Breaking News

ଦେଖନ୍ତୁ , ବିବାହ ପରେ ଝିଲ୍ଲିକ ତାଙ୍କ ଶାଶୁ ଘରେ କେମିତି ପାଳନ କଲେ ପଣା ସଂକ୍ରାନ୍ତି

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣାଶୁଣା ଅଭିନେତ୍ରୀ ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ ବିବାହ ପରେ ଶାଶୁଘରେ କେମିତି ପାଳନ ପଣା ସଂକ୍ରାନ୍ତି । ଏହି ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମରେ । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଅଲିଉଡ ଇଣ୍ଡଷ୍ଟ୍ରି ର ଜଣେ ଜଣା ଶୁଣା ଅଭିନେତ୍ରୀ ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ । ହଁ ବନ୍ଧୁ ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଲୋକ ପ୍ରିୟ ହୋଇପାରିଛନ୍ତି ଏବଂ ଅଲିଉଡ ଇଣ୍ଡଷ୍ଟ୍ରି ରେ ବହୁ ନାମ ଅର୍ଜନ କରିଛନ୍ତି । ବର୍ତ୍ତମାନ ଝିଲ୍ଲିକ୍ ଙ୍କ ଆଉ ଫିଲ୍ମ୍ ଦେଖିବାକୁ ମିଳୁନି କାରଣ ସେ ଗତ ବର୍ଷ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।

ହଁ ବନ୍ଧୁ ବଙ୍ଗାଳୀ ଝିଅ ହୋଇଥିଲେ ମଧ୍ୟ ଓଡ଼ିଆ ବୋହୂ । ହଁ ଦର୍ଶକ ବନ୍ଧୁ ଝୀଳିକ ଭଟ୍ଟାଚାର୍ଯ୍ୟ ଓଡ଼ିଶା କୁ ଆସିଥିଲେ ଅଭିନୟ କରିବା ପାଇଁ ଆଉ ସେ ଅଭିନୟ କରି ଓଡ଼ିଆ ଅଭିନେତ୍ରୀ ହବା ସହ ଓଡ଼ିଆ ବୋହୂ ମଧ୍ୟ ହୋଇଗଲେ । ସେ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେଇ ଙ୍କୁ ବିବାହ କରିଛନ୍ତି । ଝିଳିକ ଙ୍କ ବିବାହ ରେ ଓଡ଼ିଆ ଫିଲ୍ମ୍ ଏବଂ ସିରିଏଲ୍ ଦୁନିଆ ର ଅନେକ ଲୋକ ପ୍ରିୟ ଅଭିନେତା ଏବଂ ଲୋକ ପ୍ରିୟ ଅଭିନେତ୍ରୀ ଯୋଗ ଦେଇଥିଲେ ।

ଆପଣ ମାନେ ଜାଣିଥିବେ ଯେ ଝିଲ୍ଲିକ୍ ବିବାହ କରିବା ପରେ ଓଡ଼ିଆ ଫିଲ୍ମ୍ ରୁ ଦୂରେଇ ଯାଇଛନ୍ତି ଓ ସେ ତା ପରେ କୌଣସି ଫିଲ୍ମ୍ କରିନାହାନ୍ତି ।ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଝିଲ୍ଲିକ୍ କିପରି ପଣା ସଂକ୍ରାନ୍ତି ପାଳନ କରିଛନ୍ତି । ହଁ ବନ୍ଧୁ ଝିଲ୍ଲିକ୍ ତାଙ୍କ ଶାଶୁ ଘରେ ପଣା ସଂକ୍ରାନ୍ତି ରେ ଠାକୁର ପାଖ ରେ ପୂଜାର୍ଚ୍ଚନା କରିବା ସହ ଓଡ଼ିଆ ନବ ବର୍ଷ ର ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି ତାଙ୍କ ଦର୍ଶକ ମାନ ଙ୍କୁ । ଝିଲ୍ଲିକ୍ ପଣା ପିଉଥିବାର ଦ୍ରୁଶ୍ୟ ଏବେ ଭାଇରଲ ହେବାରେ ଲାଗିଛି …



ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ବହାଘରପରେ ପ୍ରଥମଥର ଅର୍ଚ୍ଚିତାଙ୍କୁ ଛାଡି ବିଦେଶ ଗଲେ ସବ୍ୟସାଚୀ, ଦୁଃଖରେ କାନ୍ଦିଲେ ଅର୍ଚ୍ଚିତା! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା …

Leave a Reply

Your email address will not be published. Required fields are marked *