିଶ୍ବ ର ସବୁଠୁ ବଡ଼ ଦେଶ ହଉଛି | କାନାଡା ଏକ ବିକଶିତ ଦେଶ ପ୍ରତି ବ୍ୟକ୍ତି ର ଆୟ ବିଷୟ ରେ ବିଶ୍ଵ ର ୭ ମା ସ୍ଥାନ ରେ ରହିଛି କାନାଡା ୫୦ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଏଠାରେ ଅସ୍ତ ହୋଇନଥାଏ କାନାଡା ର କିଛି ଅଂଶ ରେ ଏଭଳି ଦେଖାଯାଇଥାଏ |
Check Also
ଅବଢା ଦେଲେ ପାଖରେ ଶୋଇଲେ, ସକାଳେ କୁଆଡେ ଗଲେ ଯୁବକ ? Jagannath ଭାଗବାନଙ୍କ ଚମତ୍କାର ଜାଣିଲେ ହାତ ଯୋଡ଼ିଦେବେ ଆପଣ…ଦେଖନ୍ତୁ
ହେଲୋ ଫ୍ରେଣ୍ଡ୍ ବାଲେଶ୍ଵର ଖଇରା ବ୍ଲକ ଆଲି ପୁର ଶିଶିର କାନ୍ତ ପୃଷ୍ଟି 2016 ମସିହାରେ ପୁରୀ ଆସିଥିଲେ ବୁଲିବା …