Breaking News

ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଆ ଅଭିନେତା କରନ୍, ରିସେପସନ୍ ପାର୍ଟି ରେ ଯୋଗ ଦେଲେ ଓଲିଉଡର ସମସ୍ତ ସେଲିବ୍ରିଟି, ଦେଖନ୍ତୁ କଣ ଘଟଣା ଘଟିଲା ପାର୍ଟି ରେ !

ନମସ୍କାର ବନ୍ଧୁଗଣ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ମଙ୍ଗଳା ଚରଣ ସିରିଏଲର ହିରୋ କରନ୍ | କରନ୍ ଆପଣ ମାନେ ଏହି ସିରିଏଲ ରେ କରନ୍ ସୁନ୍ଦର ଅଭିନୟ କରୁଥିବାର ଦେଖିଥିବ ବର୍ତମାନ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି କରନ୍ ଓଲିଉଡର ଜଣେ ଅଭିନେତ୍ରୀ ଙ୍କୁ ବିବାହ କରିଛନ୍ତି |

ସେ ସୁଟିଙ୍ଗ ସେଟରୁ ଦୁହେଁ ପରଷ୍ପରକୁ ଭଲ ପାଇଥିଲେ ଦୀର୍ଘ ଦିନ ବୁଲା ବୁଲି କରିବା ପରେ ଶେଷରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଲିଉଡର ଏଜି ଜବରଦସ୍ତ ସେଲିବ୍ରେଟି | ବାହାଘର ପରେ ରିସେପସନ୍ ପାର୍ଟି ରେଓଲିଉଡ୍ର ବହୁ ସାରା ସେଲିବ୍ରେଟି ଯୋଗ ଦେଇଥିବାର ନଜର ଆସିଥିଲେ ଆଉ ଏହା ଛଡା ମଙ୍ଗଳା ଚରଣ ସିରିଏଲର ସମସ୍ତ ଆକ୍ଟର ଓ ଆକ୍ଟ୍ରେ ଏହି ରିସେପସନ୍ ପାର୍ଟି ରେଉପସ୍ଥିତ ଥିବାର ଦେଖା ଦେଇଥିଲେ |

ତ ଫ୍ରେଣ୍ଡସେ ମଙ୍ଗଳା ଚରଣ ସିରିଏଲ ରେ କରନ ଙ୍କର ସୁନ୍ଦର ଅଭିନୟ ନିଶ୍ଚୟ ଭାବରେ ଦେଖିଥିବେ ଏହି ସିରିଏଲରେ ସେ ହୋତେ ଏପିସୋଡା଼ ରେ ଅଭିନୟ କରିବା ପାଇଁ ସେପ୍ରାୟ 8ହଜାରରୁ 12 ହଜାର ଟଙ୍କା ଦେବେ | ଏହା ପୂର୍ବରୁ ସେ ବୋହୁ ସାରା ସିରିଏଲରେ ଅଭିନୟ କରିଥିଲେ ଏହା ଛଡା ସେ କିଛି ଆଲବମରେ ମଧ୍ୟ ଅଭିନୟ କରି ଥିଲେ ପୂର୍ବରୁ ସେ ସିନ୍ଦୁର ବିନ୍ଦୁ ସିରିଏଲରେ ଅଭିନୟ କରିଥିଲେ ଏଥିରେ ସେ ନେଗେଟିବି କେରାକଟରେ ଅଭିନୟ କରୁଥିଲେ |

ବର୍ତମାନ ସମୟରେ ସେ ମଙ୍ଗଳା ଚରଣ ସିରିଏଲ ରେ ଅଭିନୟ କରୁଛନ୍ତି ତାଙ୍କ ସୁନ୍ଦର ଅଭିନୟ କାରଣରୁ ସାରା ଓଡ଼ିଶାରେ ତାଙ୍କୁ ଲୋକ ମାନେ ଅଭୁତ ଅଧିକ ଭଲ ପାଇବା ଦେଇଛନ୍ତି କାରଣ ତାଙ୍କର ନାଁ ଏହି ସିରିଏଲ ରେ କରନ ହୋଇଛି ସେ କରନ କୟରେକ୍ଟର ରେ ସେ ଦମଦାର ଅଭିନୟ କରୁଛନ୍ତି ଏହି ସିରିଏଲ ରେ କରନ | ଫ୍ରେଣ୍ଡସେ ଆପଣ ମାନକୁ ଏହି ଯୋଡି କେମିତି ଲାଗିଛି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଭାବରେ କମେଣ୍ଟ କରନ୍ତୁ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.