Breaking News

ବିଗ୍ ବସ୍ ରୁ ତଡା ଖାଇଲେ ଓଡ଼ିଆ ଅଭିନତ୍ରୀ ପ୍ରକୃତି ମିଶ୍ର, ସାମ୍ନାକୁ ଆସିଲା ଏମିତି କାରଣ, Babu ପାଇଁ ସେ ଏବେ …

ହେଲୋ ଫ୍ରେଣ୍ଡ୍ ବିଗ୍ ବସ୍ ର ସୋ ରୁ ବିଦା ହେଲେ ପ୍ରକୃତି ମିଶ୍ର ଆପଣ ମାନେ ଜାଣିଥିବେ ଗତ ଦିନ ମାନଙ୍କରେ ସୋସିଆଲ ମିଡିଆରେ ବୋହୁତ ଭାଇରାଲ ଥିଲେ ପ୍ରକୃତି ମିଶ୍ର ଓ ଏହାର କାରଣ ଥିଲା ବାବୁଶାନଙ୍କ ସ୍ତ୍ରୀ ତୃପ୍ତିଙ୍କ ହାତରୁ ମାଡ ଖାଇବା ବାବୁଶାନ୍ ଙ୍କ ସହିତ ବାରମ୍ବାର ବୁଲିବା ଫଳରୁ ବାବୁଶାନ୍ ଙ୍କ ସ୍ତ୍ରୀ ତୃପ୍ତି ପ୍ରକୃତି ମିଶ୍ରଙ୍କୁ ରାସ୍ତା ମଝିରେ ଗୋଡେଇ ଗୋଡେଇ ମାଡ଼ ମାରିଥିଲେ

ଆଉ ଏହି ଖବର ଟି ଭାଇରାଲ ହେଲା ପରେ ପ୍ରକୃତି ମିଶ୍ର ମୁମ୍ବାଇ କୁ ଚାଲି ଯାଇଥିଲେ ପ୍ରକୃତି ମୁମ୍ବାଇ ଗଲା ପରେ ସେ ସଲମାନ୍ ଖାନ୍ ଙ୍କ ସହିତ ଫଟୋ ସେୟାର କରିଥିଲେ ଆଉ କିଛି ସୋସିଆଲ ମିଡିଆର ଖବର ରୁ ଜଣା ପଡିଥିଲା ପ୍ରକୃତି ମିଶ୍ର ବିଗ୍ ବସ୍ 16 ତମ ସିଜୀନ ରେ ନଜର ଆସିବେ

କିନ୍ତୁ ବର୍ତ୍ତମାନ୍ ପ୍ରକୃତି ମିଶ୍ର ଏହି ସିଜିନରୁ ତଢ଼ା ଖାଉଛନ୍ତି କିଛି ୟୁଟ୍ୟୁବର ଓ ସୋସିଆଲ ମିଡ଼ିଆ ସୂତ୍ର ରୁ ପ୍ରକାଶ କି ପ୍ରକୃତି ମିଶ୍ର ବିଗ୍ ବସ୍ ସୋ ର ନିର୍ମାତାଙ୍କ ସହିତ ଯୁକ୍ତି ତର୍କ ଓ ଝଗଡ଼ା କରିଛନ୍ତି ଏହି କାରଣରୁ ତାଙ୍କୁ ବିଗ୍ ବସ୍ କୁ ଯିବା ପାଇଁ ରୋକା ଯାଇଛି ଆଉ ସେ ଏହି ବର୍ଷ ବିଗ୍ ବସ୍ କୁ ଯାଇ ପାରିବେ ନାହିଁ

ପୂର୍ବରୁ ସେ ବିଗ୍ ବସ୍ ରେ ଯିବେ ବୋଲି ସୋସିଆଲ ମିଡିଆରେ ଖବର ପ୍ରସାରିତ ହୋଉଥିଲା ତେବେ ବିଗ୍ ବସ୍ କୁ ଭାଗ ନେବା ପାଇଁ ଯାଇଥାନ୍ତେ ପ୍ରକୃତି ମିଶ୍ର ହେଲେ ଏହି ସୋ ର ନିର୍ମାତା ଙ୍କ ସହିତ ଝଗଡ଼ା କରିବା କାରଣରୁ ପ୍ରକୃତି ମିଶ୍ରଙ୍କୁ ଆଉ ବିଗ୍ ବସ୍ ସୋ ରେ ଆଉ ନିଆଯାଉ ନାହିଁ

ଗତ କିଛି ଦିନ ତଳେ ଆପଣମାନେ ବାବୁଶାନ୍ ସ୍ତ୍ରୀ ତୃପ୍ତିଙ୍କ ସହିତ ପ୍ରକୃତି ମିଶ୍ରଙ୍କ ଝଗଡ଼ା ବିଷୟରେ ଜାଣିଥିବେ ତେବେ ବର୍ତ୍ତମାନ୍ ପ୍ରକୃତି ମିଶ୍ର ବିଗ୍ ବସ୍ ସିଜନ୍ 16 ରେ ଆଉ ନଜର ଆସିବେ ନାହିଁ ଆପଣମାନଙ୍କୁ ପ୍ରକୃତି ମିଶ୍ର କେମିତି ଲାଗନ୍ତି ଓ ତାଙ୍କ ଅଭିନୟ କେମିତି ଲାଗେ କମେଣ୍ଟ ରେ ଜଣାନ୍ତୁ

About odisha news

Check Also

Big News: ଚର୍ଚ୍ଚାରେ Sachin Tendulkarଙ୍କ ଝିଅ Sara Tendulkar ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ |

ନମସ୍କାର ଦର୍ଶକ ବନ୍ଧୁ ଚର୍ଚ୍ଚାରେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ ଗ୍ଲାମର ଦୁନିଆରେ …

Leave a Reply

Your email address will not be published.