ଦର୍ଶକବନ୍ଧୁ ବିଜୁଳି ବେଗରେ ଆସୁଥିବା ଟ୍ରେନ ସାମ୍ନାରେ ଆସିଗଲେ ମହିଳା ୧0 ସେକେଣ୍ଡ ପରର ଅବସ୍ଥା ଦେଖିଲେ ଆପଣଙ୍କ ଛାତି ଥରିଯିବ | ତେବେ ବେଳେବେଳେ କିଛି ଲୋକ ଅସାବଧାନତା ଯୋଗଁ ଦୃଘଟଣାର ଶିକାର ହୋଇଥାନ୍ତି ଫଳ ସରୂପ ନିଜେତ ହଇରାଣ ହୁହନ୍ତିତା ସହିତ ଅନ୍ୟ ଯାତ୍ରୀ ଙ୍କୁ ବି ହଇରାଣ କରିଥାନ୍ତି |
ଏବେ ସୋସିଆଲ ମିଡ଼ିଆରେ ସେଭଳି ଏକ ବେପରୁଆ ଭାବରେ ରେଳ ଧାରଣା କରୁଥିବା କିଛିଯାତ୍ରୀ ଙ୍କର ଭିଡ଼ିଓ ସାମ୍ନାକୁ ଆସିଛି ବିଡ଼ିଓରେ କିଛି ଯାତ୍ରୀ ଅଧା ରାସ୍ତାରେ ହିଁ ଓଲେହି ରେଳ ଧାରଣାକୁ ପାରେ କରୁଛନ୍ତି | ଏହି ସମୟ ମଧ୍ୟରେ ହଟାତ ଟ୍ରେନ ଚାଲି ଆସିଲା ଆଉ ଏହା ପରେ ଡ଼ବଡ଼ ଯାହା ଘଟିଲା ଦେଖିଲେ ଆପଣଙ୍କର ଛାତି ଥରି ଉଠିବ |
ତେବେ ଭାଇରଲ ହେଉଥିବା ଏହି ଭିଡ଼ିଓ ଦେଖା ଯାଉଛି ଏକ ଟ୍ରେନ ଟ୍ରାକ ଅଟକିଛି ଆଉ କିଛି ଯାତ୍ରୀ ଟ୍ରେନରୁ ଦିନିଷ ପତ୍ର ଓଲେହି ଆରପଟକୁ ଯାଉଛନ୍ତି ହଟାତ ଏହି ସମୟରେ ଆଉ ଏକ ଟ୍ରେନ ଅନ୍ୟ ଟ୍ରାକରେ ହ୍ରନ ଆସୁଛି କିନ୍ତୁ ଯାତ୍ରୀ ଟ୍ରେନ ଆସୁଥିବା ଦେଖି ମଧ୍ୟ ଟ୍ରାକ ପରେ କରି ଆରପଟକୁ ଯାଉଛନ୍ତି | ଏହି ସମୟରେ କିଛି ଯାତ୍ରୀ ରେଳ ଟ୍ରାକ ଅତିକ୍ରମ କରି ଅନ୍ୟ ପଟେ ପହଂଚିବା ପରେ ସେଥିମଧ୍ୟରୁ ଜଣେ ମହିଳା ହଟାତ ପଛକୁ ଫେରି ଆସୁଛନ୍ତି |
ମହିଳା ଜଣଙ୍କ ଠିକୀ ଲାଇନ ପାରେ ହେବା ପରେ ମାତ୍ର 3ସେକେଣ୍ଡଟ୍ରେନ ଟି ଗତି କରୁଛି ଆଉ ଭିଡ଼ିଓ ଦେଖିଲେ ଲାଗୁଛି ଯେମିତି ଏହି ମହିଳାଙ୍କ ହିଁ ଟେକି ଅବହେଳା ପାଇଁ ବଡ଼ ଦୃଘଟଣା ଘଟି ଯାଇଆଥାନ୍ତା |
Check Also
ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !
କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …