Breaking News

ବିବାହ ପରେ ନିଜ ସ୍ୱାମୀଙ୍କ ଠୁ ଅଲଗା ରହୁଥିବା ଓଡ଼ିଆ ର ଲୋକପ୍ରିୟ Heroine ମାନେ…

ଦର୍ଶକବନ୍ଧୁ ଓଲିଉଡ଼ ଇଣ୍ଡଷ୍ଟ୍ରି ଏମିତି ବହୁତ ସାରା ହିରୋଇନ ମାନେ ରହିଛନ୍ତି ଯେଉଁମାନେକି ବିବାହ କରିସାରିଲାପରେ କୌଣସି କାରଣ ଯୋଗୁ ତାଙ୍କ ସ୍ୱାମୀ ମାନକ ଠାରୁ ଅଲଗା ହୋଇଯାଇଛନ୍ତି ଆସନ୍ତୁ ଜାଣିବା ଏଭଳି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ ବିବାହ କରିସାରିଲାପରେ ତାଙ୍କ ସ୍ୱାମୀ ମାନକ ଠାରୁ ଅଲଗା ହୋଇଯାଇଛନ୍ତି |

ବର୍ଷା ପ୍ରିୟଦର୍ଶିନୀ
ବନ୍ଧୁଗଣ ଓଲିଉଡ଼ର କୁଇନ ବର୍ଷପ୍ରିୟଦର୍ଶିନୀ ଓ ଅନୁଭବଙ୍କ ଯୋଡି ଆପଣମାନେ ବେଶ ଭଲଭାବରେ ଜାଣିଥିବେ ତାହେଲେ 2014 ମସିହାରେ ବିବାହ ହୋଇଥିଲା ଆଉ 2020 ମସିହାରୁ ସେମାନେ ଅଲଗା ହୋଇ ରହିଛନ୍ତି ଆଉ ସେମାନଙ୍କର କେଶ ବର୍ତ୍ତମାନ ସମୟରେ କୋଟରେ ପେଣ୍ଡିଙ୍ଗ ରହିଛି |

ଅସୀମ ପଣ୍ଡା
ଦର୍ଶକବନ୍ଧୁ ଅସୀମା ପଣ୍ଡାଙ୍କୁ ଆପଣମାନେ ବେଶ ଭଲଭାବରେ ଜାଣିଥିବେ ତାହାହେଲେ 2017 ମସିହାରେ ସେ ମାନସଙ୍କୁ ବିବାହ କରିଥିଲେ କିନ୍ତୁ କୌଣସି କାରଣ ଯୋଗୁ ସେମାନଙ୍କର ଡିଭସ ହୋଇଯାଇଛି |

ପ୍ରିୟା
ତେବେ ବନ୍ଧୁଗଣ ହେରୋଇନ ପ୍ରିୟା ଙ୍କୁ ଆପଣମାନେ ବେଶ ଭଲଭାବରେ ଜାଣିଥିବେ ସେ ପୂର୍ବରୁ ବିବାହ ହୋଇଯାଇଥିଲେ ଏହାପରେ ତାଙ୍କର କୌଣସି କାରଣ ଯୋଗୁ ତାଙ୍କର ଡିଭସ ହୋଇଯାଇଥିଲା ଆଉ ବର୍ତ୍ତମାନ ସେ ଦ୍ଵିତୀୟ ବିବାହ କରିନେଇଛନ୍ତି ଆଉ ବର୍ତ୍ତମାନ ତାଙ୍କର ଗୋଟେ ପୁତ୍ର ସନ୍ତାନ ଅଛନ୍ତି |

ଉଷାଶ୍ରୀ ମିଶ୍ର
ଦର୍ଶକବନ୍ଧୁ ତାହେଲେ ଉଷାଶ୍ରୀ ମିଶ୍ର 209ମସିହାରେ ରତନଙ୍କୁ ବିବାହ କରିଥିଲେ ହେଲେ ତାଙ୍କ ବିବାହ 2019 ମସିହାରେ ଭାଙ୍ଗିଯାଇଥଲା ଦୁହେଁ ପରସ୍ପରଙ୍କ ଠାରୁ ଅଲଗା ହୋଇ ଯାଇଥିଲେ |

କୋଏଲ୍ ବାନାର୍ଜୀ
ବନ୍ଧୁଗଣ କୋଏଲ୍ ବାନାର୍ଜୀ 2012 ମସିହାରେ ବବି ମିଶ୍ରଙ୍କୁ ବିବାହ କରିଥିଲେ ହେଲେ ଗତ କିଛିଦିନ ପୂର୍ବେ ସେ ତାଙ୍କ ସୋସିଆଲ ମିଡିଆରେ ନିଜର ଡିଭସ ହୋଇଯାଇଛି ବୋଲି ନିଜ ପ୍ରଶଂସକ ମାନଙ୍କୁ ଜଣେଇଥିଲେ |

ଅନୁଚୌଧରୀ
ତେବେ ଦର୍ଶକବନ୍ଧୁ ଅନୁଚୌଧରୀ ସନ୍ଦୀପ ମିଶ୍ରଙ୍କୁ 206 ମସିହାରେ ବିବାହ କରିଥିଲେ କିନ୍ତୁ କୌଣସି Personal କାରଣ ଯୋଗୁ ସେ ତାଙ୍କ ଠାରୁ 2012 ମସିହାରେ ଅଲଗା ହୋଇଯାଇଥିଲେ ଆଉ ବର୍ତ୍ତମାନ ସମୟରେ ସେ ଏକୁଟିଆ ରହୁଛନ୍ତି |

ରଚନା ବାନାର୍ଜୀ
ବନ୍ଧୁଗଣ 90 ଦର୍ଶକରେ ସିଦ୍ଧାନ୍ତ ଓ ରଚନାଙ୍କ ଜବରଦସ୍ତ ଯୋଡି ବିଷୟରେ ଆପଣମାନେ ନିଶ୍ଚିତ ଭାବେ ଜାଣିଥିବେ ରଚନା ଓ ସିଦ୍ଧାନ୍ତ ପରସ୍ପରଙ୍କୁ 2003 ମସିହାରେ ବିବାହ କରିଥିଲେ ଆଉ 2004 ମସିହାରେ ସେମାଙ୍କର ଡିଭସ ହୋଇଯାଇଥିଲା |

About odisha news

Check Also

ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ବର୍ଷା ଙ୍କୁ ଦେଲେ ଏପରି Gift ଆପଣମାନେ ଜାଣିଲେ ଖୁସି ହୋଇଯିବେ ଆଉ କହିବେ ଏ ଗିଫ୍ଟ କଣ ପାଇଁ ଦେଲେ…

ବର୍ତ୍ତମାନ ସମୟରେ ଯାହା ଗୋଟେ ଖବର ସାମ୍ନାକୁ ଆସିଛି ଓଲିଉଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ଓଲିଉଡ଼ କୁଇନ ବର୍ଷା …

Leave a Reply

Your email address will not be published.