Breaking News

Big News – ଛେଳି ଜନ୍ମ ଦେଲା ମଣିଷ ଛୁଆ ଦେଖିବାକୁ ଲାଗିଗଲା ଲୋକମାନଙ୍କ ଭିଡ଼, ପୁରା ଘଟଣା ଜାଣିଲେ ଆପଣ କହିବେ ଛି ଏ ମଣିଷ ସମାଜ…

ଦର୍ଶକବନ୍ଧୁ ଅନେକ ସମୟରେ ଦେଶ ବିଦେଶରୁ କିଛି ଖବର ସାମ୍ନାକୁ ଆସିଥାଏ ଯାହାକୁ ଦେଖି ସଭିଏଁ ଆଶ୍ଚଯ୍ୟ ଚକିତ ରହିଯାନ୍ତି ବନ୍ଧୁଗଣ ଯାହାକୁ ଆଖିରେ ନଦେଖିଲେ ବିଶ୍ୱାସ କରିବା ଅସମ୍ଭବ ହୋଇଥାଏ ସେଇବହଳିଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ଏକ ଛେଳି ଏକ ମଣିଷ ଛୁଆକୁ ଜନ୍ମ ଦେଇଛି ସାଦାରଣତ୍ଵ ଦେଖାଯାଏ ସବୁଜିବଜନ୍ତୁ ନିଜରୂପର ଛୁଆକୁ ଜନ୍ମ ଦେଇଥାନ୍ତି |

ଦର୍ଶକବନ୍ଧୁ ସେଇଭଳି ମଣିଷ ମଧ୍ୟ ମଣିଷ ଛୁଆକୁ ଜନ୍ମ ଦେଇଥାନ୍ତି ହେଲେ ଆପଣ କେଉଁଠି ଦେଖିନଥିବେ କୌଣସି ଏକ ଛେଳି ମଣିଷ ଛୁଆକୁ ଜନ୍ମ ଦେବା ଘଟଣାଟି ଶୁଣିବା ପରେ ହୁଏତ ସମସ୍ତେ ଆଶ୍ଚଯ୍ୟ ହୋଇପାରନ୍ତି ହେଲେ ଘଟଣାଟି ସତ ଅଟେ ଏଭଲିଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ମୟୁଶୂର ଠାରେ ଏଠାରେ ଛେଳି ଏକ ମଣିଷ ଛୁଆ ଭଳି ଦିଶୁଥିବା ଏକ ଛୁଆକୁ ଜନ୍ମ ଦେଇଛି ଯାହାର ଫୋଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ ଦ୍ରୁତ ଗତିରେ ଭାଇରଲ ହେବାରେ ଲାଗିଛି |

ବନ୍ଧୁଗଣ ଭାଇରଲ ହେଉଥିବାର ଏହି ଫୋଟରେ ଛେଳିଟିର ମଣିଷ ଚୂଆଭଳି ଦୁଇଟି ହାତ ଦୁଇଟି ଗୋଡ ମୁହଁ ଶରୀର ଓ ଆଖିସହିତ ତାର ଶରୀରର ଗଠନ ଏକଦମ ମଣିଷ ଶରୀର ଭଳି ହେଇଛି ଏହାସହିତ ପେଟର ନାଭି ମଧ୍ୟ ଦେଖିବାକୁ ମିଳିଛି ଏହି ଫୋଟବି ଭାଇରଲ ହେବାପରେ ଦେଶରେ ତଥା ଦେଶ ବାହାରେ ମଧ୍ୟ ଏହାକୁନେଇ ଚର୍ଚ୍ଚା ଜୋର ଧରିଛି |

ବନ୍ଧୁଗଣ କେତେକ ଲୋକ ଏହାକୁ ଫେକ କହୁଥିବା ବେକେ ଅନ୍ୟ କିଛିଲୋକ ଏହାକୁ ବିଶ୍ୱାସ କରିଛନ୍ତି ଅନ୍ୟ କିଛି ଅଶ୍ଵସ୍ତି ଲୋକ ଏହାକୁ ଭଗବାନଙ୍କର ଚମତ୍କାର ବୋଲି କହିଛନ୍ତି ତେବେ ମିଳିଥିବା ଖବର ଅନୁଯାଇ ଜନ୍ମ ଦେଇଥିବା ଏହି ଛେଳିଟି କର୍ଣ୍ଣାଟକ ମୟୁଶୂର ସୋଲପୁର ନିବାସୀ ଭାସ୍କର ନାମ ଜଣେ ବ୍ୟକ୍ତିଙ୍କର ଛେଳିଟି ଏକ ଏଭଳି ବିଚିତ୍ର ପିଲାକୁ ଜନ୍ମ ଦେବା ଦେଖି ଭାସ୍କର ଆଶ୍ଚଯ୍ୟ ଚକିତ ହୋଇଯାଇଛନ୍ତି |

ତେବେ ବନ୍ଧୁଗଣ ଏହି ଖବର ନିଆଁ ଭଳି ଖୁବ କାମ ସମୟ ମଧ୍ୟରେ ଭାଇରଲ ହେଇଗଲା ଛେଲିଛୁଆଟିର ଅଧରୁ ଅଧିକ ଗଠନ ମଣିଷ ଛୁଆ ଭଲଇଥିଲା କେବଳ ଏହାର କାନ ଓ ଗୋଡ ଛେଳି ଭଲଇଥିଲା ଏହିଖବର ସ୍ଥାନୀୟ ପଶୁ ଡାକ୍ତରଙ୍କୁ ଦିଆଯାଇଥିଲା ଚାରିଆଡେ ଏହିଖବର ପ୍ରଚାରିତ ହେବାପରେ |

ଏଭଳି ବିଚିତ୍ର ଛୁଆକୁ ଦେଖିବାପାଇଁ ସେଠାରେ ସ୍ଥାନୀୟ ଲୋକ ମାନଙ୍କର ଭିଡ ଜମିଥିଲା କିନ୍ତୁ ଦୁଃଖର ବିଷ୍ୟୟ ହେଉଛି ଜନ୍ମ ନେବାର କିଛି ସମୟ ଅଜବ ଦିଶୁଥିବା ଛେଳି ଛୁଆଟି ଅରପରିକି ଚାଲିଯାଇଥିଲା ଏହାର ଫୋଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି |

About odisha news

Check Also

ବର୍ଷା ସହ ଖେଳ Tunguru ଭୋଳ ପାଇଁ ହେଲା କାଳ ଏହି କେସ ରେ ଜେଲ ଗଲେ ଟୁଙ୍ଗୁରୁ ହାତ ଯୋଡି ସମସ୍ତଙ୍କୁ ମାଗିଲେ ସାହାଯ୍ୟ…

ଦର୍ଶକବନ୍ଧୁ ବର୍ଷା ସହିତ ଖେଳ ଟୁଙ୍ଗୁରୁ ପାଇଁ ହେଲା କାଳ ଅଭିଯୋଗରେ ଶେଷରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ ତେବେ …

Leave a Reply

Your email address will not be published.