ଦର୍ଶକବନ୍ଧୁ ଆପଣ ମାନେ ଜାଣିଥିବେ ଗତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଲିଉଡ଼ ଜବରଦସ୍ତ ଯୋଡି ଅର୍ଚ୍ଚିତା ଓ ସବ୍ୟସଚୀ ଦୁହେଁ ସୁଟିଙ୍ଗ ସେଟରୁ ଭଲ ପାଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ | ବାହାଘର ପରେ ଦୁହେଁ ପ୍ରଥମ ଥର ଗୋଟେ ବହୁତ ବଡ ଖୁସିର ଖବର ଦେଇଛନ୍ତି ତାହେଲେ ହିଁ ଖୁସିର ଖବର ଆସନ୍ତୁ ଜାଣିବା |
ଦର୍ଶକବନ୍ଧୁ ଆପଣ ମାନେ ଜାଣିଥିବେ ଗତବର୍ଷ ଏହି ଯୋଡି ପରସ୍ପର କୁ ସୁଟିଙ୍ଗ ସେଟରୁ ଭଲ ପାଇ ବିବାଭ ବନ୍ଧନରେ ବାନ୍ଧି ହେଇଥିଲେ | ଗତବର୍ଷ ମାର୍ଚ୍ଚ ମାସରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେଇଥିଲେ ଆଉ ଦୁହିଁଙ୍କ ବାହାଘରଟି ଧୁମ ଧାମରେ ହେଇଥିଲା ଆଉ ଏଥିରେ ଦୁହିଁଙ୍କ ପରିବାର ଲୋକଙ୍କ ଛଡା ଆଉ କୌଣସି ବାହାର ଲୋକ ସାମିଲ ହେଇନଥିଲେ |
ବାହାଘର ପରେ ଦୁହେଁ ପରସ୍ପରଙ୍କ ସହିତ ସେ ବହୁତ ଖୁସି ଅଛନ୍ତି ବାହାଘର ପରେ ଦୁହେଁ ପ୍ରଥମ ଥର ପାଇଁ ଭ୍ୟାଲଣ୍ଟିଂ ମିଶିକି ପାଳନ କରିବାର ଦେଖିବାକୁ ଆସିଛି | ଏହି ଭ୍ୟାଲେଣ୍ଟିଂ ଡ଼େ ରେ ଏକା କରି ଛାଡି ଚାଲି ଯାଇଛନ୍ତି ସବ୍ୟସଚୀ ଯାହା ଅର୍ଚ୍ଚିତା କଂପ୍ଲେନ କରିଛନ୍ତି ସୋସିଆଲ ମେଡିଆରେ ଫ୍ୟାନ ମାନଙ୍କ ସହିତ ଆଉ ଅର୍ଚିତା କହିଛନ୍ତି ଯେ ମୋ ସହିତ କେହିବି କଥା ହେଉ ନାହାନ୍ତି |
ଏବିଷୟରେ ସେ ତାଙ୍କ ଫ୍ୟାନ ମାନଙ୍କୁ ଜଣାଇଛନ୍ତି ଆଉ ଏହି ଭ୍ୟାଲେଣ୍ଟିଂ ଡେରେ ମୁଁ ବହୁତ ବୋରିଙ୍ଗ କାଟୁଛି ବୋଲି ସେ କହିଛନ୍ତି | ଅନ୍ୟ ପଟେ ସବ୍ୟସଚୀ କହିଛନ୍ତି ମୁଁ ବହୁତ ଗରିବ ଲୋକ ମାନଙ୍କ ସାହାଯ୍ୟ କରିବାର ନଜରରେ ଆସିଛନ୍ତି ସେ ତାଙ୍କ କାମରେ ବେସ୍ତ ଥିଲା ବେଳେ ସେ ଅର୍ଚିତା ସମୟ ଦେଇ ପାରୁନାହାନ୍ତି ଏହି କାରଣରୁ ଅର୍ଚିତା ତାଙ୍କ ଫ୍ୟାନ ମାନଙ୍କୁ ଜଣାଇଛନ୍ତି|
Check Also
ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…
ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …