ଦର୍ଶକବନ୍ଧୁ ବିବାହ ପରେ ସବୁ ଝିଅଙ୍କ ମନରେ ଆସି ଥାଏ ଏହି 8ଟି ଚିନ୍ତା ଶାଶୂଘର ଲୋକ ନିଶ୍ଚୟ ଜାଣିବା ଉଚିତି ବିବାହ ସବୁ ଝିଅ ସ୍ୱପ୍ନ ହୋଇଥାଏ ଶାଶୂଘରେ ତାର ନୂଆ ଜୀବନ ଆରମ୍ଭ କରିଥାଏ ଆପଣ କେବେ ଚିନ୍ତା କରିଛନ୍ତି ଗୋଟିଏ ନୂତନ ବୋହୂ ତା ମନେର କଣ ଚିନ୍ତା ଧାର ରଖି ଶଶୂଘରକୁ ଯିବାର ସ୍ବପ୍ନ ଦେଖିଥାଏ ଗୋଟିଏ ନୂତନ ବଧୂର ହୃଦୟ ପଢିବା ବହୁତ କଠିନ ହୋଇଥାଏ ମଧ୍ୟ ଆମେ ମାନେ କେବେ ଚିନ୍ତା କରିନଥାଉ ତାଙ୍କ ହୃଦୟରେ ସେହି ମୁହୂର୍ତରେ କଣ ସବୁ ଆଶା ଅଥବା ପ୍ରଶ୍ନ ଚାଲିଥାଏ |
ବିବାହ ସାରିବା ମାତ୍ରେ ଝିଅଟି ଚିନ୍ତା କରିଥାଏ ଯେ ଭାରି ଲେହେଙ୍ଘା ଟିକୁ ଓଲାଇ ସେ ହାଲୁକା ବସ୍ତ୍ର ପିନ୍ଧିବ ଏହା ଅଶିତ 2କିଲୋ ମେକପର ହାଲୁକା ମିଳିବ ଏବଂ ସେ ତାର ନିଜର ସାଧା ପୋଷାକରେ ସେ ତାର ଆରାମ ନେବ | ସମ୍ପୂର୍ଣ ବିବାହ ପର୍ଯ୍ୟନ୍ତ ହସିବାକୁ ପଡିଥାଏ ଫୋଟ ଉଠେଇବା ହଉ କିମ୍ବା ଷ୍ଟଯେ ଉପରେ ଝିଅକୁ ହସିବାକୁ ପଡିଥାଏ ଝିଅଟି ହସି ହସି ତାର ଗାଲ ଦରଦ ହୋଇଯାଇଥାଏ ବିବାହ ପରେ ଭାବେ ଏବେ ଆଉ ହସିବାକୁ ପଡିବ ନାହିଁ |
ବିବାହରେ ବହୁତ ଗୁରୁଜନ ପାଦ ଛୁଇଁ ମୁଣ୍ଡିଆ ମାରି ଥକି ଯାଇଥାନ୍ତି ଏହି କ୍ଷେତ୍ରରେ ଝିଅ ମାନେ ସମ୍ପୂର୍ଣ ତାଙ୍କର ଦେହ ବିନ୍ଧିବାରେ ଲାଗିଥାଏ ସେମାନେ ଭାବିଥାନ୍ତି ଯେ କେମିତି ଏହି କାମ ଶୀଘ୍ର ସାରି ଯାଉ ବୋଲି ଓ ସେ ତାର ଥକାମି ଦୂର କରିବାକୁ ଚେଷ୍ଟା କରିଥାନ୍ତ | ବିବାହରେ ଅନେକ ଉପହାର ମିଳିଥାଏ ଏହାକୁ ପାଇ ଝିଅଟିର ନୂତନ ବଧୂର ପରିପୂର୍ଣ ହେବାରେ ଚିନ୍ତା କରିଥାଏ ସେ ସର୍ବେ ପ୍ରଥମେ ସେ ତାର ସାଙ୍ଗ ସାଥିଙ୍କର ଉପହାରକୁ ଖୋଲି ଦେଖି ଥାନ୍ତି |.
ବିବାହ ପରେ ହନିମୁନ ବିଷୟରେ ଚିନ୍ତା କରିଥାଏ ବେବେ ହେବ କେମିତି ହେବ କିଛି ଗଡବଡ ହେବ ନାହିଁ ଇତ୍ୟାଦି ଚିନ୍ତା ଧାର ତାର ମନରେ ଆସିଥାଏ ସେ ଏହା ମଧ୍ୟ ଭାବି ଥାଏ ନିଜ ପାଟନର ସହିତ ଏକୁଟିଆ ରହିବାରେ କେବେ ସୁଯଗ ମିଳିବ | ଝିଅଟି କେବେ ବାପଘରେ କେବେ ରୋଷେଇ ଘରକୁ ଯାଇ ନାହିଁ ନ ଶାଶୂଘରେ ତାକୁ ବିବାହର ପର ଦିନ ରୋଷେଇ କରିବାକୁ ପଡିଥାଏ ଏହି କ୍ଷେତ୍ରରେ ସେ ଭୁତ ଟେନସନ ମଧ୍ୟ ହୋଇଥାଏ | ବିବାହ ପର ଦିନ ସେ ସାଙ୍ଗ ସାଥି ସହିତ ନିଜର ବୈବାହିକ ଜୀବନ ଅନୁଭୂତି କରିଥାଏ ଏହା ଥିଲା ଗୋଟିଏ ଝିଅ ବିବାହ ଜୀବନରେ ମନର କଥା |
Check Also
ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …
ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …