Breaking News

ବିବାଦୀୟ Tweet କରି ହଟହଟା ହେଲେ ପାକିସ୍ତାନୀ ଅଭିନେତ୍ରୀ, କହିଲେ ଯଦି ଜ଼ିମ୍ବାୱେ ଭାରତ କୁ ହରାଏ ତେବେ ମୁଁ ଜ଼ିମ୍ବାୱେ ର କୌଣସି ବ୍ୟକ୍ତିଙ୍କୁ ବିବାହ କରିବି…

ବିବାଦୀୟ ଟ୍ୱିଟ କରି ହଟହଟା ହେଲେ ପାକିସ୍ତାନୀ ଅଭିନେତ୍ରୀ | ତାଙ୍କ ଟ୍ୱିଟର ରେ ସେ ଲେଖିଥିଲେ ଯେ ଯଦି ଜିମ୍ବାବୱେ ଭାରତ କୁ ମ୍ୟାଚ ରେ ହରାଇ ଦେବ ତେବେ ସେ ଜିମ୍ବାବୱେ ର ଏକ ବ୍ୟକ୍ତି ଙ୍କୁ ବିବାହ କରିବେ | ତେବେ ଗତ କାଲି ହେବାକୁ ଯାଉଛି ଭାରତ ଏବଂ ଜିମ୍ବାବୱେ ର ମ୍ୟାଚ ଯଦି ଜିମ୍ବାବୱେ ଏହି ମ୍ୟାଚ ଜିତେ ତେବେ ଏହାର ଫାଇଦା ପାକିସ୍ତାନ କୁ ମିଳିବ | ସେଥିପାଇଁ ପାକିସ୍ତାନ ଫ୍ୟାନ ମାନେ ଏହାକୁ ନେଇ ବିଭିନ୍ନ ପ୍ରକାରର ମତ ରଖୁଛନ୍ତି |

ଏମିତି ଏକ ମତ ରଖିଛନ୍ତି ପାକିସ୍ତାନ ର ଲୋକପ୍ରିୟ ଅଭିନେତ୍ରୀ ସେହର ସିନୱାରୀ | ସେ ତାଙ୍କ ଟ୍ୱିଟର ରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି କି ଯଦି କାଲି ର ମ୍ୟାଚ ରେ ଜିମ୍ବାବୱେ ଭାରତ କୁ ପରାସ୍ତ କରେ ତେବେ ମୁ ଜିମ୍ବାବୱେ ର କୌଣସି ଏକ ବ୍ୟକ୍ତି ଙ୍କୁ ବିବାହ କରିବି | ତେବେ ଯଦି ଆମେ ଦେଖିବା ଭାରତ 3ଟି ମ୍ୟାଚ ଜିତି ସେମି ଫାଇନାଲ କୁ ରାସ୍ତା କ୍ଳିଅର କରି ଦେଇଛି |

କିନ୍ତୁ ପାକିସ୍ତାନ ଟିମ ସେମି ଫାଇନାଲ ଯିବା କଷ୍ଟକର ହୋଇପଡିଛି | ପାକିସ୍ତାନ କୁ ସେମି ଫାଇନାଲ କୁ ଯିବାକୁ ହେଲେ ଶେଷ ମ୍ୟାଚ ଜିତିବାକୁ ପଡିବ ଏବଂ ଭାରତ ଏବଂ ଦକ୍ଷିଣ ଆଫ୍ରିକା ସେମାନଙ୍କ ଶେଷ ମ୍ୟାଚ ହାରିବାକୁ ହେବ | ତେବେ ଦେଖିବାକୁ ଗଲେ ଜିମ୍ବାବୱେ ଏହି ବର୍ଷ T20 world cup ରେ ପାକିସ୍ତାନ କୁ ହରାଇ ସାରିଛି ଆଉ ରହିଲା ଭାରତ କଥା ତାହାତ ଆଗାମୀ ସମୟରେ ଜଣା ପଡିଯିବ |

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.