Breaking News

Bigg Boss ସେଟରୁ ପ୍ରକୃତି ମିଶ୍ରଙ୍କୁ ଫେରେଇ ଦେଲେ ନିର୍ମାତା, ପୁରା ଘଟଣା ଜାଣିଲେ ଆଶ୍ଚଯ୍ୟ ହେବେ ଦେଖନ୍ତୁ !

ନମସ୍କାର ବନ୍ଧୁଗଣ ଶେଷ ମୁହୂର୍ତ୍ତରେ ବିଗ୍ ବସରୁ ବାଦ ପଡ଼ିଲେ ପ୍ରକୃତି ମିଶ୍ର ବିଗ୍ ବସ୍ ସେଟରୁ ଫେରାଇଦେଲେ ମେକର୍ଷ ଏଣ୍ଟ୍ରି କିଛି ସମୟ ପୂର୍ବରୁ କାହିଁକି ବାହାର ରାସ୍ତା ଦେଖାଇଦେଲେ ବିଗ୍ ବସ୍ ମେକର୍ଶ ପ୍ରକୃତି ଆଉଟ୍ ହେଲେ ଇନ୍ ହେଲେ ଅର୍ଚ୍ଚିତା ବନ୍ଧୁଗଣ ସବୁଠାରୁ ବଡ଼ ଖବର ହେଲା ଚର୍ଚ୍ଚାରେ ବିଗ୍ ବସରେ ଏଥର ପ୍ରକୃତି ମିଳିବ ନାହିଁ ।

ବିଗ୍ ବସ୍ ଆରମ୍ଭ ହେଲାଣି ହେଲେ ଏଥର କୁଆଡ଼େ ଗଲେ ପ୍ରକୃତି ମିଶ୍ର ହେଲେ ଶେଷ ମୁହୂର୍ତ୍ତରେ କଣ ସବୁ ବଦଳିଗଲା କାହିଁକି ବାଦ୍ ପଡ଼ିଲେ ପ୍ରକୃତି ମେକର୍ଶଙ୍କ କଣ ହେଲା କାହିଁକି ବାହାର କରିଦେଲେ ପ୍ରକୃତି ମିଶ୍ରଙ୍କୁ ସବୁଆଡ଼େ ଚର୍ଚ୍ଚାର ବିଷୟ ଏଥର ବିଗ୍ ବସରେ ପ୍ରକୃତି ମିଶ୍ରଙ୍କୁ ଦେଖିବାକୁ ମିଳିବନି ।

କିଛି ବିଶେଷ ସୂତ୍ରରୁ ବଡ଼ ବଡ଼ ନିୟୁଜ ଚ୍ୟାନେଲ ରୁ ଏମିତି କିଛି ଦେଖିବାକୁ ମିଳୁଛି ଶେଷ ମୁହୂର୍ତ୍ତରେ ସବୁ କିଛି ବଦଳିଗଲା ସାମାନ୍ୟ ପ୍ରକୃତି ମିଶ୍ର ଏବଂ ବିଗ୍ ବସଙ୍କ ସାଙ୍ଗରେ ହଁ ଝଗଡ଼ା ହୋଇଛି । ଝଗଡା କରୁଥିବାର ଫୁଟେଜ ମଧ୍ୟ ସୋସିଆଲ ମେଡିଆ ରେ ଭାଇରଲା ହେବାରେ ଲାଗିଛି ।

ଯାହାକୁ ଦେଖି ସମସ୍ତେ ବର୍ତ୍ତମାନ ଦୁଃଖ ପ୍ରକାଶ କରୁଛନ୍ତି ଓଲିଉଡ଼ ଆକ୍ଟ୍ରେସ ପ୍ରକୃତି ମିଶ୍ରଙ୍କ ସାଙ୍ଗେ ଝଗଡା ହେବା କଥା ସୋସିଆଲ ମେଡିଆ ରେ ବହୁ ମାତ୍ରାରେ ଶୁଣିବାକୁ ମିଳିଛି ବିଗ୍ ବସରେ ଫେରିବାକୁ ମିଳିଛି ଦର୍ଶକଙ୍କ ଯେଉଁ ରାଗ ଯାହା ଫଳରେ ତାଙ୍କୁ ଷ୍ଟେଜରେ ଫେରେଇଦେବା କଥା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

About odisha news

Check Also

Big News: ଚର୍ଚ୍ଚାରେ Sachin Tendulkarଙ୍କ ଝିଅ Sara Tendulkar ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ |

ନମସ୍କାର ଦର୍ଶକ ବନ୍ଧୁ ଚର୍ଚ୍ଚାରେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ ଗ୍ଲାମର ଦୁନିଆରେ …

Leave a Reply

Your email address will not be published.