Breaking News

ବିଲେଇ ଓ କୁକୁର ନଥିବା ଘରେ ବାହା ଦେଉଛନ୍ତି କି ନିଶ୍ଚୟ ଜାଣି ରଖନ୍ତୁ ଏହି କଥା, ଯେଉଁ ଘରେ ବିଲେଇ Dog ଅଛି ସେହି ଘରେ ଝିଅକୁ ବାହା ଦେଲେ କଣ ସବୁ ଭଲ ଫଳ ମିଳିଥାଏ ଦେଖନ୍ତୁ !

ନମସ୍କାର ଦର୍ଶକବନ୍ଧୁ ଯଦି ଆପଣ ଝିଅ ପାଇଁ ବର ପତ୍ର ଖୋଜୁଛନ୍ତି ତେବେ ସେ କିପରି ହୋଇଥିବା ଦରକାର ତେବେ ଦର୍ଶକବନ୍ଧୁ ଏକ ଗ୍ରାମରେ ଗୋବିନ୍ଦ ନାମର ଏକ ବ୍ୟକ୍ତି ବାସ କରୁଥିଲେ ଟଙ୍କାର ଏକ ବିବାହ ଯୋଗ୍ୟ କୁମାରୀ ଝିଅ ମଧ୍ୟ ଥିଲା ସେ ଲୋକ ଘରକୁ ଏକ ସାଧୁ ମହାରାଜ ଆସିଲେ ସେହି ସାଧୁ ଜଣଙ୍କୁ ଝିଅର ହାତ ଦେଖାଇ ଗୋବିନ୍ଦ ଝିଅର ବିବାହ ବିଷୟରେ ସାଧୁଙ୍କୁ ପଚାରିଲେ | ସାଧୁ ଯିବା ସମୟରେ ଗୋବିନ୍ଦ ଙ୍କୁ କହିଲେ ଖୁବୁ ଶୀଘ୍ର ବିବାହ ହୋଇଯିବ |

କିନ୍ତୁ ମାନେ ରଖିବା ଯେତେବେଳେ ଝିଅ ପାଇଁ ବିବାହ ଖୋଜିବେ ସେତେବେଳେ ଦେଖିବ ଯେପରି ଦେଖିବା ସେହି ଘରେ କୁକୁର କିମ୍ବା ବିଲେଇ ଥିବେ ଏହା ଛଡା ସେଇ ପୁଅକୁ ଘରକୁ ବିବାହ ପୂର୍ବରୁ ଖାଇବାକୁ ଡାକିବା ଏବଂ ତାକୁ ପଚାରିବା କି ତାଙ୍କ ଝିଅର ସବୁ ଦୋଷ ସେ କଣ ଖେମା କରିପାରିବେ ଯଦି ଏହା ପରେ ସେ ପୁଅଟି ରାଜିହୋଇଯାଏ ତେବେ ବିଳମ୍ୱ ନକରି ସେହି ଘରେ ହିଁ ଝିଅର ବିବାହ କରନ୍ତୁ |

Dog guarding the house door

ଏହାପରେ ଗୋବିନ୍ଦ ବାବୁ ମଧ୍ୟ ସେହି ଦିନ ଠାରୁ ନିଜ ଝିଅ ପାଇଁ ଏପରି ଯୁବକ ଖୋଜିବା ଆରମ୍ଭ କରିଦେଲେ ଦିନେ ଗୋବିନ୍ଦ ବାବୁ ଙ୍କର ବନ୍ଧୁ ଗୋବିନ୍ଦ ବାବୁଙ୍କୁ ଭେଟିଲେ ସେ ଗୋବିନ୍ଦ ବାବୁଙ୍କୁ ତାଙ୍କ ଝିଅ ବିଷୟରେ ପଚାରିଲେ ଏହା ଶୁଣି ଗୋବିନ୍ଦ ବାବୁ ତାଙ୍କୁ ସାଧୁ ଜଣଙ୍କ କହିଥିବା ସବୁ କଥା କହିଲେ ଏହା ଶୁଣି ଗୋବିନ୍ଦ ବାବୁଙ୍କର ମିତ୍ର ଟନ୍କୁ ଟଙ୍କାର ଏକ ଭଣଜା ବିଷୟରେ କହି ଝିଅର ପ୍ରସ୍ତାଵ ମାଗିଲେ ଏହା ଶୁଣି ଗୋବିନ୍ଦ ବାବୁ ପୁଅ ଯାହାର ନାମ ରମେଶ ଥିଲା |

ରମେଶଙ୍କ ଘରକୁ ଗଲେ ସେଠାରେ ଯାଇ ଦେଖିଲେ ଘର ବାହାରେ ଏକ କୁକୁର ଟିଏ ବନ୍ଧା ହୋଇଛି ଓ ଘରୁ ପଶୁ ପଶୁ ଦେଖିଲେ ଘରୁ ଦୁଇଟି ବିଲେଇ ବାହାରି ଆସିଲେ ଏହା ଦେଖି ଗୋବିନ୍ଦ ବାବୁ ଖୁସି ହୋଇଗଲେ ଏବଂ ସେଠାରେ ଖିଆ ପିଆ କଲେ ପୁଅକୁ ଖାଇବା ନିମନ୍ତେ ଗୃହଙ୍କୁ ନିମନ୍ତ୍ରଣ କରି ଆସିଲେ | ତାପରେ ଦିନେ ରମେଶ ବାବୁ ଙ୍କ ପୁଅ ଗୋବିନ୍ଦ ବାବୁଙ୍କ ଘର ପାଖକୁ ଆସିଲେ ଖାଇବା ସମୟରେ ରମେଶ ବାବୁ ସମୁଖରେ ବିଭିନ୍ନ ପ୍ରକାରର ଖାଦ୍ୟ ମାନ ସବୁ ରଖ ଗଲା ଏହା ଦେଖି ରାମସେ ବାବୁ ବିନମ୍ରତ ସହିତ କହିଲେ ଆଂଜ୍ଞା ଖେମା କରନ୍ତୁ |

ଅର୍ଣ୍ଣ ହେଉଛନ୍ତି ସ୍ୱୟଂ ମା ଲକ୍ଷ୍ମୀ ତେଣୁ ଟଙ୍କା ନଷ୍ଟ କରିବା ଉଚିତି ହେବ ନାହିଁ ଏହା କହି ଯେତେ ସେ ଖାଇପାରିବେ ସେତିକି ନେଇ ବାକି ସବୁ ଉଠାଇ ରମେଶ ବାବୁଙ୍କୁ କହିଲେ | ଏହା ପରେ ରମେଶ ବାବୁ ଯେତେବେଳେ ଖାଇବା ଆରମ୍ଭ କଲେ ସେହି ସମୟରେ ପ୍ରଥମେ କିଛି ଜଳ ନେଇ ଖାଇବା ଆରମ୍ଭ କଲେ ଏହା ଦେଖି ଗୋଵିନ୍ଦ ବାବୁ ଖସି ହୋଇଗଲେ ଖାଇବା ଶେଷ ହେଲା ପରେ ଗୋବିନ୍ଦ ବାବୁ ରମେଶ ବାବୁଙ୍କୁ ପ୍ରଶ୍ନ କଲେ ଆଂଜ୍ଞା ଯଦି ଆପଣଙ୍କୁ ମୋ ଝିଅର ହାତ ଦେଇଦିଏ ଦେହର ସବୁ ଦୋଷକୁ ଖେମା କରିପାରିବେ ଏହା ଶୁଣି ରମେଶ ବାବୁ କହିଲେ |

ଶୁଣନ୍ତୁ ଯଦି ଆପଣଙ୍କ ଝିଅର ସବୁ ଦୃଗୁଣ କୁ ସୁଗୁଣରେ ପରିଣତ କରିଦିଏ ଯଦି ମୁଁ ଏପରି ନକରି ପରେ ତେବେ ମୋ ସମାନ ଓ ଘର କୁ କିଭଳି ସମ୍ଭାଳିବି ଏହା ଶୁଣିଗଦିନଦ ବାବୁଖୁସି ହୋଇ ନିଜ ଝିଅର ହାତ ରମେଶ ବାବୁଙ୍କୁ ହାତରେ ଦେଇ ଦେଲେ ଏହା ପରେ ଗୋବିନ୍ଦ ବାବୁ ଙ୍କର ସେହି ବନ୍ଧୁ ଜଣଙ୍କ ଆସି ଗୋବିନ୍ଦ ବାବୁଙ୍କ ଘରେ ଥିବା ବିଲେଇ ଓ କୁକୁର ଥିବାର କାରଣ ପଚାରିଲେ |

ଉତ୍ତରରେ ଗୋବିନ୍ଦ ବାବୁ କହିଲେ ସାଧୁ ଜଣଙ୍କ ଗଲା ସମୟରେ ମତେ ଏହାର ଉତ୍ତର ଦେଇଯାଇଛନ୍ତି ତାହା ଏହାକି ଘରେ ଯଦି ବିଲେଇ ଅଛି ସେ ଘରେ ମୂଷା ମଧ୍ୟ ନିଶ୍ଚୟ ଅଛି ଏହାର ଅର୍ଥ ଯେଉଁ ସ୍ଥାନରେ ଅତ୍ୟଧିକ ଧାନ ଶସ୍ୟ ମାନ ଥାଏ ସେହି ଘରେ ହିଁ ମୂଷା ଥାଏ | ମୂଷା ଦ୍ୱାରା ରକ୍ଷା ପାଇବା ନିମେନ୍ତେ ସେହି ଘରେ ବିଲେଇକୁ ରଖିଥାନ୍ତି ଏବଂ କୁକୁର ଥିବାର ଆବାଜ ଯଦି ଘରେ ଅଧିକ ଧନ ସମ୍ପତି ଅଛି ତେବେ ସେହି ଘରେ ମାଲିକ ଚୋରା ଭୟର କୁକୁର ପାଳିଥାଏ ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଲେ ଏହାର ଅର୍ଥ କଣ |

About odisha news

Check Also

ନାମର ପ୍ରଥମ ଅକ୍ଷର B ଥିଲେ – ଜାଣନ୍ତୁ କିଛି ରହସ୍ୟମୟ କଥା, ଯାହା ଆପଣଙ୍କୁ…….

ବନ୍ଧୁଗଣ ଆମେ ଆଜି ସେହି ପୁଅ ଏବଂ ଝିଅ ମାନଙ୍କ ସ୍ୱଭାବ ବିଷୟ ରେ କଥା ହେବା ଯେଉଁ ମାନଙ୍କ …

Leave a Reply

Your email address will not be published.