ନମସ୍କାର ବନ୍ଧୁଗଣ ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡର ଜବରଦସ୍ତ ଆକ୍ଟର ବା ଗପ ହେଲେ ବି ସତ ଫିଲ୍ମର ଶିଶୁ କଳାକାର ରାହୁଲ | କାହାକୁ ସେ ବିବାହ କରିଛନ୍ତି ତ କେଉଁ ଓଡ଼ିଆ ଫିଲ୍ମର ହେରୋଇନ ସହ ବିବାହ କରିଛନ୍ତି ଆସନ୍ତୁ ସମ୍ପୂର୍ଣ ଖବର ଜାଣିବା | ବନ୍ଧୁଗଣ ଆପଣ ମାନେ ଗପ ହେଲେ ବି ସତ ଫିଲ୍ମ ନିଶ୍ଚିତ ଦେଖିଥିବେ ଆଉ ଏହି ଫିଲ୍ମରେ ଅନୁଭବଙ୍କ ଭଣଜାଙ୍କ ଫିଲ୍ମରେ ସୁଟିଙ୍ଗ କରିଥିଲେ|
ଆଉ ସେ ଅନୁଭବଙ୍କ ଛୋଟ ବେଳ ଚରିତ୍ରର ଅକିଟିଙ୍ଗ କରିଥିଲେ | ଆଉ ଏହା ଛଡ଼ା ବର୍ଷାଙ୍କ ଛୋଟବେଳ ଅଭିନୟ ଭୂମିକା ଗ୍ରହଣ କରିଥିଲେ | ଆଉ ବର୍ତ୍ତମାନ ଅନୁଭବଙ୍କ ଭଣଜା ଗୋଟେ ଓଡ଼ିଆ ଫିଲ୍ମର ଭଲ ନାୟକ ବା ହିରୋ ଭାବେ ନଜର ଦେଖାଯାଉଛନ୍ତି | ଫିଲ୍ମରେ ହିରୋଇନ ଭାବେ କୁକିସ କୁ ଆପଣ ନିଶ୍ଚିତ ଭାବରେ ଦେଖିବାକୁ ପାଇବେ | ଫିଲ୍ମରେ କୁକିସ ଓ ଶୁଭମଙ୍କ ବାହାଘର ହୋଇଛି ବାହାଘର ଗୁଡିକର ଫୋଟ ଏବଂ ଭିଡ଼ିଓ ଏବେ ସୋସିଆଲ ମେଡିଆରେ ବହୁ ମାତ୍ରାରେ ଭାଇରଲ ହେବାକୁ ଲାଗିଛି |
ରିଏଲ ଲାଇଫରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରାହୁଲ ବା ଶୁଭମ ଆଉ ତାଙ୍କ ରିଏଲ ଲାଇଫରେ ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି ଆଉ ବର୍ତ୍ତମାନ ସମୟରେ ତାଙ୍କୁ 19 ବର୍ଷ ବୟସ ହୋଇଛି | ଆଉ ଏତେ କମ ବୟସରେ ସେ ଓଡ଼ିଆ ଫିଲ୍ମରେ ଜଣେ ଭଲ ନାଇକା ଅଭିନୟ କରିବାକୁ ଯାଉଛନ୍ତି |
ଏହି ଫିଲ୍ମର ସୁଟିଙ୍ଗ ବର୍ତ୍ତମାନ ଓଡ଼ିଶାର ବିଭିନ୍ନ ଜାଗାରେ ଚାଲିଛି ଆଉ ଶୁଭମଙ୍କ ଏହି ଫିଲ୍ମରେ ଅନୁଭବ ତାଙ୍କୁ ବହୁତ ବହୁତ ଭଲ ପାଇବା ଦେଇଛନ୍ତି ଲେ ବି ସତ ଫିଲ୍ମରେ ଆପଣ ଶୁଭମ ଏବଂ ଭୂମିକାଙ୍କର ସୁନ୍ଦର ଅଭିନୟ ଦେଖିଥିଲେ ଆଉ ବହୁତ କମ ସମୟ ତାଙ୍କର ଅଭିନୟ ଥିଲା ଶିଶୁ କଳାକାର ଭାବେ | ବର୍ତ୍ତମାନ ସମୟରେ ଶୁଭମ ଭଲ କଳାକାର ଭାବେ ନଜରରେ ଆସୁଛନ୍ତି ଅନୁଭବଙ୍କ ଭଣଜା ହେଉଛନ୍ତି ଶୁଭମ |
Check Also
ରାସ୍ତାରେ ବୁଲୁଛି ଭୟଙ୍କର ରାକ୍ଷସ, ଦେଖନ୍ତୁ କେଉଁଠି ଆସିଲା ଏହି ରାକ୍ଷସ….ଏହି ରାକ୍ଷସକୁ ଦେଖିଲେ ଆପଣ ଡରି ଯିବେ !
ରାସ୍ତରେ ବୁଲୁଚି ଦାନଵ ୬ବର୍ଷ ହେଲା ରାସ୍ତାରେ ଦାନଵ ବୁଲୁଥିବାର କଥାଟା ଅଜବ ଲାଗୁଛି ଏମିତି ଏକ ଘଟଣା ଘଟିଛି …