ନମସ୍କାର ବନ୍ଧୁଗଣ ଓଡ଼ିଆ ସିରିଏଲର ଅଭିନେତ୍ରୀ ନିବେଡ଼ିତାଙ୍କୁ ଆପଣ ମାନେ ବେଶେ ଭଲ ଭାବରେ ଜାଣିଥିବେ ବହୁ ସାରା ଓଡ଼ିଆ ସିରିଏଲରେ ତାଙ୍କର ସୁନ୍ଦର ଅଭିନୟ ଆପଣ ମାନେ ନିଶ୍ଚୟ ଭାବରେ ଦେଖିଥିବେ | ଗତ କିଛି ଦିନ ପୂର୍ବେ ତାଙ୍କର ବାହାଘର ହୋଇ ଯାଇଥିଲା ବାହାଘରେ ପରେ ସେ ନିଜ ଶାଶୂଘର ସେ ବର୍ତମାନେ କେମିତି ଚଳୁଛନ୍ତି ଆସନ୍ତୁ ଜାଣିବା |
ତେବେ ନିବେଦିତା ଙ୍କର ସୁନ୍ଦର ଅଭିନୟ ଆପଣ ମାନେ ବିଭିନ୍ନ ସିରିଏଲ ନିଶ୍ଚୟ ଭାବରେ ଦେଖିଥିବେ ତାହାଲେ ସିରିଏଲରେ ସୁନ୍ଦର ଅବିନୟ କାରଣରୁ ସେ ସାରା ଓଡ଼ିଶାରେ ଲୋକ ମାନେ ତାଙ୍କୁ ବହୁତ ଅଧିକ ଭଲ ପାଇବା ଦେଇଥିଲେ | ଗତ କିଛି ଦିନ ପୂର୍ବେ ନିବେଦିତା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଆଉ ବାହାଘର ପରେ ସେ ବର୍ତମାନେ ଶାଶୂଘର ଗାଁରେ ରହୁଛନ୍ତି | ଓଲିଉଡ ଇଣ୍ଡ୍ରଷ୍ଟି ରୁ ଦୁରେଇ ଯାଇଛନ୍ତି ନିବେଦିତା |
ବାହାଘର ପରେ କିଛି ଦିନ ପର୍ଯ୍ୟନ୍ତ ସିରିଏଲରେ ଅଭିନୟ କରିଥିଲେ ଆଉ ବର୍ତମାନେ ସମୟରେ ସ୍ୱାମୀଙ୍କ ସହ ନିଜ ଶାଶୂଘରେ ରହୁଥିବାର ଦେଖି ଦେଇଛନ୍ତି ଆଉ ନିଜ ଶାଶୂଘରେ ସେ ଗୋଟେ ଓଡ଼ିଆ ଘରର ବହୁ ଭଳି ରୋଷେଇ ବାସ ଓ ଘର ସଂସାର ସମ୍ଭାଳୁଥିବାର ଦେଖା ଦେଇଛନ୍ତି | ତାହାଲେ ନିବେଦିତା ଓଲିଉଡର ଜଣେ ଜବରଦସ୍ତ ଅଭିନେତ୍ରୀ ସେ ବହୁ ସାରା ସିନେମା ଓ ସିରିଏଲରେ ଅଭିନୟ କରିଛନ୍ତି ତାହାଲେ ଆପଣ ମାନେ ନିବେଦିତାଙ୍କ ଅଭିନୟ ନିଶ୍ଚୟ ଭାବରେ ଦେଖିଥିବେ ଅଭିନୟ ଆପଣ ମାନଙ୍କୁ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିହାତି ଜଣାନ୍ତୁ |
ତାହାଲେ ନିବେଦିତା ଙ୍କ ସ୍ୱାମୀ ହେଉଛନ୍ତି ଜଣେ ସରକାରୀ ଚାକିରିଆ ଅଟନ୍ତି ସେ ସ୍ୱାମୀଙ୍କ ସହିତ ଗାଁ ରେ ରହୁଛନ୍ତି ଆଉ ଓଲିଉଡର ଇନଷ୍ଟ୍ରି ରୁ ସେ ପୁରା ଦୁରେଇ ଯାଇଛନ୍ତି | ତାହାଲେ ଓଲିଉଡ଼ ଇଣ୍ଡ୍ରଷ୍ଟି ରୁ ଦୂରେଇବା ପରେ ବର୍ତମାନେ ଶାଶୂଘରେ ନିଜର ଘର ସଂସାର ସମ୍ଭାଳୁଥିବାର ନଜରରେ ଆସୁଛନ୍ତି | ଅଭିନୟ ଜଗତରୁ ଦୁରେଇ ଶାଶୂଘର ଗାଁ ରେ ଗୋଟେ ଓଡ଼ିଆ ଘରର ବୋହୁ ଭଳି ଚାଲୁଥିବାର ନଜରରେ ଆସୁଛନ୍ତି ଓଲିଉଡର ଏହି ଜବରଦସ୍ତ ଅଭିନେତ୍ରୀ ନିବେଦିତା |
Check Also
ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…
ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …