Breaking News

ବିନା ମେକପ୍ ରେ ଏପରି ଦେଖାଯାନ୍ତି ତରଙ୍ଗ ଟିଭିର ହିରୋଇନ୍ ମାନେ !


ଉର୍ବି – ଫ୍ରେଣ୍ଡ୍ସ ଉର୍ବିଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଯିଏକି ସିନ୍ଦୂର ଅଧିକାର ଧାରାବାହିକରେ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି। ତେବେ ଦର୍ଶକ ବନ୍ଧୁ ଇଏ ହେଉଛି ଉର୍ବିଙ୍କ ବିନା ମେକ୍ଅପ୍ ର ଫଟୋ।

ତାରିଣୀ – ଦର୍ଶକବନ୍ଧୁ ତାରିଣୀ ଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ଏହି ଧାରାବାହିକରେ ନିଶ୍ଚିତ ଭାବରେ ଦେଖୁଥିବେ। ସେ ତାରିଣୀ ଆଖିର ତାରା ଧାରାବାହିକରେ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି। ତେବେ ଦର୍ଶକ ବନ୍ଧୁ ଇଏ ହେଉଛି ତାରିଣୀଙ୍କ ବିନା ମେକ୍ଅପ୍ ର ଫଟୋ।

ରୁଦ୍ରି – ଫ୍ରେଣ୍ଡ୍ସ ରୁଦ୍ରିଙ୍କୁ ଆପଣମାନେ ବୋହୁତ ସାରା ଧାରାବାହିକ ଓ ଆଲବମ୍ ରେ ଅଭିନୟ କରୁଥିବାର ଦେଖିବାକୁ ପାଉଥିବେ। ରୁଦ୍ରି ନିଜ ଅଭିନୟର ଯାଦୁରେ ଖୁବ୍ କମ୍ ସମୟ ମଧ୍ୟରେ ଓଡ଼ିଶାର ଦର୍ଶକମାନଙ୍କ ମନରେ ଏକ ଅଲଗା ପ୍ରକାର ସ୍ଥାନ ହାସଲ କରିପାରିଛନ୍ତି। ତେବେ ବନ୍ଧୁଗଣ ଇଏ ହେଉଛି ରୁଦ୍ରିଙ୍କ ବିନା ମେକ୍ଅପ୍ ଫଟୋ।

ପୂଜା – ଦର୍ଶକବନ୍ଧୁ ପୁଜାଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ସେ ଝିଅ ଆମର ନୂଆ ବୋହୂ ଧାରାବାହିକରେ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି ଏବଂ ତାଙ୍କର ଅଭିନୟର ଯାଦୁରେ ଲୋକମାନଙ୍କର ମନକୁ ବେଶ୍ ଛୁଇଁ ପାରିଛନ୍ତି। ଏଠାରେ ଆପଣ ଦେଖି ପାରୁଥିବେ ଇଏ ହେଉଛି ପୂଜାଙ୍କ ମେକ୍ଅପ୍ ର ଫଟୋ।

ଇତି – ବନ୍ଧୁଗଣ ଇତିଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ। ଇତି ସିନ୍ଦୂରର ଅଧିକାର ଧାରାବାହିକରେ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି। ତେବେ ଦର୍ଶକ ବନ୍ଧୁ ଏଠାରେ ଆପଣ ଦେଖି ପାରୁଥୁବେ ଇଏ ହେଉଛନ୍ତି ଇତିଙ୍କ ବିନା ମେକ୍ଅପ୍ ର ଫଟୋ।

ମଙ୍ଗଳା – ବନ୍ଧୁଗଣ ମଙ୍ଗଳାଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ମଙ୍ଗଳା ଚରଣ ଧାରାବାହିକରେ ନିଶ୍ଚିତ ଭାବରେ ଦେଖିଥିବେ। ତେବେ ଦର୍ଶକ ବନ୍ଧୁ ଇଏ ହେଉଛି ମଙ୍ଗଳାଙ୍କ ବିନା ମେକ୍ଅପ୍ ର ଫଟୋ।

ଶ୍ରଦ୍ଧା – ଦର୍ଶକବନ୍ଧୁ ଶ୍ରଦ୍ଧାଙ୍କୁ ଆପଣମାନେ କୁଆଁରୀ ବୋହୂ ଧାରାବାହିକର ମୁଖ୍ୟ ନାୟିକା ଭାବରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ। ସେ କୁଆଁରୀ ବୋହୂ ଧାରାବାହିକରେ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି। ବନ୍ଧୁଗଣ ଏଠାରେ ଆପଣ ଦେଖି ପାରୁଥିବେ ଇଏ ହେଉଛି ଶ୍ରଦ୍ଧା ଙ୍କ ବିନା ମେକ୍ଅପ୍ ର ଫଟୋ।

About odisha news

Check Also

ସରକାର କଲେ ବଡ଼ ଘୋଷଣା ସବୁ ଜିଲ୍ଲାରେ ପ୍ରଦର୍ଶିତ ହେବ ଦମନ ଫିଲ୍ମ ସରକାର ଦେବେ ପଇସା ଦେଖନ୍ତୁ ଏହାକୁ ସୁଣିଲାରେ Babushan କେତେ ଖୁସି ଅଛନ୍ତି !

ନମସ୍କାର ବନ୍ଧୁଗଣ ପ୍ରତ୍ୟେକ ଦିନ ଅର୍ଥାତ୍ ଦିନ କୁ ଦିନ ବଢି ଚାଲିଛି ଦମନ ଓଡ଼ିଆ ସିନେମା ଦମନ ର …

Leave a Reply

Your email address will not be published.