Breaking News

ବିବାହ କରିବେ ସୁପର ହିଟ ଯୋଡି ଆଦି ଓ ଶକ୍ତି

ଅଭିନେତ୍ରୀ ଜେସୀ ସେମିତି ରେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି ଦୁହି ଲୋକପ୍ରିୟ କଳାକାର ଆପଣମାନେ ସାର୍ଥକ ଚ୍ଯାନେଲ ରେ “ତୁ ମୋ ଜୀବନ ସାଥି” ନାମକ ଏକ ସିରିୟଲ ରେ ଦେଖିବାକୁ ପାଇ ଥିଲେ |

ଆହୁରି ମଧ୍ୟ ଏହି ସିରିୟଲ ରେ ଆଦି ନାମରେ ଅମର ଏବଂ ଭକ୍ତି ନାମରେ ଜେସୀ ମୂଖ୍ୟ ନାୟକ ଏବଂ ନାୟୀକା ଭାବେ କାମ କରି ଥିଲେ । ଏବଂ ଏମାନଙ୍କ ଲଭ୍ ରୋମାନ୍ସ କୁ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ ମଧ୍ୟ କରୁଛନ୍ତି ।


ସୂଚନାମୁତାବକ, ଅମର ଏବଂ ଜେସୀ ଏହି ବର୍ଷ ଅର୍ଥାଥ 2021 ରେ ବିବାହ କରିବା ପାଇଁ ଯାଉଛନ୍ତି , ଏମାନେ ଗତବର୍ଷ ରେ ବିବାହ କରି ଥାନ୍ତେ , ହେଲେ ଗତ ବର୍ଷ ରେ ଲକ ଡାଉନ୍ ଯୋଗୁଁ ଏମାନେ 2020 ବର୍ଷ ରେ ବିବାହ ବନ୍ଧନ ରେ ବାନ୍ଧି ପାରି ନ ଥିଲେ ଏହି ପୁର୍ବ ମାସ ମାନେ ଡିସେମ୍ବର ମାସ ରେ ଅମର ଏବଂ ଜେସୀ ଙ୍କ ନିର୍ବନ୍ଧ ହୋଇ ସାରିଥିବା ବେଳେ ଏହି ବର୍ଷ ର ଫେବୃଆରୀ ମାସ ରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଅଭିନେତା ଅମର ଏବଂ ଲୋକ ପ୍ରିୟ ଅଭିନେତ୍ରୀ ଜେସୀ ଙ୍କ ବିବାହ ହେବାକୁ ଯାଉଛି |


ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *