Breaking News

ବିଜେପିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ସାଂସଦ ଅପରାଜିତା ଷଡଙ୍ଗୀ ବିରୋଧ କରୁଥିଲେ ଅପରାଜିତା ଦେଲେ ଶକ୍ତ ଚାପୁଡ଼ା …

ଆପଣ ମାନେ ଜାଣିଥିବେ ଭୁବନେଶ୍ୱର ର ସାଂସଦ ପରାଜିତ ଷଡ଼ଙ୍ଗୀ ଙ୍କୁ ନେଇ ସୋସିଆଲ ମିଡ଼ିଆ ଅନେକ ପ୍ରକାର ଖବର ଭାଇରଲ ହେବାରେ ଲାଗିଛି।କେତେବେଳେ ଖବର ଆସୁଛି ବିଜେପି ରେ ଅପରାଜିତା ଙ୍କ ଦବଦବା ବଢ଼ିବାରେ ଲାଗିଛି।ତ ଆଉ କେତେବେଳେ ଖବର ଆସୁଛି ଅପରାଜିତା 2020 ମସିହା ର ସର୍ବଶ୍ରେଷ୍ଠ ସାଂସଦ।ଏମିତି ବହୁତ ଖବର ଭାଇରଲ ହେବାରେ ଲାଗିଛି।ତେବେ କୁହାଯାଉଛି ବିଜେପିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଅପରାଜିତା ଙ୍କୁ ବିରୋଧ କରୁଛନ୍ତି ତେବେ ଏହା ଭିତରେ ଅପରାଜିତା ଙ୍କ ଦବଦବା ବଢ଼ିବାରେ ଲାଗିଥିବ କୁହାଯାଉଛି।


ଆପଣ ମାନେ ଜାଣିଥିବେ ଅପରାଜିତା ଜଣେ ବହୁତ ଚାଲାଖ ମହିଳା ତାଙ୍କୁ ବିଜେପିରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବିରୋଧ କରୁଥିବା ସତ୍ତ୍ୱେ ସେ ଏକୁଟିଆ ଥିଲେ ବି ନିଜର ଦୁଇଟି ସ୍ୱତନ୍ତ୍ର ବାହିନୀ ଗଢ଼ିଛନ୍ତି ଅଜିତା ଏବଂ ୟୁଥ ଫର ଆକ୍ସନ ନାମରେ Iଏପରିକି ଜାତୀୟ ସ୍ତର ରେ ମଧ୍ୟ ଅପରାଜିତା ଙ୍କ ପତିଆରା ବଢ଼ିବାରେ ଲାଗିଛି ଯାହା କି ତାକୁ ଏବେ ଜାତୀୟ ସ୍ତରରେ ଅପରାଜିତା ଙ୍କୁ ଗୋଟିଏ ପରେ ଗୋଟିଏ ବଡ ପଦବୀ ରେ ନିଯୁକ୍ତି କରାଯାଉଛି। ଜାତୀୟ ପ୍ରବକ୍ତା ଥିବାବେଳେ ତିନି ତିନୋଟି ରାଜ୍ୟ ର ମିଡ଼ିଆ ମୁଖ୍ୟ ଅଛନ୍ତି ଅପରାଜିତା I

ଅପରାଜିତା ତାଙ୍କ ଜନ୍ମ ଦିନ ପାଳନ କରୁଥିବା ସମୟରେ ସେ କୁଆଡେ କୋରୋନା କଟକଣା ଭାଙ୍ଗିଥିଲେ ବୋଲି ତାଙ୍କ ଅଫିସ ବନ୍ଦ କରାଯାଇଥିଲା ଏହାକୁ ନେଇ ବିଜେପି ର କୌଣସି ଆଗ ଧାଡ଼ିର ନେତା ମୁଁହଁ ଖୋଲି ସମର୍ଥନ କରିନଥିଲେ।ମାତ୍ର 7 ଦିନରେ ଅଫିସ ଖୋଲିଥିଲା ବିଏମସି।ଅପରାଜିତ ଙ୍କୁ ବିରୋଧ ଚାଲୁଥିଲେ ମଧ୍ୟ ସେ ଅନ୍ୟପଟେ ନିଜର ସେନା ଗଠନ କରିଚାଲିଛନ୍ତି।

ଏବେ କିଛି ଦିନ ପୂର୍ବରୁ କଳା କପଡା ଦେଖେଇ ଅପରାଜିତା ଙ୍କୁ କିଛି ଲୋକ ବିରୋଧ କରିଥିଲେ ।ଏହାକୁ ନେଇ ଅପରାଜିତ କହିଛନ୍ତି ପ୍ରତ୍ୟେକ ବିରୋଧୀ ଙ୍କୁ ମୁଁ ସନମାନ ଦିଏ ଜିଏ ମୋର ବିରୋଧୀ ଅଛନ୍ତି ମୋତେ ନେଇ ଯାହାଙ୍କ ମନରେ ଦୁଖ ଅଛି ସେମାନେ ସାମ୍ନା କୁ ଆସନ୍ତୁ ଏବଂ ମୋ ସହ ଆଲୋଚନା କରନ୍ତୁ ବିରୋଧ କଲେ କିଛି ଲାଭ ହେବନି ଯେତେ ବିରୋଧ କରିବ ସେତେ ଲୋକପ୍ରିୟତା ହାସଲ କରିବି।ଅପରାଜିତା ଙ୍କର ଏହି ମନ୍ତବ୍ୟକୁ ନେଇ ଏବେ ସମସ୍ତ ଙ୍କ ମନରେ ପ୍ରଶ୍ନ ଉଠୁଛି କି କେଉଁ ଅଦୃଶ୍ୟ ଶକ୍ତି ଅପରାଜିତା ଙ୍କ ପଛରେ ରହିଛି? ଯାହାକୁ ନେଇ ଏବେ ସବୁ ମହଲରେ ଚର୍ଚ୍ଚା ର ବିଷୟ ହୋଇଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମାଳିକା ଦେଲା ପ୍ରମାଣ କେବେ ଅନ୍ତ ହେବ କରୋନାର ପ୍ରଭାବ! କେଉଁ କେଉଁ ଏଥିରୁ ବଞ୍ଚିବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ଏକ ବଡ ଖବର ଯେ ମାଳିକା ଦେଲା ପ୍ରମାଣ କେବେ ସରିବ କରୋନା …

Leave a Reply

Your email address will not be published. Required fields are marked *