ନମସ୍କାର ବନ୍ଧୁଗଣ ଆମେରିକାରେ ରହି ରଥଯାତ୍ରା ପାଳନ କରୁଛନ୍ତି ଓଲିଉଡର ଜବରଦସ୍ତ ଅଭିନେତା ଅର୍ଚ୍ଚିତା ସବ୍ୟସାଚୀ ଅସୀମ ପଣ୍ଡା ଓ ଏଲିନା ଆପଣ ମାନେ ଜାଣି ଥିବେକି ବର୍ତମାନ ସମୟରେ ଆମେରିକାରେ ଅଛନ୍ତି ଅର୍ଚ୍ଚିତା ସବ୍ୟସାଚୀ ଏଲିନା ଓ ଅସୀମ ପଣ୍ଡା ସେଠାରେ ସମସ୍ତେ ଗୋଟେ ଇଭେଣ୍ଟ ରେ ଯୋଗ ଦେବା ପାଇଁ ଯାଇଛନ୍ତି ସେଠି ଭଲ ପ୍ରୋଫାମାନେସେ ଭଲ ଦେଖାଉଛନ୍ତି ଓଲିଉଡର ଏହି ଜବରଦସ୍ତ କଳାକାର ମାନେ |
ତାହାଲେ ଆମେରିକାରେ ରହୁଥିବା ଓଡ଼ିଆ ଲୋକ ମାନେ ଏମଙ୍କର ଭଲ ଆକ୍ଟିଙ୍ଗ ଦେଖି ବହୁତ ପ୍ରଶଂସା କରିଛନ୍ତି | ତ ଫ୍ରେଣ୍ଡସେ ଆମେରିକାରେ ରହୁଥିବା ସମୟରେ ସେଠାରେ ରଥଯାତ୍ରା ଯୋଗ ଦେଇଥିଲେ ଅର୍ଚିତା ଓ ସବ୍ୟସାଚୀ ଆଉ ସମସ୍ତେ ଏହି ରଥଯାତ୍ରା ଟିକୁ ବହୁତ ଧୁମୁ ଧାମରେ ପାଳନ କରିଥିବାର ନଜର ଆସିଥିଲେ |
ତ ଫ୍ରେଣ୍ଡସେ ଆପଣ ମାନେ ଅର୍ଚ୍ଚିତା ଓ ସବ୍ୟସାଚୀଙ୍କୁ ବେଶେ ଭଲ ଭାବରେ ଜାଣିଥିବେ ଦୁହଁ ପରସ୍ପର କୁ ସୁଟିଙ୍ଗ ସେଟରୁ ଭଲ ପାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି | ଏହାରି ମଧ୍ୟରେ ଦୁହିଁଙ୍କ ବାହାଘରକୁ ପ୍ରାୟ ୧ବର୍ଷର ସମୟ ବିତି ଗଲାଣି | ବାହାଘର ପରେ ପ୍ରଥମ ଥର ପାଇଁ ଆଗାମୀ ଦିନ ମାନଙ୍କରେ ଗୋଟେ ଫିଲ୍ମ ଅଭିନୟ କରିବା ପାଇଁ ଯାଉଛନ୍ତି |
ଯାହାକି କିଛି ଦିନ ମଧ୍ୟରେ ସୁଟିଙ୍ଗି ଆରମ୍ଭ ହେବ ବର୍ତମାନ ଆମେରିକାରେ ବହୁସାରା ମଜା ମସ୍ତି କରୁଛନ୍ତି ଅର୍ଚ୍ଚିତା ଓ ସବ୍ୟସାଚୀ ଫ୍ରେଣ୍ଡସେ ଅର୍ଚ୍ଚିତା ଓ ସବ୍ୟସାଚୀ ଙ୍କ ଯୋଡି ଆପଣ ମାନଙ୍କୁ କେମିତି ଲାଗେ ତା ଅଭିନୟ ଆପଣ ମାଣକୁ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଭାବରେ କମେଣ୍ଟ କରନ୍ତୁ |
Check Also
ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…
ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …