Breaking News

ବିଶ୍ୱ ପ୍ରସିଦ୍ଧ ପୁରୀ Jagannatha ମନ୍ଦିର ଓ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଏହି ରହସ୍ୟ ଜାଣିଲେ ଆଶ୍ଚର୍ଯ୍ୟ….

ପ୍ରକୃତିର ହିସାବରେ ପ୍ରତିଦିନିଷା ପବନରେ ଉଡ଼ିଥାଏ କିନ୍ତୁ 2014 ଫୁଟର ଏହି ମନ୍ଦିର ଉପରେ ଥିବା ପତାକା ପବନର ବିପରୀତ ଦିଗରେ ଉଡ଼ିଥାଏ | ରାତି ସମୟରେ କୌଣସି ବି ପକ୍ଷୀ କିମ୍ବା ଏରୋପ୍ଳାନ ଏହି ମନ୍ଦିର ଉପରେ ଉଦେ ନାହିଁ ମନ୍ଦିର ଉପରେ ଥିବା ନୀଳଚକ୍ର ଏହି ଚକ୍ରକୁ ଯେ କୌଣସି ଜାଗାରେ ଛିଡା ହୋଇ ଦେଖିଲେ ସେ ନିଜ ଆଡକୁ ମୁହଁ କରିଲାପରି ଦେଖା ଦେଇଥାଏ |

ପୃଥୀବିର କେଉଁ ଜାଗାରେ ଦିନ ସମୟରେ ସମୁଦ୍ରର ଭୂମିକୁ ଆଉ ରାତି ସମୟରେ ଭୂମିର ସମୁଦ୍ରକୁ ପବନ ବହିଥାଏ କିନ୍ତୁ ପୁରୀରେ ଏହାର ଓଲଟା ଯୋଇଥାଏ ମନ୍ଦିର ମୁଖ୍ୟ ଦ୍ୱାର ସିଂହ ଦ୍ୱାର ଯେତେବେଳେ ସିଂହ ଦ୍ୱାର ଭିତରକୁ ପ୍ରବେଶ କରିବେ ସେତେବେଳେ ସମୁଦ୍ର ଜୁଆର ଧୋନି ଶୁଣା ବନ୍ଦ ହୋଇଯିବ କିନ୍ତୁ ପୁରୀର ଅନ୍ୟ ଜାଗାରେ ତାହାଲେ ଏହି ଧୋନି ଶୁଣିବାକୁ ମିଳେ |

ପୁରୀ ମନ୍ଦିରରେ ନୀତି କରିବା ପାଇଁ ପ୍ରତିଦିନ ଗୋଟେ ପରିମାଣର ରୋଷେଇ କରାଯାଇଥାଏ କେବେବି ଏହି ପ୍ରସାଧ ବଳେ ନାହିଁ କିମ୍ବା ନିଅଣ୍ଟ ହୁଏ ନାହିଁ | ପୁରୀର ବଡ଼ ରୋଷେଇ ଘରେ ଭଗବାନଙ୍କୁ ଛଡା ଯିବା ପାଇଁ ବଢ଼ା ଯାଉଥିବା ମହାପ୍ରସାଧ 400 ରନ୍ଧାନୀ ଓ 200 ସହଯୋଗୀ କାମ କରନ୍ତି | ରୋଷେଇ ଘରେ ସାତଟି ହାଣ୍ଡି ଗୋଟିକ ଉପରେ ଗୋଟେ ଥାକ କରି ବାସ ଯାଇଥାଏ ସବୁଠାରୁ ଅଧୁଭୂତ କଥା ହେଉଛି ଉପର ହାଣ୍ଡିଟି ଆଗେ ପ୍ରସୂତ ହୋଇଯାଏ |

ମନ୍ଦିର ଗାଁରେ ଥିବା ଅରୁଣ ସ୍ତମ୍ବ ଛାଇ ସବୁବେଳେ ପାଇଁ ଅଦୃଶ୍ୟ ରହିଥାଏ କିଛି ବର୍ଷ ପୂର୍ବେ ମନ୍ଦିର ଉପରୁ ବଡ଼ ପାଠ ଖସି ପଡିଥିଲା ଯାହାର ଓଜନ 10 ରୁ 15 ଟନ ବୋଲି ଜଣାପଡିଥିଲା ଆଜି ଯାଏଁ କହିବି ଜାଣି ନାହାନ୍ତି ଏହି ପଥର କୋଉଠୁ ଆସିଛି | ମନ୍ଦିରର ବାମ ପଟେ ଗୋଟେ ବଡ଼ ବଟ ବୃକ୍ଷ ଅଛି ଏହା ବହୁତ ପୁରାତନ କାଳରୁ ସେଠାରେ ଅଛି ଏବଂ ସେହିଠି ରହିଛି |

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.