Breaking News

ଜାଣନ୍ତୁ ,ଏହି କାରଣ ପାଇଁ ଭୂମିକା ଙ୍କୁ ମିଳିଲା ସମ୍ମାନଜନକ ଆୱାର୍ଡ଼

ହଁ ବନ୍ଧୁ ଆଜି ଆମେ ଜାଣିବା ଓଡ଼ିଆ ସିନେମା ଜଗତ ର ଅଭିନେତ୍ରୀ ଚୂଲ୍ ବୁଲି ନାୟିକା ଭୂମିକା ଙ୍କୁ କେଉଁ ଆୱାର୍ଡ଼ ପାଇଛନ୍ତି ଜାଣିବା । ଆପଣ ମାନେ ନିଶ୍ଚୟ ଦେଖିଥିବେ ଭୂମିକା ଦାସ ଙ୍କ ଅଭିନୟ ଅନେକ ଫିଲ୍ମ୍ ରେ । ସେ ରୁମକୁ ଝୁମୁନା ଫିଲ୍ମ୍ ରେ ଅଭିନୟ କରି ସେ ଛୋଟ ବେଳୁ ସେ ଲୋକ ପରିଚିତ ହୋଇପାରିଛନ୍ତି ।

ବଡ଼ ହେଲା ପରେ ସେ ତୁ ମୋ ଲଭ୍ ଷ୍ଟୋରି ରେ ଅଭିନୟ କରିଥିଲେ ଓ ସେ ଫିଲ୍ମ୍ ଟି ମଧ୍ୟ ସୁପର୍ ହିଟ ହୋଇଥିଲା । ବର୍ତ୍ତମାନ ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ସେ ଓଡ଼ିଶା ଘରେ ଘରେ ପରିଚିତ । ଆଉ ତାଙ୍କ ଜବରଦସ୍ତ ଅଭିନୟ ପାଇ ସେ ଉଲିଉଡ୍ ଇଣ୍ଡଷ୍ଟ୍ରି ରେ ବହୁ ନାମ ମଧ୍ୟ ଅର୍ଜନ କରିଛନ୍ତି । ଭୂମିକା ଙ୍କ ଅଭିନୟ ଯାଦୁ ରେ ସେ ଆଜି ଲୋକ ମାନଙ୍କୁ ବାନ୍ଧି ରଖିଛନ୍ତି । ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆରେ ଭୂମିକା ଙ୍କ ଏକ ଫଟୋ ଭାଇରାଲ ହବା ରେ ଲାଗିଛି ।

ଯେଉଁ ଥିରେ ଭୂମିକା ଙ୍କୁ ଏକ ନୂଆ ଆୱାର୍ଡ଼ ପାଇଛନ୍ତି ତାହାଲେ ସେ କେଉଁ ଆୱାର୍ଡ଼ ପାଇଛନ୍ତି ଆସନ୍ତୁ ଜାଣିବା । ଦର୍ଶକ ବନ୍ଧୁ ଭୂମିକା ଏହି ଆୱାର୍ଡ଼ ଟି ଆଗରୁ ପାଇଥିଲେ ଓ ବର୍ତ୍ତମାନ ମଧ୍ୟ ପାଇଛନ୍ତି । ସେ ଆୱାର୍ଡ଼ ଟି ପାଇଛନ୍ତି ଗୋଟି ପୁଅ ଉତ୍ସବ ୨୦୨୧ ରେ ଯୁବ ପ୍ରତିଭା ସନମାନ ଓ ଆରାଧନା ସନମାନ୍ ପାଇଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *