Breaking News

ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି Riya Dey, ଦେଖନ୍ତୁ କାହା ସହ ହେଲା ରିୟାଙ୍କର ନିର୍ବନ୍ଧ !

ନମସ୍କାର ଦର୍ଶକବନ୍ଧୁ ଆପଣ ମାନକର ପ୍ରିୟ ଅଭିନେତ୍ରୀ ଦେଇଛନ୍ତି ଖୁସି ଖବର ଏହି ଖୁସି ଖବର ଦେଇଛନ୍ତି ଆପଣ ମାନଙ୍କର ପ୍ରିୟ ଏବଂ ମନ ପସନ୍ଦର ଅଭିନେତ୍ରୀ ରିୟା | ବର୍ତମାନ ସମୟରେ ଆପଣ ମାନଙ୍କର ଏହି ସୁନ୍ଦରୀ ଅଭିନେତ୍ରୀ ରିୟା ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି ଯାହାର ଫୋଟ ଆପଣ ମାନେ ନିଶ୍ଚୟ ଭାବରେ ଦେଖିବାକୁ ପାଉଥିବେ |

ଆସନ୍ତୁ ଜାଣିନେବା ସେ କାହାକୁ ବିବାହ କରିବାକୁ ଚାହୁଁଛନ୍ତି ଏବଂ କଣ ରହିଛି ଏହି ବିଷୟରେ ସମ୍ପୂର୍ଣ ଖବର | ତେବେ ଆପଣ ମାନେତ ସମସ୍ତେ ଜାଣିଥିବେ ରିୟା ହେଉଛନ୍ତି ଆପଣ ମାନଙ୍କର ଓଲିଉଡ ଇଣ୍ଡଷ୍ଟ୍ରିର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ହେବା ସହିତ ଜଣେ ଲୋକ ପ୍ରିୟ ଅଭିନେତ୍ରୀ ମଧ୍ୟ | ସେ ନିଜର ଖୁବୁ ସୁନ୍ଦର ଅଭିନୟ ପାଇଁ ବେଶେ ଲୋକ ପ୍ରିୟତା ହାସଲ କରିଛନ୍ତି |

ସାରା ଓଡିଶା ବାସୀଙ୍କ ପାଖରେ ତେବେ ବନ୍ଧୁଗଣ ବର୍ତମାନ ସମୟରେ ରିୟା ତାଙ୍କ ଫ୍ୟାନ ମାନଙ୍କୁ ଦେଇଛନ୍ତି ବହୁତ ବଡ ଖୁସିର ଖବର ଏହି ଖୁସି ଖବରଟି ତା ନିଶ୍ଚୟ ରୂପରେ ଦେଖିବାକୁ ପାଉଥିବେ | ତେବେ ଏହି ଖୁସି ଖବରଟି ହେଉଛି ରିୟା ବର୍ତମାନ ସମୟରେ ନିର୍ବନ୍ଧ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି |

ଯାହାର କିଛି ଫୋଟ ଆପଣ ମାନେ ଦେଖି ପାରୁଥିବେ ସେ ନିର୍ବନ୍ଧ କରୁଥିବା ଏହି ବ୍ୟକ୍ତିଙ୍କର ନାଁ ହେଉଛି ସୁନିଲି ତେବେ ଫ୍ରେଣ୍ଡ ସୁନିଲି ଙ୍କୁ ଅନେକ ଦିନ ହେବ ପ୍ରେମ କରୁଥିବା ବେଳେ ସେ ନିର୍ବନ୍ଧ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି ଏବଂ ଯାହା ଖବର ମିଳୁଛି ଖୁବୁ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ତେବେ ଆପଣ ମାନଙ୍କୁ ଏହି ଯୋଡି ବିଭଳି ଲାଗୁଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ |

About odisha news

Check Also

ସରିଲା ରିୟା ଦେଙ୍କର ବାହାଘର ରିୟା ବାହାହେଲେ ହେଲେ ଗୋଟେ ବଙ୍ଗାଳି Hero ଙ୍କୁ ଦେଖନ୍ତୁ ବାହାଘର ସମ୍ପୂର୍ଣ ଭିଡ଼ିଓ !

ହେଲୋ ଫ୍ରେଣ୍ଡ୍ ଏବେ ଆସି ଯାଉଛି ଏକ ବୋହୁତ ବଡ ଖୁସୀ ଖବର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଇଛନ୍ତି …

Leave a Reply

Your email address will not be published.