Breaking News

ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ନମିତା ଅଗ୍ରୱାଲ୍ ଙ୍କ ବଡ଼ ପୁଅ, ଶୀଘ୍ର ଦେଖନ୍ତୁ ସେ କେଉଁ ଓଡ଼ିଆ Heroine କୁ ବିବାହ କରିବାକୁ ଯାଉଛନ୍ତି !

ଦର୍ଶକବନ୍ଧୁ ସୋସିଆଲ ମିଡିଆରେ ଗୋଟେ ବଡ଼ ଖବର ସମାନ ନଜର ଆସୁଛି ବାହା ହେବାକୁ ଯାଉଛନ୍ତି ଓଡ଼ିଶାର ଲୋକ ପ୍ରିୟ ନମିତା ଅଗ୍ରୱାଲ୍ ଙ୍କ ବଡ଼ ପୁଅ ତେବେ ସେ କାହାକୁ ବିବାହ କରିବେ କିମ୍ବା ଆପଣ ମାନେ କହିପାରିବେ ଓଡ଼ିଆ ହିରୋଇନି କୁ ବାହାହେବାକୁ ଯାଉଛନ୍ତି କେବେ ହବ ବାହାଘର ଓ କେଉଁଠି ବାହାଘର |

ତେବେ ଦର୍ଶକବନ୍ଧୁ ଆପଣ ମାନେ ଓଲିଉଡର ଜବରଦସ୍ତ ସିଙ୍ଗର ନମିତା ଅଗ୍ରୱାଲ୍ ନିଶ୍ଚୟ ଚିହ୍ନିଥିବେ ସେ ନବେ ଦଶକରେ ଗୀତ ଗାଇବା ଆରମ୍ଭ କରିଥିଲେ ଏପର୍ଯ୍ୟନ୍ତ ସେ ପାଖାପାଖି ଏକ ହଜାରରୁ ଅଧିକ ଗୀତ ଗାଈ ସାରିଛନ୍ତି ତାଙ୍କର ଗୀତ ଗୁଡିକ ମଧ୍ୟରେ ବହୁ ସାରା ଓଡ଼ିଆ ଭଜନ ସହିତ ଓଡ଼ିଆ ଅଧାନିକ ଗୀତ ମଧ୍ୟ ମିଳିଛି 1994 ମସିହାରେ ସେ ବିବାହ କରିଥିଲେ | ସେ ତାଙ୍କ ଦୁଇଟି ପୁତ୍ର ସନ୍ତାନ ଜନ୍ମ ହୋଇଥିଲେ |

ଜଣଙ୍କ ନାଁ ସିଦ୍ଧାର୍ଥ ଥିଲା ବେଳେ ଓ ଜଣଙ୍କ ନାଁ ସାର୍ଥକ ବର୍ତମାନ ସମୟରେ ସେ ବାପାଙ୍କର ବିଜେନେସକୁ ସମ୍ଭାଳିଛନ୍ତି କିଛି ପଡିଛି ଆଗାମୀ କିଛି ଦିନ ମଧ୍ୟରେ ନମିତା ଅଗ୍ରୱାଲ୍ ନିଜର ବଡ଼ ପୁଅ ବାହାଘର କରିବା ପାଇଁ ଯାଉଛନ୍ତି ସେ ଜଣେ ଓଡ଼ିଆ ହିରୋଇନି ବଡ଼ ପୁଅଙ୍କର ବାହାଘର କରିବେ ବୋଲି ସୂଚନା ଦେଇଛନ୍ତି ତେବେ ସେ କେଉଁ ଓଡ଼ିଆ ହିରୋଇନି ସହିତ ତାଙ୍କର ବିବାହ କରିବା ପାଇଁ ଯାଉଛନ୍ତି ତା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ |

କିନ୍ତୁ ଏତିକି ସ୍ପଷ୍ଟ କରିଛନ୍ତି ତାଙ୍କର ବଡ଼ ପୁଅଙ୍କୁ ବିବାହ କରିବାକୁ ଯାଉଛନ୍ତି ଖୁବୁ ଶୀଘ୍ର ଦର୍ଶକବନ୍ଧୁ ଆପଣ ମାନଙ୍କୁ ନମିତା ଅଗ୍ରୱାଲ୍ କିପରି ଲାଗନ୍ତି ଆଉ ତାଙ୍କର କେଉଁ ଭଜନ ଟି ଆପଣ ମାନଙ୍କୁ ସବୁଠାରୁ ଅଧିକ ଭଲ ଲାଗେ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.