ବନ୍ଧୁଗଣ ଆପଣମାନେ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଭିଡିଓ ଗୁଡିକ ତ ନିଶ୍ଚିତ ଭାବରେ ଦେଖୁଥିବେ ଓ ଆପଣ ସେସବୁ କୁ ଦେଖିବାକୁ ପସନ୍ଦ ମଧ୍ୟ କରୁଥିବେ ତେବେ ବନ୍ଧୁଗଣ ବେଳେ ବେଳେ ଏମିତି କିଛି ଭିଡିଓ ଆମ ସାମ୍ନାକୁ ଆସିଯାଏ ଯାହାକୁ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଯାଉ ଆଉ ମନେ ମନେ ଭାବିଥାଉ ତେବେ ଆସନ୍ତୁ ଜାଣିବା ସେହି ବିଷୟରେ |
ଦର୍ଶକବନ୍ଧୁ ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ଗୋଟେ ଭିଡିଓ ଜୋର ସୋର ରେ ଭାଇରଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳୁଛି ଯେ ବଧୂଭେଷ ରେ ସଯ ହୋଇଥିବା କନ୍ୟା ଅଚାନକ ପୁସ ଅପ ଏକ୍ସରସାଇଜ କରୁଥିବାର ନଜର ଆସିଛି ଏହାକୁ ଦେଖି ସେ ବାହାଘରର ରେ ଆସିଥିବା ସମସ୍ତ ବରଯାତ୍ରୀ ଆଶ୍ଚର୍ଯ୍ୟ ହୋଇପଡୁଛନ୍ତି |
କିଛି ଲୋକ ମଧ୍ୟ ତାଙ୍କର ଫୋନ ବାହାର କରି ଏହି ସବୁ ର ଭିଡିଓ ବନାଉଥିବାର ନଜର ଆସିଛନ୍ତି ତେବେ ଏହି ସମୟରେ ଏହି ଭିଡିଓ କୁ ସାରା ଭାରତ ରେ ଲୋକ ଦେଖୁଛନ୍ତି ଓ ଏହି ଭିଡିଓ କୁ ବହୁତ ସାରା ଲାଇକ ମିଳିବା ସହ ଭଲ ଭଲ ପ୍ରତିକ୍ରିୟା ମଧ୍ୟ ମିଳୁଛି |
ତେବେ ବନ୍ଧୁଗଣ ପ୍ରକୃତ ଘଟଣା ହେଉଛି ଏହି ଝିଅ ଜଣଙ୍କ ରେସଲର ଆଉ ତାଙ୍କର ବିବାହ ସମୟରେ ତାଙ୍କୁ କିଛି ମଜାଳିଆ ଚ୍ୟାଲେଞ୍ଜ ଦିଆଯାଇଥିଲା କି ସେ ପୁସ ଅପ ମାରିବା ପାଇଁ ସେ ସେ ତାଙ୍କ ଚ୍ୟାଲେଞ୍ଜ କୁ କମ୍ପ୍ଲିଟ କରିଛନ୍ତି ଆଉ ଏହି ସମୟରେ ସେ ତାଙ୍କର ଶାଶୂଘର ଲୋକଙ୍କ ସହ ମଜାମସ୍ତି କରୁଥିବାର ମଧ୍ୟ ନଜର ଆସିଛନ୍ତି |