Breaking News

ବିବାହ ପରେ ଅଭିନେତା ଚନ୍ଦନ (Tushar) ତାଙ୍କ ସ୍ତ୍ରୀ ମାହିଙ୍କୁ କଣ ରୋଷେଇ କରି ଖାଇବା ପାଇଁ ଦେଲେ ଦେଖନ୍ତୁ ଭିଡିଓ

ଆପଣ ମାନେ ନିଶ୍ଚୟ ସାର୍ଥକ ଟିଭି ରେ ପ୍ରସାରିତ ହେଉଥିବା ସିରିଏଲ ତୋ ଅଗଣା ର ତୁଳସୀ ମୁଁ ନିଶ୍ଚୟ ଦେଖିଥିବେ।ଏହି ଧାରାବାହିକ ରେ ଅଭିନୟ କରୁଥିବା ଚନ୍ଦନ ଙ୍କୁ ଆପଣ ମାନେ ଖୁବ ଭଲ ଭାବରେ ଜାଣିଥିବେ ।ଚନ୍ଦନ ଏହି ସିରିଏଲ ରେ ତାଙ୍କର ସୁନ୍ଦର ଅଭିନୟ ପାଇଁ ବହୁତ ଲୋକପ୍ରିୟତା ମଧ୍ୟ ହାସଲ କରିପାରିଛନ୍ତି।ତେବେ ଆପଣ ମାନେ ଜାଣିଥିବେ ଚନ୍ଦନ ମାହୀଙ୍କୁ ବିବାହ କରିଛନ୍ତି।ଓ ତାଙ୍କର ଗୋଟିଏ ଶିଶୁ କନ୍ୟା ମଧ୍ୟ ଅଛି।


ଆପଣ ମାନେ ଜାଣିଥିବେ ଏହି ସିରିଏଲ ରେ ଚନ୍ଦନ ସୁନ୍ଦର ଅଭିନୟ କରି ବହୁତ ଫେମସ ମଧ୍ୟ ହୋଇପାରିଛନ୍ତି। ତୁଷାର ପ୍ରଥମେ ତାଙ୍କର କ୍ୟାରିଅର ଜି ସାର୍ଥକ ରୁ ଆରମ୍ଭ କରିଥିଲେ । ସେତେବେଳେ ତେବେ ଚନ୍ଦନ ତାଙ୍କ କ୍ୟାରିଅର ଜି ସାର୍ଥକ ରୁ ଆରମ୍ଭ କରିଥିଲେ ।ଜି ସାର୍ଥକ ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ସିରିଏଲ ତୋ ଅଗଣାର ତୁଳସୀ ମୁଁ ରେ ଏଣ୍ଟ୍ରି କରିଥିଲେ ଚନ୍ଦନ ଓ ସେବେଠୁ ବହୁତ ଲୋକପ୍ରିୟତା ହାସଲ କରିଚାଲିଛନ୍ତି।ତେବେ ସେ ଏହି ଧାରାବାହିକ ରେ ମୁଖ୍ୟ ଚରିତ୍ର ରେ ନଜର ଆସିଥିଲେ।ତେବେ ତାଙ୍କର ଏହି ସୁନ୍ଦର ଅଭିନୟ ପାଇଁ ସେ ଆଜି ସାରା ଓଡ଼ିଶାର ଘରେ ଘରେ ପରିଚିତ ହୋଇପାରିଛନ୍ତି।


ଏହି ଧାରାବାହିକ ରେ ସେ ବହୁତ ଲୋକପ୍ରିୟତା ହାସଲ କରିପାରିଥିଲେ ଓ ପରେ ସେ ବହୁତ ସିରିଏଲ ଯେମିତିକି ଆମ ଘର ଲକ୍ଷ୍ମୀ ,କାଳିଜାଇ ରେ ଅଭିନୟ ମଧ୍ୟ କରିଛନ୍ତି।ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥାଏ।ତାଙ୍କର ବହୁତ ଫ୍ୟାନ ମଧ୍ୟ ଅଛନ୍ତି।
ଚନ୍ଦନ ଙ୍କର ସ୍ତ୍ରୀ ହେଉଛନ୍ତି ଜଣେ କଳାକାର । ମାହି ତାଙ୍କର କ୍ୟାରିଅର ଜି ସାର୍ଥକର ପ୍ରସାରିତ ହେଉଥିବା ମୁ ହେବି ଅର୍ଦ୍ଧାଙ୍ଗିନୀ ଆରମ୍ଭ କରିଥିଲେ ।ସେ ତାଙ୍କର ପ୍ରଥମ ଧାରାବାହିକ ରୁ ବହୁତ ଫେମସ ହୋଇପାରିଥିଲେ।ଏବେ ଚନ୍ଦନ ଓ ତାଙ୍କ ସ୍ତ୍ରୀ ରୋଷେଇ କରୁଥିବାର ଗୋଟିଏ ଭିଡ଼ିଓ ଭାଇରଲ ହେବାରେ ଲାଗିଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *