Breaking News

ବିଦାୟ ନେଲେ ସାନ୍ତୁନ କାନ୍ଦି ପକାଇଲେ ଦର୍ଶକ, ଦେଖନ୍ତୁ …

ଦର୍ଶକବନ୍ଧୁ ଓଡ଼ିଶାର ନୂଆ ସ୍ୱର ମଞ୍ଚରେ ଦେଖିବାକୁ ପାଇବନେ ସନ୍ତୁନ କୁମାର ମହାନ୍ତି ଯିଏ ଓଡି଼ଶାରେ ଭାଇରଲ ବୟ ଭାବେ ପରିଚିତ ଥିଲେ ବର୍ତ୍ତମାନ ଆପଣ ମାନେ ଦେଖି ପାରୁଥିବେ ସେ ଗଲା ରାଉଣ୍ଡ ରେ ରିଜେକ୍ଟ ହୋଇ ସାରିଛନ୍ତି ତାଙ୍କୁ ଜଯ ମାନେ ସିଲେକ୍ଟ କରିନାହାନ୍ତି ସେମି ଫାଇନାଲକୁ ତେବେ ସନ୍ତୁନ କୁମାର ମହାନ୍ତି ଙ୍କ ଗୀତ ସୋସିଆଲ ମିଡିଆରେ ଭାଇରଲ ହେବାକୁ ଲାଗିଛି ତାଙ୍କର କମେଡି ସାଙ୍ଗକୁ ତାଙ୍କର ଗୀତ ସମସ୍ତ ଙ୍କର ପସନ୍ଦ ଥିଲା |

ସନ୍ତୁନ କୁମାର ମହାନ୍ତି ଭଲ ଗୀତ ଗାଇବା ପରେ ସେ ସମସ୍ତଙ୍କର ଆଗରେ ଲୋକ ପ୍ରିୟ ହୋଇଥିଲେ | ତେବେ ସନ୍ତୁନ କୁମାର ମହାନ୍ତି ଗଲା ରାଉଣ୍ଡରେ ଏକ ଗୀତ ଗାଇଥିଲେ ମାୟାବିନୀ ଗୀତ ଯାହା ଏତେ ପସନ୍ଦ ଆସିନଥିଲା ଜଜେସ ମାନଙ୍କୁ ପସନ୍ଦ ହୋଇ ନଥିଲା ସେଥି ପାଇଁ ସେ ସେମି ଫାଇନାଲ କୁ ଯାଇ ପାରିନଥିଲେ | ତେବେ ଦର୍ଶକବନ୍ଧୁ ଆପଣ ମାନେ ଜାଣିଥିବେ ସନ୍ତୁନ କୁମାର ମହାନ୍ତି ପାଞ୍ଚ ଛଅଟି ଆଲବମ ଗୀତ ରିଲିଜି ସରିସାରିଛି ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାକୁ ଲାଗୁଛି |

ତାଙ୍କର ଗୋଟିଏ ଗୀତ ଥିଲା ଏଥରେ ଫଗୁଣେ ଗୀତଟି ମଧ୍ୟ ସୋସିଆଲ ମିଡିଆରେ ବହୁତ ଭାଇରଲ ହୋଇଥିଲା | ଯାହା ଫଳରେ ସେ ସମସ୍ତଙ୍କ ପାଖରେ ପରିଚିତ ହୋଇପାରି ଥିଲେ | ସିଦ୍ଧାର୍ଥ ଟିଭିରେ ପ୍ରସାରିତ ହେଉଥିବା ଓଡ଼ିଶାର ନୂଆ ସ୍ୱର ମଞ୍ଚରେ ସନ୍ତୁନ ଙ୍କର ଗୀତ ଶୁଣିବାକୁ ଯେତିକି ପସନ୍ଦ କରୁନଥିଲେ ବରଙ୍ଗ ତାଙ୍କର ଆକ୍ଟିଙ୍ଗ ଓ କଥା କହିବା ଷ୍ଟାଇଲିକୁ ଲୋକ ବେଶେ ପସନ୍ଦ କରିଥିଲେ |

ସେଥି ପାଇଁ ସିଦ୍ଧାର୍ଥ ଟିଭିରେ ପ୍ରସାରିତ ହେଉଥିବା ଓଡିଶା ନୂଆ ସ୍ୱର ବହୁତ ଆଗ୍ରହୀ ହଉଥିଲେ ଦେଖବା ପାଇଁ ସନ୍ତୁନ ଙ୍କ ଭିଡ଼ିଓ କେବେ ଆସିବ ଓ ସନ୍ତୁନ କେବେ ଗୀତ ଗାଇବେ ଲୋକ ମାନେ ଅନେଇ ବସି ଥାନ୍ତି ସନ୍ତୁନ ଙ୍କର ଗୀତ ଶୁଣିବା ପାଇଁ |

ତେବେ ଦର୍ଶକବନ୍ଧୁ ଗଲା ରାଉଣ୍ଡ ରୁ ରିଜେକ୍ଟ ହୋଇ ସନ୍ତୁନ କୁମାର ମହାନ୍ତି ଓ ଜଜେସେ କହିଛନ୍ତି ଶ୍ରୀକାନ୍ତ ଗୌତମ ସାରେ କହିଛନ୍ତି ସନ୍ତୁନ ତମ ଗୀତ ଅଫେକ୍ୟ ତମ ଆକ୍ଟିଙ୍ଗ ବହୁତ ଭଲ ହଉଛି | ତମେ ଯାହା କରିବ ଗୋଟିଏ ଲାଇନି ରେ କର କିନ୍ତୁ ସନ୍ତୁନ କହିଥିଲେ ମୁଁ ବାବୁଶାନ ଭାଳି ଗୀତ ଗାଇବି ଓ ନିଜ ଫିଲ୍ମ ରେ ମଧ୍ୟ ଗୀତ ଗାଇବି ଏବଂ ହେରା ହେବି |

ତେବେ ଦର୍ଶକବନ୍ଧୁ ସନ୍ତୁନ କୁମାର ମହାନ୍ତି ଙ୍କୁ ଆପଣ ମାନେ ଆଉ ଦେଖି ପାରିବେ ନାହିଁ ଓଡ଼ିଶାର ନୂଆ ସ୍ୱର ମଞ୍ଚରେ ସେ ରେଜେକ୍ଟି ହୋଇସାରିଛନ୍ତି | ଦର୍ଶକବନ୍ଧୁ ଆପଣଙ୍କୁ ସନ୍ତୁନଙ୍କ ଗୀତ ଆପଣମାନଙ୍କୁ କିପରି ଲାଗେ ନିହାତି କମେଣ୍ଟ କରି ଜଣାଇବେ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.